Sign in
Sign in
Recover your password.
A password will be e-mailed to you.
Browsing Category
Economy
୧୦ ବର୍ଷରେ ଅର୍ଥନୀତି ତିନି ଗୁଣା ବୃଦ୍ଧ
ନୂଆଦିଲ୍ଲୀ: ଏକ ଦଶନ୍ଧି ମଧ୍ୟରେ ଭାରତୀୟ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଘଟିଛି । ୨୦୧୪-୧୫ ପରଠାରୁ ତାହା ତିନି ଗୁଣା ବଡ଼ ହୋଇଛି । ସରକାରୀ ତଥ୍ୟ ଅନୁସାରେ ୨୦୧୪-୧୫ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ପରିମାଣ ୧୦୬.୫୭ ଲକ୍ଷ କୋଟି ଟଙ୍କା ଥିଲା । ୨୦୨୪-୨୫ ସୁଦ୍ଧା ତାହା ତିନି ଗୁଣା…
୨୦୨୪-୨୫ରେ ରେକର୍ଡ ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ,: ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି) ସଂଗ୍ରହ ଦୁଇ ଗୁଣ ହୋଇ ୨୨.୦୮ ଲକ୍ଷ କୋଟି ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ପୂର୍ବରୁ ୨୦୨୦-୨୧ ଆର୍ଥିକବର୍ଷରେ ଜିଏସଟି ସଂଗ୍ରହ ୧୧.୩୭ ଲକ୍ଷ କୋଟି ଟଙ୍କା ଥିଲା । ବିଶେଷ କଥା ହେଉଛି ଯେ ଏହି ଜିଏସଟି…
ଭାରତ-ଆମେରିକା ମଧ୍ୟରେ ଖୁବଶୀଘ୍ର ହୋଇପାରେ ବାଣିଜ୍ୟ ଚୁକ୍ତି : ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ, : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ସହିତ ବାଣିଜ୍ୟ ଚୁକ୍ତି ବିଷୟରେ ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି ଖୁବ୍ ଶୀଘ୍ର ସ୍ୱାକ୍ଷରିତ ହେବାକୁ ଯାଉଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ରସଙ୍ଗରେ…