Browsing Category

main stories

କୋକିଂ କୋଇଲା ପାର୍ସଲ ଆମଦାନୀରେ ଧାମରା ପୋର୍ଟର ରେକଡ

ଧାମରା,: କୋକିଂ କୋଇଲା ପାର୍ସଲ ପରିଚାଳନାରେ ଧାମରା ପୋର୍ଟ ରେକର୍ଡ ସୃଷ୍ଟି କରିଛି । ୧,୮୬,୭୮୨ ଏମ୍‌ଟି କୋକିଂ କୋଲ୍ ପାର୍ସଲ ଆମଦାନୀ କରି ଧାମରା ପୋର୍ଟ ଏହି ବିଶାଳ ରେକର୍ଡ଼ କରିଛି । ଭାରତର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀଙ୍କ ମଧ୍ୟରୁ ଅନ୍ୟତମ ଟାଟା ଷ୍ଟିଲ ଲିମିଟେଡ ପକ୍ଷରୁ ଏହି କୋକିଂ…

ସମୁଦ୍ର ମଝିରେ ଓଲଟିଲା ପର୍ଯ୍ୟଟକ ବୋଟ୍‌ ୩୪ ମୃତ, ଏକାଧିକ ନିଖୋଜ

ନୂଆଦିଲ୍ଲୀ, : ସମୁଦ୍ରରେ ଓଲଟିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍ । ଫଳରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । ଭିଏତନାମର କ୍ୱାଙ୍ଗ ନିନ୍‌ହ ପ୍ରଦେଶର ‘ହା ଲଙ୍ଗ ବେ\'ରେ ଏହି ଅଘଟଣ ଘଟିଛି । ସୂଚନା ମୁତାବକ, ବୋଟରେ ୪୮ଜଣ ପର୍ଯ୍ୟଟକ ଓ ୫ଜଣ କ୍ରିଉ ମେମ୍ବର ଥିଲେ ।…

ଦିଲ୍ଲୀରେ ଏମ୍ସ ବଳଙ୍ଗା ପୀଡ଼ିତା: ସ୍ୱତନ୍ତ୍ର ଡାକ୍ତରୀ ଟିମ୍ କରୁଛନ୍ତି ଚିକିତ୍ସା

ନୂଆଦିଲ୍ଲୀ/ଭୁବନେଶ୍ୱର, : ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତା ଏମ୍ସ ଦିଲ୍ଲୀରେ ଭର୍ତ୍ତି ନେଇ ସୂଚନା ଜାରି ହୋଇଛି । ବଳଙ୍ଗା ପୀଡ଼ିତାଙ୍କୁ ଆଜି ଅପରାହ୍ନ ୪ଟା ୨୦ରେ ଏମ୍ସ ଦିଲ୍ଲୀରେ ଭର୍ତ୍ତି କରାଯାଇଛି । ତାଙ୍କର ୭୫% ଶରୀର ପୋଡ଼ିଯାଇଥିବା ସୂଚନା ରହିଛି । ତେଣୁ ପୀଡ଼ିତାଙ୍କର ଅବସ୍ଥା ଗୁରୁତର…

ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩-୨୬ ଜୁଲାଇ ମଧ୍ୟରେ ବ୍ରିଟେନ ଏବଂ ମାଳଦ୍ୱୀପ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ୨୩ ଜୁଲାଇରେ ୟୁକେ ପହଞ୍ଚିବେ ଏବଂ ଲଣ୍ଡନରେ ଅନେକ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ୨୪ ଜୁଲାଇରେ ୟୁକେ…

ପ୍ରଶାସନର ବେଆଇନ ଜବରଦଖଲ ଉଚ୍ଛେଦ

କୋଟପାଡ଼, 20/7: କୋଟପାଡ଼ ଏନଏସିରେ ତୃତୀୟ ଥର ପାଇଁ ବେଆଇନ ଜମି ଜବରଦଖଲ ଉପରେ ବୁଲିଲା ବୁଲଡୋଜର । ପ୍ରଶାସନର ଏହି ପଦକ୍ଷେପକୁ ଅଞ୍ଚଳବାସିଙ୍କ ଦ୍ୱାରା ପ୍ରଶଂସା କରାଯାଇଥିବା ଦେଖାଯାଇଛି । କିନ୍ତୁ କିଛି ଅଞ୍ଚଳବାସୀ ଏହାକୁ ନାପସନ୍ଦ କରିଥିବା ଦେଖାଦେଇଛି । ସେମାନଙ୍କ କହିବା ମୁତାବକ…

