Browsing Category

main stories

ଭୟଙ୍କର ରୋଗ ସହ ଲଢୁଛନ୍ତି ସଲମାନ

ମୁମ୍ବାଇ, : ସଲମାନ ଖାନ ବଲିଉଡର ସବୁଠାରୁ ବଡ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ । ସିନେମା ଜଗତକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି ଏହି ଅଭିନେତା । ସଲମାନଙ୍କୁ ଏବେ ୫୯ ବର୍ଷ ବୟସ । ବୟସାଧିକ ସତ୍ତ୍ୱେ ଫିଲ୍ମରେ ବହୁତ ସକ୍ରିୟ ଅଛନ୍ତି ସେ । ହେଲେ ଏବେ ସଲମାନଙ୍କୁ ନେଇ ବଡ଼ ଖୁଲାସା ହୋଇଛି । ସେ…

ଝାଡାବାନ୍ତି ପାଇଁ ସତର୍କ ସୂଚନା ଦେଲେ ସ୍ୱାସ୍ଥ୍ୟ ଅଧିକାରୀ

ପାରାଦୀପ, : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଡାଇରିଆ ବ୍ୟାପିବାକୁ ନେଇ ଜନସାଧାରଣ ଭୟଭୀତ ହୋଇପଡିଥିବା ବେଳେ ପାରାଦୀପ ଝାଡାବାନ୍ତି ବ୍ୟାପିବାରେ ଲାଗିଛି । ଯାହାଜୁ ନେଉ ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ପାରାଦୀପ ର ବିଭିନ୍ନ ଫୁଟପାଥ ଖାଦ୍ୟ ସାମଗ୍ରୀ ଷ୍ଟଲ ଏବଂ ବିଭିନ୍ନ ହୋଟେଲରେ ଚଢ଼ାଉ କରାଯିବା…

ସରକାରୀ ଚାକିରି ଆବେଦନ ବୟସ ୪୨କୁ ବୃଦ୍ଧି ପରେ ପ୍ରଥମ ବିଜ୍ଞପ୍ତ

ଭୁବନେଶ୍ୱର, : ରାଜ୍ୟ ସରକାର ସରକାରୀ ଚାକିରି ପାଇଁ ଆବେଦନର ବୟସ ସୀମାକୁ ୪୨ ବର୍ଷ ବୟସକୁ ବୃଦ୍ଧି କରିଛନ୍ତି । ସର୍ବୋଚ୍ଚ ବୟସ ସୀମା ୪୨ ବର୍ଷ ଥାଇ ମଧ୍ୟ ନିଯୁକ୍ତି ପାଇଁ ପ୍ରଥମ ବିଜ୍ଞପ୍ତି ଓଡ଼ିଶା ଲୋକସେବା ଅୟୋଗ (ଓପିଏସସି) ପ୍ରକାଶ କରିଛି । ରାଜ୍ୟରେ ଦୀର୍ଘ ଦିନ ହେବ ଖାଲି ପଡ଼ିଥିବା…

ରଥଯାତ୍ରା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ୩୬୫ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ

ଭୁବନେଶ୍ୱର, : ପୁରୀରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହୋତ୍ସବକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ତୀର୍ଥଯାତ୍ରୀ ଏବଂ ପରିଦର୍ଶକମାନଙ୍କ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି । ରଥଯାତ୍ରା ୨୦୨୫ ସମୟରେ ନିୟମିତ…

ପହଲଗାମ ଆକ୍ରମଣ: ୨ ଗିରଫ, ମିଳିଲା ୩ ଆତଙ୍କବାଦୀଙ୍କ ପରିଚୟ

ଜମ୍ମୁ ଓ କଶ୍ମୀର, : ଜମ୍ମୁ ଓ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ଦୁଇ ମାସ ପୂରିଥିବା ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି, ଯେଉଁମାନେ ଆକ୍ରମଣକାରୀଙ୍କ ପାଇଁ ଆଶ୍ରୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଇଥିବା ନେଇ ଅଭିଯୋଗ…

ଭାରତୀୟଙ୍କ ଘରେ ୨୫ ହଜାର ଟନ୍ ସୁନା: ପାକିସ୍ତାନ ଅର୍ଥନୀତି ତୁଳନାରେ ୬ ଗୁଣା ଅଧିକ

ନୂଆଦିଲ୍ଲୀ, : ଭାରତୀୟମାନେ ସୁନା ପ୍ରିୟ । ଦେଶର ମନ୍ଦିର ସମେତ ପରିବାର ଗୁଡ଼ିକରେ ପ୍ରାୟ ୨୫ ହଜାର ଟନ୍ ସୁନା ଗଚ୍ଛିତ ରହିଛି । ଏହି ସୁନାର ବର୍ତ୍ତମାନ ମୂଲ୍ୟ ପ୍ରାୟ ୨.୪ ଲକ୍ଷ କୋଟି ଡଲାର ବୋଲି ୱାର୍ଲଡ ଗୋଲଡ୍ କାଉନସିଲ୍‌ ପକ୍ଷରୁ କୁହାଯାଇଛି । ୨୦୨୫- ୨୬ରେ ଭାରତର ନାମମାତ୍ର ଜିଡିପିର…

ଇରାନର ୩ଟି ପରମାଣୁ କେନ୍ଦ୍ର ଉପରେ ଆମେରିକାର ବୋମାମାଡ

ନୂଆଦିଲ୍ଲୀ, : ଇସ୍ରାଏଲ ଓ ଇରାନ ଯୁଦ୍ଧରେ ସାମିଲ ହୋଇଛି ଆମେରିକା । ରବିବାର ଇରାନର ୩ଟି ପରମାଣୁ କେନ୍ଦ୍ର ଉପରେ ବୋମାମାଡ଼ କରିଛି ଆମେରିକା । ଫୋର୍ଦୋ, ନତାଞ୍ଜ ଓ ଇସଫହାନ ପରମାଣୁ କେନ୍ଦ୍ରରେ ଆମେରିକାର ଏହି ଆକ୍ରମଣ ପରେ ଇରାନ ଓ ଇସ୍ରାଏଲ ପରସ୍ପର ଉପରକୁ ମିସାଇଲ ମାଡ଼ କରିଛନ୍ତି । ଇରାନର…

ମହାପ୍ରଭୁ ସୁସ୍ଥ, ଗଜପତିଙ୍କୁ ଦିଆଗଲା ଖବର

ପୁରୀ, : ଦଶମୂଳ ସେବନ ପରେ ଅଣସରରେ ଥିବା ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ସୁସ୍ଥ ହୋଇଥିବା ଖବର ରବିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ପ୍ରଦାନ କରାଯାଇଯାଇଛି । ଅଣସରର ଦ୍ୱାଦଶୀ ତିଥିରେ ସମ୍ପନ୍ନ ହୋଇଛି ଶ୍ରୀଜିଉମାନଙ୍କର ରାଜପ୍ରାସାଦ…

ସମାଜର ମୁଖ୍ୟଧାରାରେ ଯୋଗଦେବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ,: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ରବିବାର ରାୟପୁରରେ ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ଡିଜିପି, ଏଡିଜିପି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ନକ୍ସଲବାଦ ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା…

ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି ମା’ ତାରାତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା

ପୁରୁଷୋତ୍ତମପୁର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରୋଗ୍ୟ କାମନା କରି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ବିଜେଡ଼ି ପକ୍ଷରୁ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ନିକଟରେ ସାମୁହିକ ଦୀପଦାନ । ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ…