Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ଦୁଷ୍କର୍ମ ମାମଲାରେ ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର ଗିରଫ
ଫନୂଆଦିଲ୍ଲୀ, : ପୂର୍ବତନ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର ଶିବାଲିକ୍ ଶର୍ମାଙ୍କୁ ରାଜସ୍ଥାନର ଯୋଧପୁରର କୁଡି ଭଗତାସନି ହାଉସିଂ ବୋର୍ଡ ପୋଲିସ ଗିରଫ କରିଛି । ଏହି ପୂର୍ବତନ ଆଇପିଏଲ କ୍ରିକେଟରଙ୍କ ଉପରେ ତାଙ୍କର ଜଣେ ବନ୍ଧୁ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ତାଙ୍କ ବିରୁଦ୍ଧରେ ଏହି ଅଭିଯୋଗ…
ମହମ୍ମଦ ଶାମିଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ, : ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କୁ ହତ୍ୟା ଧମକ ଦିଆଯାଇଛି । ୧ କୋଟି ଟଙ୍କା ନ ଦେବାରୁ ଶାମିଙ୍କୁ ଏହି ଧମକ ମିଳିଛି । ଏହି ଭାରତୀୟ କ୍ରିକେଟରଙ୍କୁ ଇ-ମେଲ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି । ଏହା ଜଣାପଡ଼ିବା ମାତ୍ରେ, ଅମରୋହା କ୍ରାଇମ୍ ବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛି…
ପାକିସ୍ତାନ ସହ ବିବାଦ ମଧ୍ୟରେ ପିଏମ୍ ମୋଦିଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ, : ପହଲଗାମରେ ଆତଙ୍କୀ ହମଲା ପରେ ପାକିସ୍ତାନ ସହ ଭାରତର ବିବାଦ ଜାରି ରହିଛି । ଏହା ଭିତରେ ବାୟୁସେନା ମୁଖ୍ୟ ଏୟାରଚିଫ୍ ମାର୍ଶଲ ଅମର ପ୍ରୀତ ସିଂହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଏହା ପୂର୍ବରୁ ନୌସେନା ମୁଖ୍ୟ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ…
ନିଶା କବଳରେ ଯୁବ ପୀଢ଼ି, ଆକ୍ସନ ମୁଡ୍ ରେ ପାରାଦ୍ଵୀପ ପୋଲିସ୍
ପାରାଦ୍ଵୀପ :- ଆକ୍ସନ ମୁଡ୍ ରେ ପାରାଦ୍ଵୀପ ଅଭୟଚାନ୍ଦ ପୁର ଥାନା ପୋଲିସ । ପାରାଦୀପ ଆଇଓସିଏଲ୍ ରୋଡ୍ ନିକଟସ୍ଥ ଡାଳିମ୍ବପୁର ରୋଡରେ ଚଢାଉ କରି ୩ଜଣ ବ୍ରାଉନସୁଗାର ବେପାରୀଙ୍କୁ ଧରିବା ସହ ତାଙ୍କ ନିକଟରୁ ୧୫.୫୮ ଗ୍ରାମର ବ୍ରାଉନ ସୁଗାର ଓ ଗୋଟିଏ ମୋଟର ସାଇକେଲ ସହ ୩ମୋବାଇଲ ଜବତ କରିଛି…
ବେଆଇନ ଭବେ କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଗାଡି ଅଟକ, ବିଧାୟକ ଙ୍କ ହସ୍ତକ୍ଷେପ ପରେ ଜଙ୍ଗଲ ବିଭାଗ କୁ ହସ୍ତାନ୍ତର
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପିପଲଝାପର ଠାରୁ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ଏକ ୧୧୦୯ ଗାଡି ଶୁକ୍ରବାର ସନ୍ଧ୍ୟାରେ କେନ୍ଦୁପତ୍ର କର୍ମଚାରୀ ମାନେ ଧରି ଅଟକ ରଖିଥିଲେ। ପ୍ରାପ୍ତ ସୂଚନା ଅନୁସାରେ ବିଜୁ ଏକ୍ସପ୍ରେସ ୱେ ବଡକେନ୍ଦୁଗୁଡା ବଜାର ପଡିଆ ନିକଟରେ…
ଭାରତର କାର୍ଯ୍ୟାନୁଷ୍ଠାନ ଭୟରେ ଲୋକଙ୍କୁ ନିର୍ଦ୍ଦେଶ ଦେଲା ପାକିସ୍ତାନ
ନୂଆଦିଲ୍ଲୀ, : ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ କ୍ରୋଧର ବାତାବରଣ ରହିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ସମସ୍ତେ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି । ସମଗ୍ର ଦେଶ ଏକମତ ଭାବରେ ଭାରତ ସରକାରଙ୍କୁ…
ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା
ପାରାଦ୍ଵୀପ , :- କୁଜଙ୍ଗ ମଙ୍ଗରାଜ ପୁର ଗ୍ରାମରେ ବିଭତ୍ସ ହତ୍ୟା, ଘରୁ ଡାକିନେଇ ଗାଁ ପଡିଆରେ ମାରଣାସ୍ତ୍ର ରେ ବିଭତ୍ସ ହତ୍ୟା। ସୂଚନାନୁଯାୟୀ କୁଜଙ୍ଗ ଥାନା ମଙ୍ଗରାଜ ପୁର ଗ୍ରାମର ରମାକାନ୍ତ ବେହେରା ଜଣେ ଦିନ ମଜୁରିଆ ସେ ରୋଷେଇ କରି ପରିବାର ପ୍ରତିପୋଷଣ କରନ୍ତି। ଗତକାଲି ସଂନ୍ଧ୍ଯା ରେ…
ହିନ୍ଦୁ ନେତାଙ୍କୁ ହତ୍ୟାରୁ ବଢ଼ୁଛି ଅଶାନ୍ତ
ଢାକା, : ବାଂଲାଦେଶର ପ୍ରମୁଖ ହିନ୍ଦୁ ନେତା ଭବେଶ ଚନ୍ଦ୍ର ରୟଙ୍କୁ ହତ୍ୟା ଘଟଣାରେ ଭାରତ ଶନିବାର ମହମ୍ମଦ ୟୁନୁସ୍ ସରକାରଙ୍କୁ ନିନ୍ଦା କରିଛି । ଅନ୍ତରୀଣ ସରକାରଙ୍କ ଶାସନରେ ପଡ଼ୋଶୀ ଦେଶର ସଂଖ୍ୟାଲଘୁଙ୍କ ପ୍ରତି ବ୍ୟବସ୍ଥିତ ଉତ୍ପୀଡ଼ନ ଢାକାର ଏକା ଏକ ଅଂଶବିଶେଷ ବୋଲି ନୂଆଦିଲ୍ଲୀ କହିଛି ।…
ଜାରି ହେବ ନୂଆ ୫୦୦ ଓ ୧୦ ଟଙ୍କିଆ ନୋଟ୍
ମୁମ୍ବାଇ,: ଖୁବ୍ ଶୀଘ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୫୦୦ ଟଙ୍କା ଓ ୧୦ ଟଙ୍କା ନୂଆ ନୋଟ୍ ଜାରି କରିବାକୁ ଯାଉଛି । ଏହି ପଦକ୍ଷେପ ଯୋଗୁ ନୋଟ୍ ଦୁଇଟିରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ, ଯାହା ଦେଶର ମୁଦ୍ରାପ୍ରଣାଳୀକୁ ଆହୁରି ବି ସୁରକ୍ଷିତ ଓ ସୁବିଧାଜନକ କରିବ । ନୂଆ ୫୦୦…
ବଜେଟ ପରେ କମିଲା ପେଟ୍ରୋଲ ଦର
ନୂଆଦିଲ୍ଲୀ,: ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି । ବଜେଟ ପରେ ରବିବାର ତେଲ ରେଟ୍ ନୂଆ ଜାରି ହୋଇଛି । ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି । କିନ୍ତୁ, ରବିବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କେତେ ଅଛି ଆସନ୍ତୁ…