ଆଜିଠୁ ମୌସୁମୀ ଅଧିବେଶନ: ସଂସଦରେ “ଅପରେସନ ସିନ୍ଦୂର’ ସଂପର୍କରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ

ନୂଆଦିଲ୍ଲୀ, ୨୦ା୭ (ହି.ସ): ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ସଂସଦର ଏହି ଅଧିବେଶନରେ ସରକାର ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ସହିତ "ଅପରେସନ ସିନ୍ଦୂର' ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ରବିବାର କହିଛନ୍ତି । ସେ…

ଭାଜପା ରେ ମିଶିଲେ ମହିମା ଗ୍ରାପ ସରପଞ୍ଚ ଓ ଅଵସର ପ୍ରାପ୍ତ ପିଇଓ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ହଲ ଠାରେ ଭାଜପା ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ସଭାପତିତ୍ୱ ରେ ଅତିଥୀ ଭାବେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ…

ବୋଲବମ ଗାଡି ଓ ବାଇକ ମଧ୍ୟରେ ଦୁର୍ଘଟଣା, ବାଇକ ଚାଳକ ସମେତ ୪ ଗୁରୁତର

କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ ଦର୍ଲିପଡା ଛକ ନିକଟରେ ବୋର୍ଡ ଥାନା ଅନ୍ତର୍ଗତ ପଲନା ଗ୍ରାମ ରୁ ଗୁପ୍ତେଶ୍ଵର ବୋଲବମ ଯାଉଥିବା ଏକ ପିକଅପ ଗାଡି ଓ ରାସ୍ତା ପାର ହେଉଥିବା ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ ଚାଳକ ସମେତ ବୋଲବମ ଯାଉଥିବା ୨…

ଅନ୍ତୋଦୟ ଆବାସ ପାଇଁ ବନ୍ଧା ପଡିଲା ରାସନ ଓ ଭତ୍ତା କାର୍ଡ,ମିଳି ପାରୁନି ଦ୍ଵିତୀୟ କିସ୍ତି ,ବିଡ଼ିଓ କହିଲେ ଶୀଘ୍ର…

ଧର୍ମଗଡ : ବାବୁ ମାଟି ଘର ଥିଲା ଭଲରେ ଚଲୁଥିଲୁ ପାଞ୍ଚ ପ୍ରାଣୀ କୁଟୁମ୍ବ ନ ଥିଲା ଋଣ ଭାର ନା ବନ୍ଧକ କରିବାକୁ ପଡୁଥିଲା ଭତ୍ତା ଓ ରାସନ କାର୍ଡ । ବ୍ଲକ ପ୍ରଶାସନ ଅନ୍ତୋଦୟ ଯୋଜନା ରେ ମୋତେ ଘର ଟିଏ ଦେଇଥିବାରୁ ଆମେ ଖୁସି ହୋଇଥିଲୁ ।ଝାଟିମାଟି ଘର ବଦଳ ରେ ଛାତ ଘରେ ରହିବାକୁ ମନରେ ବେଶ…

ବିବାହିତା ମହିଳା ସନ୍ଦେହ ଜନକ ମୃତ୍ୟୁ ଅଭିଯୋଗ ଆଣିଲେ ବାପ ଘର ଲୋକେ।ପୋଲିସ ର ତଦନ୍ତ ଜାରି

ଧର୍ମଗଡ ; କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ ପୋଡ଼ାଗୁଡା ଗ୍ରାମ ର ରିକିରାମ ପ୍ରଧାନୀ ଙ୍କ ପତ୍ନୀ ଉର୍ମିଳା ପ୍ରଧାନୀ(୨୫) ଙ୍କୁ ଆଜି ପରିବାର ଲୋକେ ଗୁରୁତର ଅବସ୍ଥାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ।…