Sign in
Sign in
Recover your password.
A password will be e-mailed to you.
Browsing Category
Lokal news
ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ, ଆଜି ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ, : ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର । ମଙ୍ଗଳବାର ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ । ମୁଖ୍ୟ ଦେଉଳ ଭକ୍ତଙ୍କ ପ୍ରବେଶ ବାରଣ । ଶୋଧ ହେବ ନାଟମଣ୍ଡପ ଓ ଜଗମୋହନ । ରତ୍ନ ସ୍ଥାନାନ୍ତର ପରେ କଟକଣା ହଟିବ । ସେବାୟତମାନଙ୍କ ପାଇଁ କୌଣସି କଟକଣା ନାହିଁ । ରତ୍ନ…
ନବରାତ୍ରି ପାଇଁ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ: ଶୈଳିପୁତ୍ରି ବେଶରେ ଦର୍ଶନଦେଲେ ଦୁଇଭଉଣୀ
ପୁରୁଷୋତ୍ତମପୁର,: ନବରାତ୍ରି ପୂଜା ଲାଗି ଗଞ୍ଜାମ ଜିଲାର ପ୍ରଶିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଚଦେବୀ ମା’ ତାରାତାରିଣୀ ପୀଠରେ ସୋମବାର ଚଳଚଞ୍ଚଳ ହୋଇଉଠିଛି । ଏହି ଅବସରରେ ତାରାତାରିଣୀ ଦୁଇଭଉଣି ଶୈଳିପୁତ୍ରି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଗତ ୧୩ ତାରିଖରୁ ଷୋଡ଼ଶ ଉପଚାର ପୂଜା କରାଯାଇ…
ଯୁବବର୍ଗଙ୍କ ଶକ୍ତିକୁ ଦେଶ ଗଠନରେ ସମ୍ପୂର୍ଣ୍ଣ ଉପଯୋଗ କରିବା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିବସ ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଦେଶର ୭୫ଟି ପ୍ରମୁଖ ସହରରେ ନିଶାମୁକ୍ତ ଭାରତ ପାଇଁ ମାରାଥନ ଆୟୋଜକରାଯାଇଛି । \"ନମୋ ଯୁବ ରନ୍’ ନାମରେ ଅନୁଷ୍ଠିତ ଏହି ଗଣଦୌଡ଼ରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ…
ସୌନ୍ଦର୍ଯ୍ୟ ହରାଉଛି ସହର ମାତ୍ର କିଛି ବର୍ଷ ଭିତରେ ସେଗୁଡ଼ିକ ଭାଙ୍ଗିରୁଜି ଗଲାଣି ନଷ୍ଟ ହେଲାଣି କଳାକୃତି
ବ୍ରହ୍ମପୁର ବ୍ରହ୍ମପୁର ସହରକୁ ସବୁଜ ସୁନ୍ଦର ଏବଂ ଆକର୍ଷଣୀୟ କରିବାକୁ ଅନେକ ସ୍ଥାନରେ ସୌନ୍ଦର୍ଯ୍ୟକରଣ କଳାକୃତି ସ୍ଥାପନ କରାଯାଇଥିଲା । ହେଲେ ମାତ୍ର କିଛି ବର୍ଷ ଭିତରେ ସେଗୁଡ଼ିକ ଭାଙ୍ଗିରୁଜି ଗଲାଣି ଏବଂ ଅଧୂଙ୍କଶ ରକ୍ଷଣାବେକ୍ଷଣ ଅଭାବରୁ କଳାକୃତି ଗୁଡ଼ିକ ନଷ୍ଟ ଅବସ୍ଥାରେ ରହିଛି ।…
ବଶିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ର ଦ୍ୱିତୀୟ ଶୁଭାରମ୍ଭ
