Sign in
Sign in
Recover your password.
A password will be e-mailed to you.
Browsing Category
Lokal news
ଅଯୋଗ୍ୟଙ୍କୁ ଆବାସ, ଯୋଗ୍ୟ ଗରୀବ ହିତାଧିକାରୀଙ୍କୁ ଅଣଦେଖା
ବେଲଗୁଣ୍ଠା, : ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ କରିବା ଗରୀବର ସବୁଠାରୁ ବଡ଼ ସ୍ୱପ୍ନ କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୁଅନ୍ତି ଦିନ ମଜୁରିଆ, ଖଟିଖିଆ । ଏମାନଙ୍କୁ ମିଳୁନି ପକ୍କାଘର ଖଣ୍ଡିଏ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅନ୍ତର୍ଗତ…
ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା: ଭଞ୍ଜନଗର ବିଧାୟକଙ୍କୁ ମନ୍ତ୍ରୀ କରିବା ନେଇ କଳ୍ପନା ଜଳ୍ପନା ଜୋର ଧରିଛି
ଜଗନ୍ନାଥ ପ୍ରସାଦ, : ରାଜ୍ୟ ମନ୍ତ୍ରିମଣ୍ଡଳରେ ବର୍ତ୍ତମାନର ୬ଟି ମନ୍ତ୍ରୀ ପଦବୀ ଖାଲିପଡ଼ିଛି। ଏଥିସହ ବିଭିନ୍ନ ନିଗମ ଗୁଡ଼ିକରେ ମଧ୍ୟ ଅଧକ୍ଷ ପଦବୀ ଖାଲିପଡ଼ିଛି। ନବ ନିର୍ବାଚିତ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବାକୁ ଯାଉଛି ବୋଲି ପୁରୀଠାରେ…
ଜମି ରେ ପାଣି ମଡ଼ାଇବା ହେଲା କାଳ, ବିଦ୍ୟୁତ ସଂସ୍ପର୍ଶରେ ଆଖି ବୁଜିଲେ ଦୁଇ ସମୁଦି
ଧର୍ମଗଡ, : ଚାଷଜମି ରେ ପାଣି ମଡାଉଥିବା ବେଳେ ଅଘଟଣ ଘଟି ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଚାଷୀଙ୍କ ମୃତ୍ୟୁ ହୋଇଛି । ସମ୍ପର୍କରେ ମୃତକ ଦୁଇଜଣ ସମୁଦି ହେବେ, ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ପଞ୍ଚାୟତ ର ବଡ଼ ପୋଡ଼ାଗୁଡା ଗ୍ରାମ…
ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା । ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ
ଛତ୍ରପୁର : ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା । ପୁଷା ମୁଣ୍ଡାଙ୍କ ସରକାରୀ ଗାଡ଼ିରୁ ନଗଦ ୩ ଲକ୍ଷ ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ । ବୁଧବାର ପୂର୍ବହ୍ନ ୧୧ ଘଣ୍ଟା ସମୟରେ ଛତ୍ରପୁର ବ୍ୟାଙ୍କ୍ କଲୋନୀ ଘରରୁ ଅଫିସ ଯାଉଥିବା ସମୟରେ…
ବିଦ୍ୟୁତ୍ ସଂସ୍ପର୍ଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଭିଟାମାଟି କୁ ଫେରୁଛି ଶବ
ଧର୍ମଗଡ : ବିଦ୍ୟୁତ ସଂସ୍ପର୍ଶରେ ଆସି ପେଟ ପାଇଁ ଦାନା ଯୋଗାଡ଼ କରିବା ପାଇଁ ଅନ୍ୟ ରାଜ୍ୟ କୁ ଯାଇଥିବା ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦ ବାହାଦୂର ପାଳି ଠାରେ ଦୁଃଖଦ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ କୁମୁଡ଼ାମୁଣ୍ଡା ଗ୍ରାମର…
ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ପାଣି: ଧୀରେଧୀରେ ବଢିବାରେ ଲାଗିଛି ଜଳସ୍ତର
ଭୁବନେଶ୍ୱର, : ବନ୍ୟାଜଳ ପହଞ୍ଚିବା ପରେ ମହାନଦୀର ଜଳସ୍ତର ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ମୁଣ୍ଡଳିଦେଇ ୮୭ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ମୁଣ୍ଡଳିରେ ପହଞ୍ଚିଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଥିବା…
୨୧୭ ଫେରାର ଅଭିଯୁକ୍ତଙ୍କ ଘରେ ଲଟାକା ଲଗା ପରେ ୧୬ ଜଣ ଆତ୍ମ ସମର୍ପଣ -ଗଞ୍ଜାମ ଏସ ପି
ଗଂଜାମ: ପୁଲିସ ଜିଲ୍ଲା ପକ୍ଷରୁ ବିଭିନ୍ନ ଥାନା ପକ୍ଷରୁ ଫେରାର ଅଭିଯୁକ୍ତ ଘରେ ଆଗରେ ନୋଟିସ ଲଗାଯାଇଥିଲା । ଗଞ୍ଜାମ ପୁଲିସ ଜିଲାର ବିଭିନ୍ନ ଥାନା ପକ୍ଷରୁ ୨୧୭ ଜଣଙ୍କ ଘରେ ଆଗରେ ନୋଟିସ ଲଗାଯାଇଥିଲା । ଏହିମାନେ ଫେରାର ରହୁଥିବାରୁ ବିଭିନ୍ନ କୋର୍ଟରେ ଚାଲିଥିବା ମାମଲାର ଅଗ୍ରଗତିରେ ବିଳମ୍ବ…
କୋରାପୁଟ ମେଡ଼ିକାଲ କଲେଜ ରେ ଭୁଲ ଇଂଜେକସନ ରେ ମୃତ୍ୟୁ ଘଟଣା, ବିଜେଡି ଦଳ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ
ଧର୍ମଗଡ : କୋରାପୁଟ ମେଡ଼ିକାଲ କଲେଜ ରେ ଜଣେ କାର୍ଯ୍ୟରତ ମେଡ଼ିକାଲ କର୍ମଚାରୀ ଙ୍କ ଭୁଲ ଇଂଜେକସନ ଲଗାଇବା ଯୋଗୁଁ ୬ ଜଣ ରୋଗୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣା ରେ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁପାଡ଼ ଗ୍ରାମ ର ଜଣେ ଚିକତ୍ସାଧିନ ରୋଗୀ ଫୁଲମତି ମାଝୀ (୫୦) ଙ୍କ ମଧ୍ୟ ମୃତ୍ୟୁ…
ଆଷାଢ଼ କେନା ମଣ୍ଡେଇ ଯାତ୍ରା ପାଇଁ ଟେମରା ଗ୍ରାମବାସୀ ଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ଶୁକ୍ରବାର ଦିନ ଗ୍ରାମ ର ଆରାଧ୍ୟ ଦେବୀ ମା ବସ୍ତରେନ ମାଉଳି ଙ୍କ ଆଷାଢ଼ କେନା ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହେବ, ଏନେଇ ଆଜି ଟେମରା ଗ୍ରାମବାସୀ ପକ୍ଷରୁ ପୂଜା କମିଟି ର ସଭାପତି…
ନିଳାଦ୍ରୀ ବିଜେ ଶେଷ: ରସଗୋଲାରେ ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ କାଳିଆ ସାଆନ୍ତ
ପୁରୁଷୋତ୍ତମପୁର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଅନୁଷ୍ଟିତ ହୋଇଯାଇଛି। ଶହଶହ ଭକ୍ତଙ୍କ ହରିବୋଲ ହୁଳାହୁଳି ଶବ୍ଦ ସାଙ୍ଗକୁ ବାଣ ବାଜଣାରେ ମନ୍ଦିର ପରିସର ପ୍ରକମ୍ପିତ ହୋଇପଡିଥିଲା। କାଳିଆ ଠାକୁରଙ୍କୁ ରଥରୁ ଓହ୍ଲାଇ ପହଣ୍ଡି କରି…