Browsing Category

Lokal news

‘ଓଡ଼ିଆ ଆଦିବାସୀ ଝିଅମାନଙ୍କୁ ଦିଆଯିବ ସ୍ୱତନ୍ତ୍ର ପାଇଲଟ୍ ଟ୍ରେନିଂ’

ଭୁବନେଶ୍ୱର,: ଭୁବନେଶ୍ୱରରେ ସୋମବାର ବେସାମରିକ ବିମାନ ଚଳାଚଳ ଉପରେ ପୂର୍ବାଞ୍ଚଳ ପରିବହନ ମନ୍ତ୍ରୀମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡ଼ୁ କିଞ୍ଜରପୁଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ…

ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ବଡବିଲ ଶାଖା ତରଫରୁ ବିଶାଳ ରକ୍ତଦାନ ଶିବିର ଆୟୋଜନ

ବଡବିଲ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରପାଲିକା ଠାରେ ଆଜି ବିଶ୍ୱ ଭ୍ରାତୃତ୍ୱ ଦିବସ ଅବସରରେ ବ୍ରହ୍ମାକୁମାରୀ ସଂଗଠନର ପୂର୍ବତନ ମୁଖ୍ୟ ପ୍ରଶାସିକା ଦାଦି ପ୍ରକାଶମଣି ଜୀ ଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳନ ଅବସର ରେ ବଡବିଲରେ ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର…

ଆଇଆଇଏମଟିରେ ଜାତୀୟ ମହାକାଶ ଦିବସ

ଭୁବନେଶ୍ୱର, ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପ୍ରଦାନ କରିବାର ଏକ ଲକ୍ଷ୍ୟ ସହିତ ୨୦୦୭ ମସିହାରେ ପ୍ରତିଷ୍ଠିତ ଭୁବନେଶ୍ୱରର ଇଣ୍ଟରସାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ଟେକ୍ନୋଲୋଜି ଆଇଆଇଏମଟିରେ ଜାତୀୟ ମହାକାଶ ଦିବସ ୨୦୨୫ ପାଳନ କରିଛି । ଏହି ଅବସରରେ ଏଆଇ ଏବଂ ସମକାଳୀନ…

ପ୍ରଥମ ତିନି ମାସରେ ୧.୨୨ କୋଟି ଟଙ୍କା ଲାଭ କରିଛି ଓମଫେଡ୍‌

ଭୁବନେଶ୍ୱର,: ଲାଭ ମୁହାଁ ଓମଫେଡ୍ । ଗତ ବର୍ଷ ୧୦୨୮ କୋଟି ଟଙ୍କାର କାରବାର କରି ପୂର୍ବର ସମସ୍ତ ରେର୍କଡକୁ ଭାଙ୍ଗିଥିବା ଓମଫେଡ୍ ଚଳିତ ବର୍ଷର ପ୍ରଥମ ତିନି ମାସ ଅର୍ଥାତ୍ ଏପ୍ରିଲ ୧ରୁ ଜୁନ୍ ୩୦ ତାରିଖ ମଧ୍ୟରେ ୧.୨୨ କୋଟି ଟଙ୍କାର କ୍ୟାସ୍ ପ୍ରଫିଟ୍ କରିଛି । ଏପ୍ରିଲ ୧ ତାରିଖରୁ ଚାଷୀଙ୍କୁ…

କାଞ୍ଜିପାଣି ଘାଟିରେ ମାଟି ଅତଡା ଧସି ଯାତାୟତ ବ୍ୟାହତ

କେନ୍ଦୁଝର,: କେନ୍ଦୁଝର ଜିଲ୍ଲାରେ ଗତ ୩ଦିନ ହେବ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ପାଶ୍ୱର୍ ପାହାଡରୁ ମାଟି ଓ ପଥର ଅତଡା ଖସି ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶନିବାର ରାତି ପ୍ରାୟ ୧୨ଟାରେ ଜାତୀୟ ରାଜପଥ ୪୯ର କାଞ୍ଜିପାଣି ଘାଟିରେ ପାହାଡରୁ ମାଟି ଅତଡା ଧସିବା…

ସମନ୍ୱିତ ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ କଲା ଡିଆରଡିଓ

ଭୁବନେଶ୍ୱର, : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ସମନ୍ୱିତ ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀ (ଆଇଏଡିଡବ୍ଲୁଏସ)ର ପ୍ରଥମ ସଫଳ ପରୀକ୍ଷଣ ସମ୍ପନ୍ନ କରିଛି । ୨୩ ଅଗଷ୍ଟ ୨୦୨୫ରେ ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଓଡ଼ିଶା ଉପକୂଳରୁ ଏହି ପରୀକ୍ଷଣ କରାଯାଇଥିଲା ।…

ବ୍ରହ୍ମପୁର ପୋଲିସକୁ ମିଳିଛି ସଫଳତା

ବ୍ରହ୍ମପୁର ପୋଲିସକୁ ମିଳିଛି ସଫଳତା । ଦୀର୍ଘ ଦିନ ଧରି ବ୍ରହ୍ମପୁର ପୋଲିସ ଜିଲ୍ଲାର ଚିକିଟି ଅଞ୍ଚଳରେ ଚୋରି ବୃଦ୍ଦି ପାଇଥିଲା । ଚୋରଙ୍କ ଟାର୍ଗେଟରେ ବିଭିନ୍ନ ଘରୁ ଚୋରି ହେଉଥିଲା ସୁନା ଅଳଙ୍କାର ଓ ଟଙ୍କା । ଏନେଇ କେ. ନୂଆଗାଁ ଓ ଦିଗପହଣ୍ଡି ଥାନାରେ ବିଭିନ୍ନ ଚୋରି ମାମଲା ରୁଜ୍ଜୁ…

ବିଜେପିର ବନ୍ଧୁ ମିଳନ ଉତ୍ସବ : ସ୍ୱତନ୍ତ୍ର ବ୍ଲକ ଗଠନ ଦାବ

ଯାଜପୁର, : ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀର ତିନି ଗୋଟି ଜୋନକୁ ନେଇ ବିଜେପିର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରତିକାନ୍ତ ରାଜବଂଶୀଙ୍କ ତତ୍ୱାବଧାନରେ ରସୁଲପୁର ବ୍ଲକ ସାମନ୍ତରାପୁର ପଂଚାୟତ ଶିଖଚିଲାବାଗ୍‌ ମଠ ପରିସରରେ ଏହି ବନ୍ଧୁ…

କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନାର ସମୀକ୍ଷା

ଭୁବନେଶ୍ୱର, : ପ୍ରଧାନମନ୍ତ୍ରୀ କୃଷି ସିଂଚାୟୀ ଯୋଜନା ୨.୦ର ଜଳବିଭାଜିକା ଅଧୀନରେ ପାଣ୍ଠି ବ୍ୟବହାରରେ ଓଡ଼ିଶା ସର୍ବେତମ ପ୍ରଦର୍ଶନକାରୀ ରାଜ୍ୟ ହୋଇଛି । ଗୁରୁବାର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର, : କେନ୍ଦୁଝର ଜିଲ୍ଲାର ପାଟଣା ଠାରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଆଜି କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଏହି ମେଗା ଷ୍ଟିଲ…