Browsing Category

Lokal news

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ, : ନବଦିନ ଯାତ୍ରାରେ ବାହାରିଥିବା ରଥାରୁଢ଼ ଦାରୁ ବିଗ୍ରହମାନେ ରବିବାର ଗୋଟିପହଣ୍ଡିରେ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି । ଦାରୁ ବିଗ୍ରହମାନଙ୍କ ଧାଡ଼ି ପହଣ୍ଡି ଦେଖିବାକୁ ଶରଧାବାଲି ଅଞ୍ଚଳ ହୋଇଥିଲା ଲୋକାରଣ୍ୟ । ସୋମବାର ଠାରୁ ଆଡ଼ପ ମଣ୍ଡପରେ ପୂଜା ପାଇବେ ଚତୁର୍ଦ୍ଧାମୂର୍ତ୍ତି । ଉପଲବ୍ଧ…

କାଦୁଅ ପଚରେ ବଇଣ୍ଡା ଛକ ବେହାଲ l ଘୋର ନିଦ୍ରା ରେ ଶାସକ ଓ ପ୍ରଶାସନିକ ବିଭାଗ

ଆଠମଲ୍ଲିକ,: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋର ନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ଛକ ଠାରେ ଜାତୀୟ ରାଜପଥ ର ଦୁଇ ପାର୍ଶ୍ୱରେ ପ୍ରାୟ ୧ କିଲୋମିଟର ବ୍ୟାପି ରାସ୍ତାର ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ଦେଖିବାକୁ ମିଳିଛି ଯାହା ବର୍ଷାରେ କାଦୁଅ ପଚ ପଚ୍ ହୋଇ ଯାଇଛି। ଯା ଫଳରେ ଉକ୍ତ…

ବିକାଶ ଉଇସଡମ ପାର୍କ ପରିସରରେ ସମ୍ବର୍ଦ୍ଧନା ଉତ୍ସବ।

ଧର୍ମଗଡ : ଭବାନୀପାଟଣା ସ୍ଥିତ ବିକାଶ ଉଇସଡମ ପାର୍କ ପରିସରରେ ଚଳିତ ବର୍ଷର ସିବିଏସଇ, ସିଏଚଏସଇ, ବିବିଏ, ବିସିଏ, ଓ ଡିଗ୍ରୀ ବର୍ଗରେ ଉତ୍କର୍ଷତା ଲାଭକରିଥିବା କୃତି ବିଦ୍ୟାର୍ଥୀଙ୍କୁ ନେଇ ଏକ ସମ୍ବର୍ଦ୍ଧନା ଉତ୍ସବ “ହନର ରୋଲ ୨୦୨୫ “ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଉତ୍ସବରେ ଲକ୍ଷ୍ମୀ ବିକାଶ…

ଶ୍ରୀଗୁଣ୍ଡିଚାରେ ବ୍ରହ୍ମ ତାଳଧ୍ୱଜରେ ଶ୍ରୀବଳଦେବଜୀଉ

କେନ୍ଦ୍ରାପଡ଼ା, : ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ସତେ ଯେମିତି ଫାଟି ପଡୁଥିଲା ତୁଳସୀକ୍ଷେତ୍ରାଧିପତି ବଳଦେବଜୀଊଙ୍କ ରଥଦାଣ୍ଡ । ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହାଳୀ ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଥିଲା ତୁଳସୀକ୍ଷେତ୍ର ରଥଦାଣ୍ଡର ଗଗନ ପବନ । ବ୍ରହ୍ମ ତାଳଧ୍ୱଜ ରଥକୁ ଛୁଇଁବା ପାଇଁ…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ

ଭୁବନେଶ୍ୱର, : ଆଗାମୀ ୭ ଦିନ ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ, ପବନ, କେତେକ ସ୍ଥାନରେ ଭୀଷଣ ବର୍ଷା ଓ କେତେକ ସ୍ଥାନରେ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୨୪ ଘଂଟା ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଅତି ଭୀଷଣ ବର୍ଷା ନେଇ ୬ ଜିଲ୍ଲା…

ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀଶ୍ରୀ ମୋହନ ଚରଣ ମାଝୀ ଆଗାମୀ ଜୁନ୍ ୩୦ ତାରିଖ ସୋମବାର ଦିନ ସକାଳ ୧୦.୩୦ ଘଟିକାରୁ ୟୁନିଟ-୨, ଅଶୋକ ନଗର, ଭୁବନେଶ୍ୱରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏହି…

ଜିନ୍ଦଲନଗରରେ ଭବ୍ୟ ରଥଯାତ୍ରା ପାଳିତ: ସାମିଲ ହେଲେ ହଜାର ହଜାର ଉତ୍ସାହୀ ଶ୍ରଦ୍ଧାଳ

ଅନୁଗୁଳ, : ଦେବଭୂମି ଜିନ୍ଦଲନଗରରେ ପବିତ୍ର ଘୋଷଯାତ୍ରା ଉତ୍ସାହ ଓ ଆବେଗପୂର୍ଣ୍ଣ ବାତାବରଣ ମଧ୍ୟରେ ଆରମ୍ଭ ହୋଇଛି । ଏହି ଘୋଷଯାତ୍ରା ଦେଖିବାକୁ ଆଖପାଖ ଗ୍ରାମାଂଚଳ ଏବଂ ଅନୁଗୁଳରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ତାଳଧ୍ୱଜ, ଦର୍ପଦଳନ ଏବଂ ନନ୍ଧିଘୋଷର ଭବ୍ୟ ସୁସଜ୍ଜିତ ରଥରେ…

କୁନି ରଥ ରେ ଦର୍ଶନ ଦେଲେ ତିନି ଠାକୁର, ରଥାରୂଢ ଠାକୁର ଙ୍କ ରଥ ଟାଣିଲେ କୁନି ଶ୍ରଦ୍ଧାଳୁ

ଧର୍ମଗଡ଼, :  ଆଜି ଜଗତ ର ନାଥ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା,ରଥଯାତ୍ରା ପାଇଁ ଆଜି ଚଳ ଚଞ୍ଚଳ ଶ୍ରୀ ଜଗନ୍ନାଥ କ୍ଷେତ୍ର, ଓଡିଶା ର ସହର ଠୁ ପୁରପଲ୍ଲୀରେ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା କୁ ଶ୍ରଦ୍ଧାଳୁ ମାନେ ବର୍ଷ ସାରା ଚାତକ ପରି ରଥାରୂଢ ତିନି ଠାକୁରଙ୍କ ଦର୍ଶନ ପାଇଁ ଉତ୍କଣ୍ଠା ର…

ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର, : ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତିଭୂମି ସ୍ଥାପନ କରି ଓଡିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ…

ବିଦ୍ୟୁତ ନିରାପତ୍ତା – ନିଃସର୍ତ୍ତମୂଳକ ‘ ବ୍ଲକ୍ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ-୨୦୨୫ ପାଳନ

କେସିଙ୍ଗା : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ପରିସରରେ 'ବିଦ୍ୟୁତ ନିରାପତ୍ତା - ନିଃସର୍ତ୍ତମୂଳକ' ଶୀର୍ଷକ ଉପରେ ବ୍ଲକ୍ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ-୨୦୨୫ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସମୀର କୁମାର ବେହେରାଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି। ସ୍ଥାନୀୟ…