Sign in
Sign in
Recover your password.
A password will be e-mailed to you.
Browsing Category
Lokal news
ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ ଙ୍କ ଜୟନ୍ତୀ ପାଳନ କଲେ ବିଜେପି କର୍ମକର୍ତ୍ତା
ଧର୍ମଗଡ : ମହାନ ଶିକ୍ଷାବିତ,ପ୍ରଖର ରାଷ୍ଟ୍ରବାଦୀ ଏବଂ ଭାରତୀୟ ଜନସଂଘର ସଂସ୍ଥାପକ ଡ଼ଃ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ କୋକସରା ବ୍ଲକ କୋକସରା ମଣ୍ଡଳ ବିଜେପି ପକ୍ଷରୁ ମଣ୍ଡଳ ସଭାପତି ବସନ୍ତ ନାଗ ଙ୍କ ଅଧ୍ୟକ୍ଷତାରେ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ…
ଭାଲୁ ଆକ୍ରମଣ ରେ ଯୁବକ ଗୁରୁତର,କୋକସରା ଡାକ୍ତରଖାନାରେ ଭର୍ତ୍ତି
ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପୁଝାରି ଗୁଡା ଗ୍ରାମ ର ରଘୁମଣି ପାତ୍ର(୪୬) ଗତକାଲି ରାତିରେ ସାଇକେଲ ରେ ପାଖ ଗାଁ ରୁ ଘର କୁ ଫେରୁଥିବା ବେଳେ ଗାଁ ନିକଟସ୍ଥ ନୂଆପଡା ରାସ୍ତାରେ ଭାଲୁ ହାବୁଡ଼ ର ଶିକାର ହୋଇଛନ୍ତି। ତବେ କୌଣସି ପ୍ରକାରେ ଭାଲୁ ହାବୁଡ଼ ରୁ ନିଜକୁ ରକ୍ଷା କରି ଘର…
ବାଉନ୍ସ ଚେକ ଦେବା ମହଙ୍ଗା ପଡିଲା, ବର୍ଷେ ଜେଲ ସହ ଦେଢ଼ ଲକ୍ଷ ଫେରାଇବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ
ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ କେନ୍ଦୁ ଡ଼ଙ୍ଗରି ଗ୍ରାମ ର ଅନୁପ କୁମାର ଯୋଶୀ ଓ ଜୟପାଟଣା ଥାନା ଅନ୍ତର୍ଗତ ଭଇରିପାଲି ଗ୍ରାମ ର ପ୍ରସନ୍ନ ବାଗ ଦୁହେଁ ବନ୍ଧୁ ଥିଲେ । ତେବେ ଗତ ନଭେମ୍ବର ୨୦୨୩ ପ୍ରସନ୍ନ ବାଗ ନିଜ ଭଉଣୀ ର ବାହାଘର ଅଛି କହି ଅନୁପ ଙ୍କ ଠାରୁ ଧାର…
ଟଙ୍କା ଫେରି ପାଇବେ ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ : ମନମୋହନ ସାମଲ
ଭୁବନେଶ୍ୱର, : ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବାପରେ ଚିଟଫଣ୍ଡ ସଂସ୍ଥାରେ କ୍ଷତିଗ୍ରସ୍ତ ସମସ୍ତ ଯୋଗ୍ୟ ଜମାକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି । ମାତ୍ର ୧ ବର୍ଷ ମଧ୍ୟରେ ୧ ଲକ୍ଷ ୨୬ ହଜାର ୧୩୭ ଜଣ ଯୋଗ୍ୟ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯାଇଛି । ଆସନ୍ତା ୩-୪ ମାସ ମଧ୍ୟରେ ୫…
୭୬ତମ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ଚାରା ରୋପଣ କାର୍ଯ୍ୟକ୍ରମ
ଆଠମଲ୍ଲିକ, : ଆଠମଲ୍ଲିକ ବନବିଭାଗ ଜୁଲାଇ ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ କରୁଥିବା ଅବସରରେ ଶୁକ୍ରବାର ଆଠମଲ୍ଲିକ ବନଖଣ୍ଡ ଅଧିନସ୍ଥ ଖମେଶ୍ୱରପାଲି ଗ୍ରାମ ନିକଟସ୍ଥ ତଲେଇପଥର ସରଂକ୍ଷିତ ଜଙ୍ଗଲ ୧୯ ନମ୍ବର କମ୍ପାର୍ଟମେଣ୍ଟ ଠାରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ…