ବ୍ରହ୍ମପୁର, : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ୫ଟି ଜିଲ୍ଲା ର ୭୭୫ ତୀର୍ଥଯାତ୍ରୀ ଓ ୨୫ଜଣ ଏକ୍ସକର୍ଟ ଆଯ୍ୟୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି l ଏହି ଦ୍ୱିତୀୟ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ…
ନାସିକ ରେ ଆଦିବାସୀ ଶ୍ରମିକ ଙ୍କୁ ଶ୍ରମ ଠିକାଦାର ଙ୍କ ମରଣାନ୍ତକ ମାଡ଼ ଭିଟାମାଟି ଫେରି କୋହ ଭରା କଣ୍ଠ ରେ ବଖାଣିଲେ…
ଖଲ୍ଲିକୋଟ ଦାଦନ ପ୍ରବଣ ଖଲ୍ଲିକୋଟ ଅଞ୍ଚଳ ରେ ଦାଦନ ଦୁଃଖ ର ଅନ୍ତ ଘଟିବାର ନା ଧରୁନି |ଗତ ଦସ ବର୍ଷ ଭିତରେ ୨୨ ରୁ ଊର୍ଧ୍ଵ ଦାଦନ ଶ୍ରମିକ ରାଜ୍ୟ ବାହାରେ ମୃତୁ ବରଣ କରିଥିବା ର ନଜିର ରହିଛି | ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଦିବାସୀ ଅଧୁଷିତ ବାଦପଲ୍ଲୀ ପଂଚାୟତ ର ଲାଖପଡ଼ା ଗ୍ରାମର ଏଭଳି ଏକ…
କୃଷି ଯନ୍ତ୍ରପାତି ନିର୍ମାତାମାନଙ୍କର ବୈଠକ
ଭୁବନେଶ୍ୱର, : ରାଜ୍ୟରେ କୃଷି ପଦ୍ଧତିକୁ ଉନ୍ନତ କରିବା, ଉତ୍ପାଦକତା ବୃଦ୍ଧି କରିବା ଏବଂ ଚାଷୀଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାର କୃଷି ଯାନ୍ତ୍ରୀକିକରଣକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୪-୨୫ ମସିହାରେ ଓଡ଼ିଶାରେ କୃଷି ବିଦ୍ୟୁତ୍ ଉପଲବ୍ଧତା ପ୍ରତି…
ଚୁକ୍ତି କରି କାରଖାନା କଲେନି
ଭୁବନେଶ୍ୱର,: ଖଣିଜ ସମ୍ପଦରେ ଭରପୁର ଥିବାରୁ ଇସ୍ପାତ ଜଗତର ନିବେଶକ ମାନଙ୍କର ଓଡ଼ିଶା ପ୍ରତି ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛି । ସେହି ଆକର୍ଷଣ ବିଶ୍ୱର ଅନେକ ଖ୍ୟାତନାମା କମ୍ପାନିକୁ ଓଡ଼ିଶା ଟାଣି ଆଣିଥିଲା । ସେମାନେ ସ୍ୱପ୍ନର ପ୍ରକଳ୍ପ ବସାଇବା ଲାଗି ରାଜ୍ୟ ସରକାରଙ୍କ ସହ ଚୁକ୍ତି ବି କରିଥିଲେ…
୨୧ରେ କଳିଙ୍ଗ ଷ୍ଟାଡିୟମରେ ହେବ ବିଶାଳ ଗଣ ଦୌଡ଼ ; ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିବସ ଅବସରରେ ଆସନ୍ତା ୨୧ ତାରିଖ ସକାଳ ୭ଟା ସମୟରେ ଦେଶର ୭୫ଟି ସହରରେ ୧୦ ଲକ୍ଷ ଯୁବକଙ୍କୁ ନେଇ ଗଣଦୌଡର ଆୟୋଜନ କରାଯାଇଛି । ଏହି ଗଣଦୌଡର ବାର୍ତ୍ତା ହେଉଛି ‘ନିଶା ମୁକ୍ତ ଭାରତ’ । ଏହି କ୍ରମରେ ଭୁବନେଶ୍ୱର କଳିଙ୍ଗ…
ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହେଲା ଶିମିଳିପାଳର ବିରଳ କଳାବାଘ
ଭୁବନେଶ୍ୱର,: ବନ୍ୟପ୍ରାଣୀ ସମ୍ପର୍କିତ ଚମତ୍କାର କଥାବସ୍ତୁ ଓ ଚିତାକର୍ଷକ ଚିତ୍ର ପାଇଁ ସାରା ବିଶ୍ୱରେ ବିଶେଷ ଆଦୃତ ଲାଭ କରିଥିବା ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି ଶିମିଳିପାଳର ବିରଳ କଳାବାଘ । \"ଞଷର ଞସଶରକ୍ସଗ୍ଦ ଡଷକ୍ଟ…