Browsing Category

Health

ଆମୋନିଆ ଗ୍ୟାସ୍ ଟାଙ୍କୀ ଫାଟି ଚାରି ଅସୁସ୍ଥ

ପାରାଦୀପ :-ଫାଟିଲା ଆମୋନିଆ ଗ୍ୟାସ ଟାଙ୍କୀ , ଲିକ୍ ହେଲା ଗ୍ୟାସ , ଚାରି ଅସୁସ୍ଥ, ଲିକେଜ୍ ଗ୍ୟାସ କୁ ଆୟତ କରିବା ପାଇଁ ନିୟୋଜିତ ଅଗ୍ନିଶମ ବାହିନୀ। ଘଟଣା ସ୍ଥଳରେ ଅନୁଧ୍ୟାନ କଲେ ପ୍ରଶାସନ। ଘଟଣା ଘଟିଛି ପାରାଦୀପ ଗଡ ଇଣ୍ଡରଷ୍ଟିଆଲ୍ ଏରିଆରେ। ଆମୋନିଆ ଗ୍ୟାସ ଲିକ୍ ହୋଇ ୪ ଜଣ ଅସୁସ୍ଥ।…

ଦେବଗଡରେ ୨୦୫ କୋଟିର ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର, ୩ା୬ : ଅଭିଭକ୍ତ ସମ୍ବଲପୁର ଜିଲ୍ଲାର ଦେବଗଡ଼କୁ ଏବେ ଦିଆଯାଇଛି ବିକାଶର ପ୍ରାଥମିକତା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ସେଠାରେ ପ୍ରାୟ ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର…

ଆଜିଠାରୁ ଆରମ୍ଭ ହେଲା “ଶୂନ ଦୁର୍ଘଟଣା ଦିବସ’

ଭୁବନେଶ୍ୱର, ୩ା୬ : ଦୁର୍ଘଟଣା କେବଳ ପରିବାର କି ରାଜ୍ୟ ନୁହେଁ ସମଗ୍ର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା କୌଣସି ବ୍ୟକ୍ତିଗତ କ୍ଷତି ନୁହେଁ ବରଂ ସାମଗ୍ରୀକ କ୍ଷତି । ତେଣୁ ମୋର ସମସ୍ତଙ୍କୁ ଅନୁରୋଧ, ଘରୁ ବାହରିବାଠୁଁ ନେଇ ଫେରିବା ପର୍ଯ୍ୟନ୍ତ ସଡ଼କର ସମସ୍ତ ନିୟମ ସଠିକ୍ ଭାବେ…

ଦ୍ରୁତ ଗତିରେ ବଢୁଛି କୋଭିଡ୍ ମାମଲା

ନୂଆଦିଲ୍ଲୀ, : ଭାରତରେ କୋଭିଡ୍‌ ମାମଲା ପୁଣି ବୃଦ୍ଧି ପାଇଛି । ଗତ ସପ୍ତାହରେ ସଂକ୍ରମଣ ୫ ଗୁଣ ବୃଦ୍ଧି ପାଇ ୨,୭୧୦ରୁ ଅଧିକ ସକ୍ରିୟ ମାମଲା ରେକର୍ଡ ହୋଇଛି । କେରଳରେ ସର୍ବାଧିକ ୧,୪୦୦ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୪୮୫ ଓ ଦିଲ୍ଲୀରେ ୪୩୬ ମାମଲା ରିପୋର୍ଟ ହୋଇଛି । ଗତ ୨୪…

ଦୀପିକାଙ୍କୁ ଲିଭର କ୍ୟାନସର୍‌: ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କଲେ

ମୁମ୍ବାଇ, : ଟିଭି ଅଭିନେତ୍ରୀ ଦୀପିକା କକ୍କର ଆଜିକାଲି ତାଙ୍କ ଜୀବନର ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । ଦୀପିକାଙ୍କ ଦ୍ୱିତୀୟ ପର୍ଯ୍ୟାୟ ଲିଭର କ୍ୟାନସର ହୋଇଛି । ଏନେଇ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ସମସ୍ତ ପ୍ରଶଂସକଙ୍କୁ ତାଙ୍କ ପାଇଁ…