ମୋବାଇଲ ଚାର୍ଜ ସମୟରେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆଖି ବୁଜିଲେ ନାବାଳକ
ଧର୍ମଗଡ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ପଞ୍ଚାୟତ ଚିଲିଗୁଡା ନୂଆପଡା ଗ୍ରାମର ଚାଷୀ ଡମ୍ବରୁ ଧର ନାଏକ ଙ୍କ ନାବାଳକ ପୁଅ ପ୍ରତାପ ନାଏକ(୧୪) ଆଜି ସକାଳେ ବାପା ମା ଚାଷଜମି କୁ ଗଲାପରେ ମୋବାଇଲ ଚାର୍ଜ କରୁଥିବା ସମୟ ରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛି। ତେବେ ଘରେ…
ମା ପାଇଁ ଗଛ ଟିଏ,ଜବାହର ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳନ
ଧର୍ମଗଡ, : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ମହୁକୁମା ସ୍ଥିତ ଜବାହାର ଉଚ୍ଚ ବିଦ୍ୟାଳୟ ଠାରେ ଶୁକ୍ରବାର ମା ପାଇଁ ଗଛ ଟିଏ, ୭୬ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସଭାପତିତ୍ୱ ରେ ମା ପାଇଁ ଗଛ ଟିଏ ସଚେତନତା ସଭା ରେ…
ଉତ୍କଳ ଛାତ୍ର ସଂଘ ଓ ବୁଗୁଡ଼ା ବନ ବିଭାଗ ମିଳିତ ଭାବରେ ମା’ପାଇଁ ଗଛ ଟିଏ କାର୍ଯ୍ୟକ୍ରମ
ଗଞ୍ଜାମ/ବୁଗୁଡ଼ା : ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ମହାମାୟୀ ଉଚ୍ଚ ବିଦ୍ୟାଳୟ ତାଳସାକର ଠାରେ ଉତ୍କଳ ଛାତ୍ର ସଂଘ ଓ ବନ ବିଭାଗ ବୁଗୁଡ଼ା ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯିବା ସହ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଜୁଲାଇ ୩ ତାରିଖ ଗୁରୁବାର ଦିନ ବୃକ୍ଷ ରୋପଣ…
ବଢ଼ିଚାଲିଛି ବେଆଇନ ମୋରୋମ ଚାଲାଣ,ପ୍ରଶାସନକୁ ଚ୍ୟାଲେଞ୍ଜ ଦେଉଛନ୍ତି ମାଫିଆ
କୁକୁଡ଼ାଖଣ୍ଡି : କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଅଗ୍ନିଶମ କେନ୍ଦ୍ର ପଛପଟେ ବେଆଇନ୍ ଭାବେ ମୋରମ ଚାଲାଣ ହେଉଥିବାର ଖବର ପାଇ ବ୍ରହ୍ମପୁର ସଦର ପୋଲିସ ଚଢ଼ାଉ କରି ୪ଟି ମୋରମ ବୋଝେଇ ଟ୍ରାକଟର ସମେତ ୧ଟି ଜେସିବି ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଗାଡ଼ି ଚାଳକ ସମେତ ମୋଟ ୬ ଜଣକୁ ଗିରଫ…
ରାଜ୍ୟସ୍ତରୀୟ ଦାସକାଠିଆ କଳାକାର ସମାବେଶ ଓ ଆଲୋଚନା ଚକ୍ର ଅନୁଷ୍ଠିତ
ବ୍ରହ୍ମପୁର, : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ"ର ଦୁଇ ଦିନିଆ ବାର୍ଷିକୋତ୍ସବ ପାଳନ ଅବସରରେ ଆଜି ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହାଲ୍ - ଆନ୍ଧ୍ର ଭାଷା ବିବର୍ଦ୍ଧିନି ସମାଜମ୍ ସଭା କକ୍ଷ ଠାରେ ରାଜ୍ୟସ୍ତରୀୟ ଦାସକାଠିଆ ସମାବେଶ ଓ…