Browsing Category

Lokal news

ସାର ପାଇଁ ସୋସାଇଟିରେ ଚାଷୀଙ୍କ ମହାସଂଗ୍ରାମ

କାକଟପୁର : ସାରା ରାଜ୍ୟ ରେ ସାର ପାଇଁ ଚାଷୀ ଙ୍କ ଭିତରେ ଆରମ୍ଭ ହୋଇଛି ମହାଭାରତ, ବର୍ଷ ତମାମ ନିଜ ଚାଷ କ୍ଷେତ ରେ ପରିଶ୍ରମ କରି ଚାଷୀ ଯେତିକି ଲାଭବାନ ହେବା କଥା ବର୍ଷ ଶେଷ କୁ ଯଦି ପ୍ରାକୃତିକ ଦୁର୍ବିପାକ କି ଲଗାଣ ବର୍ଷା ହୁଏ ତାହେଲେ ସେଠି ଚାଷୀ ଭାଇ ସମ୍ପୂର୍ଣ୍ଣ ଭାଙ୍ଗିପଡେ,କିନ୍ତୁ…

ପେଟ୍ରୋଲ ପମ୍ପରେ ଯୋଗାଣ ବିଭାଗର ଅଚାନକ ଚଢ଼ାଉ

ଭୁବନେଶ୍ୱର : ଜିଲ୍ଲା ଯୋଗାଣ ବିଭାଗର ସ୍କ୍ୱାର୍ଡ ଭୁବନେଶ୍ୱର ନୂଆଗାଁଠାରେ ଥିବା ଲିଙ୍ଗରାଜ ପେଟ୍ରୋଲ ପମ୍ପ ଉପରେ ଆଜି ଚଢ଼ାଉ କରିଛନ୍ତି । ଚଢ଼ାଉ ସମୟରେ ଅଧିକାରୀମାନେ ଡିଜେଲର ମାନରେ କିଛି ତ୍ରୁଟି ପରିଲକ୍ଷିତ ହେବାରୁ ଏହାର ନମୁନା ସଂଗ୍ରହ କରାଯାଇ ଫୋରେନ୍‌ସିକ୍‌ ଲାବୋରେଟୋରୀକୁ ପଠାଇଛନ୍ତି…

ବଢୁଛି ସୁନା ଓ ରୁପା ଦର!

ଭୁବନେଶ୍ୱର, : ବଢୁଛି ସୁନା ଏବଂ ରୁପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,…

ଜିଏସଟି ୨.୦ ଆରମ୍ଭର ପ୍ରଥମ ଦିନରେ ବଜାର ମାଲାମାଲ

ନୂଆଦିଲ୍ଲୀ, : ୨୨ ସେପ୍େଟମ୍ବର ୨୦୨୫ ତାରିଖ ଦେଶର ଦୋକାନୀ, ଗାଡ଼ି ବିକ୍ରେତା ଏବଂ ପ୍ରତ୍ୟେକ ଗ୍ରାହକଙ୍କ ସ୍ମୃତିରେ ତାଜା ହୋଇ ରହିବ । କାରଣ ଜିଏସଟି ୨.୦ ଲାଗୁ ହେବାର ପ୍ରଥମ ଦିନରେ ଗ୍ରାହକଙ୍କ ମଧ୍ୟରେ ବିଭିନ୍ନ ଜିନିଷ କିଣାକିଣି ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସାରା ଦେଶରେ…

ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଓଡ଼ିଶାବାସୀଙ୍କୁ କରିବେ ସମ୍ବୋଧିତ

ଝାରସୁଗୁଡ଼ା/ଭୁବନେଶ୍ୱର, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ସେ ଝାରସୁଗୁଡ଼ାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଝାରସୁଗୁଡ଼ା ଗସ୍ତ ସ୍ଥିର ହେବା ପରେ ଜିଲ୍ଲା ପ୍ରଶାସନ…

ଟ୍ରାଫିକ ଜାମରେ ଫସି ରହିଲା ଆମ୍ବୁଲାନ୍ସ : ଚିକିତ୍ସା ବିଳମ୍ବରୁ ଚାଲିଗଲା ଯୁବକଙ୍କ ଜୀବନ

ପାରାଦୀପ, : ପାରାଦୀପ ବିଶ୍ୱକର୍ମା ପୂଜା ଟ୍ରାଫିକ ପରିଚାଳନାରେ ତ୍ରୁଟି ଓ ରାସ୍ତା ଜାମ୍ ହେବାରୁ ଅଢେଇ ଘଣ୍ଟା ଧରି ଫସି ରହିଲା ଆମ୍ବୁଲାନ୍ସ । ଚିକିତ୍ସାରେ ବିଳମ୍ୱ ହେବାରୁ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ମହେଶ୍ୱର ଦାସଙ୍କ ପୁଅ ରାକେଶ ଦାସ (୨୧ବର୍ଷ) ବୋଲି ଜଣାପଡ଼ିଛି । ସୂଚନା ମୁତାବକ,…

କର୍କଟ ହାରିବ, ଜୀବନ ଜିତିବ କର୍କଟ ଯୋଦ୍ଧାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କଲେ ବାଚସ୍ପତି

ଭୁବନେଶ୍ୱର,: ଗୋଲାପ ଫୁଲକୁ ସ୍ନେହ ଓ ପ୍ରେମର ପ୍ରତୀକ ଭାବେ ଧରାଯାଏ । କ୍ୟାନ୍ସର ପରି ଏକ ମାରାତ୍ମକ ବ୍ୟାଧି ସହ ଲଢ଼ୁଥିବା ରୋଗୀଙ୍କୁ ଗୋଲାପ ଫୁଲଟିଏ ଦେଇ ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ଜୀବନ ପ୍ରତି ନୂତନ ଆଶା ସଞ୍ଚାର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପେଫମ୍ବର ୨୨ ତାରିଖକୁ…

ସମ୍ମାନ ଜନକ ବି ଭୋକାଲ ସିଏସ୍‌ଆର୍ ୨୫ ପୁରସ୍କାରରେ ସମ୍ମାନିତ ହେଲା ଟିପିଏସ୍‌ଓଡିଏଲ

ଭୁବନେଶ୍ୱର, : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍‌ଓଡିଏଲ୍‌) ସମ୍ମାନ ଜନକ ବି ଭୋକାଲ ସିଏସ୍‌ଆର୍ ୨୫ ପୁରସ୍କାରରେ ସମ୍ମାନିତ ହୋଇଛି । ଅର୍ଗାନିକ୍ ଫିଙ୍ଗର୍ ମିଲେଟକୁ ପ୍ରୋତ୍ସାହନ ଯୋଗାଉଥିବାରୁ ଶକ୍ତି ବର୍ଗରେ ଟିପିଏସ୍‌ଓଡିଏଲକୁ ଏହି ପୁରସ୍କାର ମିଳିଛି । ଏହି…

ଧାମରା ପୋର୍ଟ ପକ୍ଷରୁ ଜେଟୀ ସଫେଇ

ଧାମରା, : ଅନ୍ତର୍ଜାତୀୟ କୋଷ୍ଟାଲ କ୍ଲିନଅପ୍‌ ଡେ ପାଳନ ଅବସରରେ ଧାମରା ପୋର୍ଟ ପକ୍ଷରୁ ଉପକୂଳ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ଅବସରରେ ଧାମରା ପୋର୍ଟ କର୍ମଚାରୀମାନେ ସ୍ଥାନୀୟ ଧାମରାଇ ମନ୍ଦିର ପାଶ୍ୱର୍ବର୍ତ୍ତୀ ଜେଟୀ ଅଞ୍ଚଳରେ ସଫେଇ କାର୍ଯ୍ୟ କରିଥିଲେ । ଧାମରା ପୋର୍ଟର ସ୍ଥାନୀୟ…

ଜିଏସ୍‌ଟି ହ୍ରାସ ପରେ କମିଲା ଓମ୍ଫେଡ୍ ଦୁଗ୍ଧଜାତ ଉତ୍ପାଦ ଦର

ଭୁବନେଶ୍ୱର, : ଶାରଦୀୟ ପୂଜା ଅବସରରେ କମିଲା ଓମ୍ଫେଡ୍ ଉତ୍ପାଦ ଦର । ପାର୍ବଣ ଋତୁକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ତା’ର ଅଗଣିତ ଗ୍ରାହକଙ୍କୁ ଏହି ଭେଟି ଦେଇଛି ଓମ୍ଫେଡ୍ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଜିଏସ୍‌ଟି ହ୍ରାସ କରିବା ପରେ ଓମ୍ଫେଡ୍ ତା’ର…