ଡ୍ରାଗନ୍ ପାଇଁ ମୁଣ୍ଡବ୍ୟଥା ଭାରତୀୟ ଫାର୍ମା କମ୍ପାନୀ

ନୂଆଦିଲ୍ଲୀ,: ଭାରତୀୟ ଫାର୍ମା ଶିଳ୍ପ ବର୍ତ୍ତମାନ ଚୀନକୁ କଡ଼ା ଟକ୍କର ଦେଉଛି । ଆମେରିକା ଏବଂ ଚୀନ ମଧ୍ୟରେ ଜୋରଦାର ହୋଇଥିବା ବାଣିଜ୍ୟ ଯୁଦ୍ଧରୁ ଭାରତୀୟ ଫାର୍ମା ଶିଳ୍ପକୁ ଲାଭ ମିଳୁଛି । ଏହି କ୍ରମରେ କମ୍ପାନୀଗୁଡ଼ିକ ଏବେ ସେମାନଙ୍କ ଅପରେସନକୁ ଜୋରଦାର କରିଛନ୍ତି । ବର୍ତ୍ତମାନ ଅନେକ ଭାରତୀୟ…

ଫେରିଲା କରୋନା: ପଜିଟିଭ୍ ଚିହ୍ନଟ ହେଲେ ଶିଳ୍ପା ସିରୋଦକର

ନୂଆଦିଲ୍ଲୀ, : ମସିହାରେ ସାରା ବିଶ୍ୱରେ କରୋନା ତାଣ୍ଡବ ସୃଷ୍ଟି କରିଥିଲା । ଏସିଆରେ ଏବେ ପୁଣି ଥରେ କରୋନା ଫେରିବାରେ ଲାଗିଛି । ଦେଶରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେବାର ଖବର ହସ୍ତଗତ ହେବାରେ ଲାଗିଲାଣି । ଏବେ ଏହି ଭୟଙ୍କର ଆକ୍ରମଣର ଶିକାର ହୋଇଛନ୍ତି ଅଭିନେତ୍ରୀ ଶିଳ୍ପା ସିରୋଦକର୍ ।…

କଡ଼ ଲେଉଟାଇଲାଣି କରୋନା ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ

ମୁମ୍ବାଇ, : ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ । ପୁଣି ଜୀବନ ନେଲା କରୋନା ଭାଇରସ୍ । ମୁମ୍ବାଇରେ କରୋନା ଆତଙ୍କ ଦେଖିବାକୁ ମିଳିଛି । ୫୩ଜଣ ପଜିଟିଭ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର କେଇଏମ୍ ହସ୍ପିଟାଲରେ ଦୁଇ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ସୂଚନା…

କର୍ଣ୍ଣ-ନାସା-ଗଳା ଅସ୍ତ୍ରୋପଚାର ଓ ଦ୍ରୁତ ଆରୋଗ୍ୟ ପାଇଁ କିମସରେ ଲାଗିଲା ଅତ୍ୟାଧୁନିକ ମେସିନ

ଭୁବନେଶ୍ୱର, : କର୍ଣ୍ଣ- ନାସା-ଗଳା ଓ କର୍କଟ ରୋଗର ଉନ୍ନତ ଅସ୍ତ୍ରୋପଚାର ପାଇଁ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍‌ସ)ରେ ଏକ ଅତ୍ୟାଧୁନିକ ସିଓଟୁ (ସିଓ୨) ମେସିନ୍ ଉଦ୍‌ଘାଟିତ ହୋଇଯାଇଛି । କିଟ୍‌, କିସ୍ ଓ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ମେସିନ୍‌କୁ…

ଚୀନରେ ଆଉ ଏକ ଭୂତାଣୁ ଆତଙ୍କ

ବେଜିଂ, : ଚୀନରୁ ଆରମ୍ଭ ହୋଇଥିବା କୋଭିଡ-୧୯ ଭାଇରସ ସମଗ୍ର ବିଶ୍ୱରେ ଯେଉଁ ଆତଙ୍କ ସୃଷ୍ଟି କରିଥିଲା, ତାହା ଏଯାଏଁ ମନରୁ ଲିଭିନି । ଏପଟେ ସେହି ଚୀନରେ ଦ୍ରୁତ ଗତିରେ ବ୍ୟାପୁଥିବା ଆଉ ଏକ ନୂଆ ଭାଇରସ୍ ପୁଣି ଚିନ୍ତା ବଢ଼ାଇଛି । ପିଲାଠୁ ବୁଢ଼ା ସମସ୍ତଙ୍କୁ ଏହି ନୂଆ ଭାଇରସ୍ ଆକ୍ରାନ୍ତ କରୁଛି ।…