Browsing Category

Lokal news

ମହାନଦୀରେ ବନ୍ୟା ଆସିଲେ ବୌଦ୍ଧ ସହରବାସୀଙ୍କୁ ଚିନ୍ତା ବଢାଏ

ବୌଦ୍ଧ, 14/7: ବୌଦ୍ଧଗଡଜାତ ସହର ମହାନଦୀ କୂଳରେ ଅବସ୍ଥିତ । ବୌଦ୍ଧ ସହରର ଗୋଟିଏ ପାଶ୍ୱର୍ରେ ମହାନଦୀ ବୋହି ଯାଇଥିବା ବେଳେ ଅନ୍ୟପଟେ ରାମଜାଙ୍ଗି ଯୋର ବୋହିଯାଇଛି । ସେହିପରି ସହର ମଧ୍ୟ ଦେଇ ଗୌରୀମୁଣ୍ଡା (ବଡପୁଲିଆ) ନାଳ ବୋହିଯାଇଛି । ବର୍ଷା ଦିନ ଆସିଲେ ସହରବାସୀଙ୍କୁ ନଦୀ, ନାଳ, ଯୋର…

ଭୋପାଳ ବିଧାନସଭାରେ କମିଟି ବ୍ୟବସ୍ଥା ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଲେ ବାଚସ୍ପତି

ଭୁବନେଶ୍ୱର, ୧୪ା୭: ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଦୁଇଦିନିଆ ଭୋପାଳ ଗସ୍ତରେ ଯାଇ ସେଠାରେ ‘ବିଧାନସଭାରେ କମିଟି ବ୍ୟବସ୍ଥାର କାର୍ଯ୍ୟକାରିତା ଓ ଏହାକୁ କିପରି ଅଧିକ ପ୍ରଭାବୀ କରାଯାଇପାରିବ’ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି । ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି…

ଭୁବନେଶ୍ୱର ଏମ୍ସର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର, ୧୪ା୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଭୁବନେଶ୍ୱର ଏମ୍ସର ପଞ୍ଚମ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିଛନ୍ତି । ସମାରୋହରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ, ଗତ ୧୨ ବର୍ଷ ମଧ୍ୟରେ ଏମ୍ସ ଭୁବନେଶ୍ୱର ଉଲ୍ଲେଖନୀୟ ପ୍ରଗତି ହାସଲ କରିବା ଖୁସିର ବିଷୟ । ସେ କହିଥିଲେ,…

ଗୋପାଳପୁର ୩ ନଂ ୱାଡ କାଉନସିଲରଙ୍କ ମୃତ୍ୟୁ ଦେହ ନିଜ ଦୋକାନରୁ ଉଦ୍ଧାର

ଗୋପାଳପୁର :-* ଗୋପାଳପୁର NAC କାର୍ଯ୍ୟରତ* ୩ନଂ ୱାଡର କାଉନସିଲର ବି. ଗୋପାଳକିଷ୍ଣାଙ୍କ ଆଜି ନିଜ ଦୋକାନରୁ ମୃତ ଦେହ ଉଦ୍ଧାର କରିଛି ପୁଲିସ । ସୂଚନା ମୁତାବକ ମୃତ କାଉନସିଲର B. ଗୋପାଳକିଷ୍ଣାଙ୍କ ଗୋପାଳପୁର ଥାନା ସମୁଖ ପାଠାଗାର ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ରେ ଏକ ଜାଲ ଓ ଦୌଡ଼ି ଦୋକାନ…

ଯୌତୁକ ପାଇଁ ମହିଳାଙ୍କୁ ଜାଳିଦେଲେ ଶାଶୂ ଘର ଲୋକେ: ଗଞ୍ଜାମ ଖଲିକୋଟରେ ଅଭାବନୀୟ ଘଟଣା

ଯୌତୁକ ପାଇଁ ଜାଳିଦେଲେ ଶାଶୂ ଘର ଲୋକେ । ପେଟ୍ରୋଲ ଢାଳି ମହିଳାଙ୍କୁ ତାଙ୍କ ଶାଶୁ ଓ ଦିଅର ଜାଳିଦେଇଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା ଖଲିକୋଟ କହ୍ନେଇପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ବୋହୂ ଆରତୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଖଲିକୋଟ…

ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଶିବ ମନ୍ଦିର ନିକଟରେ ଅଘଟଣ । ତିନି ଛକଠାରେ ମା' ସିଂହାସନୀଙ୍କ ଗେଟ୍ରେ ବିଳମ୍ବିତ ରାତିରେ ପିଟିହେଲା ବାଇକ୍ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବଡ଼ପଂକଳବାଡି ପଞ୍ଚାୟତ ମଙ୍ଗଳପୁର ଗ୍ରାମର ଦୀପକ ନାୟକ, (୨୦…

ହଜିଯାଉଥିବା ପରମ୍ପରା କୁ ବଞ୍ଚାଇ ରଖିବାର ପ୍ରୟାସ କଲେ ଶିବାନନ୍ଦ।

ଗଞ୍ଜାମ/ବୁଗୁଡ଼ା (ସ୍ବ.ପ୍ର): କନ୍ୟା ଘରୁ ବର ଘରକୁ ଗଡିଲା ଶଗଡ଼ ଗାଡି l ସେହି ଶଗଡ ଗାଡିରେ ବସିଛି ବଧୂ ହୋଇ ଯାଉଥିବା ନୂଆଁ କନିଆ l ବର ଗୃହରେ ପହଞ୍ଚିଲା ନୂତନ ବଧୂ। ବର୍ତମାନ ସମାଜରେ ଯୁବପିଢ଼ି ଦାମିକା ଗାଡି ଏବଂ ବ୍ୟୟ ବହୁଳ ବିବାହ କାର୍ଯ୍ୟକ୍ରମ ପାଇଁ ଆଗ୍ରହୀ ଥିବାବେଳେ ନିଜ…

ବିଧାୟକଙ୍କୁ ଶୌଚାଳୟ ନିର୍ମାଣ ପାଇଁ ଆଇନଜୀବୀଙ୍କ ଅନୁରୋଧ

ସୋରଡ଼ା ଗଞ୍ଜାମ ଜିଲ୍ଲା ସୋରଡ଼ା ସହରର ବ୍ଲକ ଲାଇନରେ ବ୍ଲକ କାର୍ଯ୍ୟାଳୟ, ତହସିଲ, କୋର୍ଟ, କୃଷି, ଶିଶୁ ବିକାଶ, ମିଶନ ଶକ୍ତି, ଜନସ୍ୱାସ୍ଥ୍ୟ ବିଭାଗ ସମେତ ବ୍ୟାଙ୍କ, ପୋଷ୍ଟ ଅଫିସକୁ ପ୍ରତିଦିନ ସହ ସହ ଜନତା ୨୬ ଟି ପଞ୍ଚାୟତର ଗ୍ରାମମାନଙ୍କରୁ ବିଭିନ୍ନ କାମ ପାଇଁ ଆସନ୍ତି । ସ୍ଥାନୀୟ ଆହାର…

ହୂତୁ ହୁତୁ ହୋଇ ଯଳିଗଲା ପରିବା ଦୋକାନ, ଝିପ୍ ଝିପି ବର୍ଷା ରେ କିଭଳି ଜଳିପୋଡ଼ି ପାଉଁସ ହେଲା ଦୋକାନ କାରଣ ଅସ୍ପଷ୍ଟ

ପାରାଦ୍ଵୀପ:-ପାରାଦୀପର ବଡପଡିଆରେ ଥିବା ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ। ୬ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ରବିବାର ବିଳମ୍ବିତ ରାତି ସାଢେ ୩ଟାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଖବର ପାଇ ପାରାଦୀପ ବନ୍ଦର ଓ କୁଜଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ…

ଘଟଣାକୁ ସରକାର ଗୁରୁତର ସହ ନେଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : ବାଲେଶ୍ୱର ଏଫ୍‌ଏମ୍‌ ସ୍ୱୟଂଶାସିତ କଲେଜର ଛାତ୍ରୀ ଆତ୍ମହୁତି ଉଦ୍ୟମ ଘଟଣାରେ ଏବେ ରାଜନୀତି ତେଜିଛି । ଏନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ବିରୋଧୀ ଦଳ ବିଜେଡି ନାରୀ ସୁରକ୍ଷା ଦାବି କରି ଶାସକଦଳ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛି । ବିଜେଡି ମୁଖ୍ୟମନ୍ତ୍ରୀଙ୍କ…