ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

171

-ଡ଼ିଏଫଓ, ରୋଷେୟା ଓ ବନ କର୍ମଚାରୀଙ୍କୁ କ୍ରାଇମବ୍ରାଂଚର ପଚରା ଉଚରା

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଂଚ ପକ୍ଷରୁ ଜାରୀ ରହିଛି । କ୍ରାଇମବ୍ରାଂଚ ପକ୍ଷରୁ ଆଜି ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା, ରୋଷେୟା ମନ୍ମଥ କୁମ୍ଭ ଓ ବନ କର୍ମଚାରୀଙ୍କୁ ପଚରା ଉଚରା କରାଯାଉଛି ।

ଗତକାଲି ରୋଷେୟା, ଜଣେ ଫରେଷ୍ଟ ଗାର୍ଡ଼ ଓ ଦୁଇ ଜଣ ଏସିଏଫଙ୍କୁ ଏନେଇ ପଚରା ଉଚରା କରିଥିଲା କ୍ରାଇମବ୍ରାଂଚ ।

ପ୍ରକାଶ ଥାଉ କି, ଗତ ୧୪ ତାରିଖରେ କ୍ରାଇମବ୍ରାଂଚର ଏକ ଟିମ୍ ସାଇଂଟିଫିକ୍ ଟିମ୍ ସହିତ ସୌମ୍ୟଙ୍କ ସରକାରୀ ବାସଭବନରେ ପହଂଚି ତଦନ୍ତ କରିଥିଲେ ।

Leave A Reply

Your email address will not be published.