Browsing Category

Lokal news

ମୋର ମା\’ଙ୍କ ଅପମାନ, ଦେଶର ପ୍ରତି ମା\’ଙ୍କ ଅପମାନ

ନୂଆଦିଲ୍ଲୀ, : ବିହାର ନିର୍ବାଚନ ପାଖେ ଆସୁଥିବା ବେଳେ ବିରୋଧୀ କଂଗ୍ରେସ ଓ ଆରଜେଡି ମେଣ୍ଟକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀ ମେଣ୍ଟର ଗୋଟିଏ ପ୍ରଚାର ସଭାର ଷ୍ଟେଜରେ ତାଙ୍କ ମା\'କୁ ଗାଳି କରାଯାଇଥିଲା ଓ ଏଭଳି ଆଚରଣ ଦେଶର ସମସ୍ତ ମା\' ଓ ଭଉଣୀଙ୍କ…

ପୁରୀ–ବାଙ୍ଗିରିପୋସି ଏକ୍ସପ୍ରେସରେ ନୂଆ ସୁବିଧା

ଭୁବନେଶ୍ୱର, : ପୂର୍ବତଟ ରେଳପଥ ଯାତ୍ରୀଙ୍କ ସୁବିଧା ବୃଦ୍ଧି ଏବଂ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରେନ ନଂ ୧୨୮୯୨/୧୨୮୯୧ ପୁରୀବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସରେ ଏକ ଅତିରିକ୍ତ ନନ୍‌-ଏସି ଚେୟାର କାର କୋଚ୍ ସ୍ଥାୟୀ ଭାବରେ ସଂଯୋଗ କରିବାକୁ ଘୋଷଣା କରିଛି । ସଂଶୋଧିତ ଟ୍ରେନ୍ କୋଚ୍‌…

ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର କରିବା ଆମର ଲକ୍ଷ୍ୟ

ଭୁବନେଶ୍ୱର,: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୩ତମ ପ୍ରତିଷ୍ଠା ଦିବସ ସୋମବାର ଜୟଦେବ ଭବନରେ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡ଼ା. କୃଷ୍ଣଚନ୍ଦ୍ର…

ୟୁରୋପୀୟ ରାଷ୍ଟ୍ର ଗୁଡିକ ସହିତ ସ୍ଥାୟୀ ସମ୍ପର୍କ ବୃଦ୍ଧି ଦିଗରେ ଓଡିଶା ସର୍ବଦା ପ୍ରସ୍ତୁତ

ଭୁବନେଶ୍ୱର, : ୨୦୦୦ ଏବଂ ୨୦୦୧ ବ୍ୟାଚର ଭାରତୀୟ ବୈଦେଶିକ ସେବା (ଆଇଏଫଏସ) ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ଭେଟିଥିଲେ । ପ୍ରତିନିଧି ଦଳରେ ରୋମାନିଆରେ ଭାରତର ରାଷ୍ଟ୍ରଦୂତ ଡକ୍ଟର ମନୋଜ କୁମାର ମହାପାତ୍ର, ସ୍ଲୋଭେନିଆ ଗଣରାଜ୍ୟରେ ଭାରତର ରାଷ୍ଟ୍ରଦୂତ…

ଧୁମ ଧାମ ରେ ଚାଲିଛି ଗଣେଶ ଙ୍କ ପୂଜାର୍ଚନା, ଆକର୍ଷଣ ସାଜିଛି 18ଫୁଟ ଗଣେଶ ମୂର୍ତ୍ତି

ବିଘ୍ନବିନାଶକ ଅଗ୍ରପୂଜ୍ୟ ଗଜାନନ ଙ୍କ ପୂଜା ପୁରପଲ୍ଲୀ ରେ ଧୁମ ଧାମ ରେ ପାଳିତ ହୋଇଛି| ବିଭିନ୍ନ ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ସମେତ କ୍ଲବ, ଯୁବକ ସଂଘ ପକ୍ଷରୁ ପାଳନ କରାଯାଉଛି |ଶରତ ଋତୁ ରେ ପାର୍ବଣ ର ଆଦ୍ୟ ପର୍ବ ରେ ଉତ୍ସବ ମୁଖରିତ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ପର୍ଯ୍ୟନ୍ତ ଗଣନାଥ…

ବିଜେପି ରାଜ୍ୟସଭାପତି ମନମୋହନ ସାମଲଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

କେସିଙ୍ଗା,: ବିଜେପି ରାଜ୍ୟ ସଭାପତିଙ୍କ ନାମ ଘୋଷଣା ପରେ ପ୍ରଥମ ଥର କଳାହାଣ୍ଡି ଜିଲ୍ଲା ଗ୍ରସ୍ତରେ ମନମୋହନ ସାମଲ । କଳାହାଣ୍ଡିର ଦ୍ୱାର କୁହାଯାଉଥିବା କେସିଙ୍ଗା ଅମାଠ ଛକରୁ କେସିଙ୍ଗା ନଗର ଦେଇ କଳାହାଣ୍ଡି ଜିଲ୍ଲାରେ ପାଦ ଦେଇଛନ୍ତି ସଭାପତି । ସଭାପତି ଆସିବେ ବୋଲି ଚାରିଦିନ ଆଗରୁ…

ରାଜ୍ୟପାଳ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ

ଭୁବନେଶ୍ୱର, : ସୋମବାର ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସ୍ୱାସ୍ଥବସ୍ଥା ପଚାରି ବୁଝିଥିଲେ । ସାକ୍ଷାତ ସମୟରେ ଦୁଇ ନେତା ପ୍ରାୟ ୧୫- ୨୦ ମିନିଟ୍ ପର୍ଯ୍ୟନ୍ତ…

ଟାଟା ପାୱାରର ନୂତନ ଅଭିଯାନ

ଭୁବନେଶ୍ୱର, : ଟାଟା ପାୱାରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ନୂତନ ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏପରିକି ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଡିସ୍‌କମ୍‌ଗୁଡ଼ିକ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍‌), ଟିପି ସଦର୍ନ ଓଡ଼ିଶା…

ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର, : ଲୋକସେବା ଭବନରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ୍‌ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋମବାର ଭେଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀଙ୍କ ସହିତ ଓଡିଶାରେ ସମବାୟ କ୍ଷେତ୍ରର ଅଭିବୃଦ୍ଧି ବିଷୟରେ ଆଲୋଚନା କରିଛନ୍ତି ।…

୪ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର, : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଓଡ଼ିଶା ଇଲୋକ୍ଟ୍ରୋନିକ୍ସ କମ୍ପୋନେଟ୍‌ ମ୍ୟାନୁଫାକଚରିଂ ନୀତି-୨୦୨୫ ସମେତ ମୋଟ ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ…