Browsing Category

main stories

ପ୍ରଥମଥର ୧,୦୯ ଲକ୍ଷ ଟଙ୍କା ଛୁଇଁଲା ରୂପା ଦର

ମୁମ୍ବାଇ,: ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଗଉଢ)ରେ ରୂପାର ମୂଲ୍ୟ ପ୍ରଥମ ଥର ପାଇଁ କିଲୋଗ୍ରାମ ପିଛା “୧,୦୯ ଲକ୍ଷ ଅତିକ୍ରମ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଜୁଲାଇ ଫ୍ୟୁଚର କଣ୍ଟ୍ରାକ୍ଟ ମୂଲ୍ୟ “୧,୦୯,୦୦୦ ଏବଂ ଅଗଷ୍ଟ ଓ ସେପ୍ଟେମ୍ବର କଣ୍ଟ୍ରାକ୍ଟ ଯଥାକ୍ରମେ “୧,୦୯,୨୫୦ ଓ “୧,୧୦,୪୨୦…

ଜିଲ୍ଲାରୁ ଜିଲ୍ଲାକୁ ମାଡ଼ିଚାଲିଛି ଡାଇରିଆ: ସବୁ ଜିଲ୍ଲାକୁ ଆଲର୍ଟ, ମହାମାରୀ ନୁହେଁ: ସରକାର

ଭୁବନେଶ୍ୱର, : ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କେନ୍ଦ୍ରୀୟ ଟିମ୍ ସ୍ଥିତିର ଅନୁଧ୍ୟାନ ପାଇଁ ଓଡ଼ିଶାରେ ଥିବାବେଳେ ଏବେ ରାଜ୍ୟ ସରକାର ନିଜର ସ୍ୱତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ…

୩ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା: ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, : ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ସକାଳେ ଦକ୍ଷିଣପଶ୍ଚିମ ବାଂଲାଦେଶ ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବା ସହ…

କାନାଡ଼ାରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, : ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଇପ୍ରସ୍ ପରେ ମଙ୍ଗଳବାର କାନାଡ଼ାରେ ପହଞ୍ଚିଛନ୍ତି । ଦୁଇଦିନିଆ ୫୧ତମ ଜି-୭ ଶିଖର ସମ୍ମିଳନୀରେ ସାମିଲ ହେବାକୁ କାନାଡ଼ାରେ ପହଞ୍ଚିଛନ୍ତି ମୋଦି । କାଲଗେରୀ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କୋକସରା ମଣ୍ଡଳ ସ୍ତରୀୟ ବିକଶିତ ଭାରତ, ବିକଶିତ ଓଡିଶା ସଂକଳ୍ପ ସଭା କାର୍ଯ୍ୟକ୍ରମ।

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭାରତୀୟ ଜନତା ଦଳ ପକ୍ଷରୁ କୋକସରା ମଣ୍ଡଳ ସ୍ତରୀୟ ବିକଶିତ ଓଡିଶା ସଂକଳ୍ପ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗମ୍ଭାରୀଗୁଡା ଧାନ ମଣ୍ଡି ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ ଙ୍କ ସଭାପତିତ୍ୱ ରେ ମୁଖ୍ୟ…

ଗଣଦୁଷ୍କର୍ମ ଘଟଣା ବ୍ରହ୍ମପୁର ଏସପିଙ୍କୁ ମଧ୍ୟ ଏକ ଦାବି ପତ୍ର ପ୍ରଦାନ କରିଛି ଜିଲ୍ଲା ବିଜେଡ଼ି

ବ୍ରହ୍ମପୁର ଗୋପାଳପୁର ସମୁଦ୍ର ବେଳାଭୂମିରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ତୀବ୍ର ନିନ୍ଦା କରିଛି ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ ଆଜି ବିଜେଡ଼ିର ଏକ ପ୍ରତିନିଧି ଦଳ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏସପିଙ୍କୁ…

ବିଜେପି ପକ୍ଷରୁ ମଣ୍ଡଳ ସ୍ଥରୀୟ କର୍ମୀ ସମ୍ମିଳନୀ

ପୁରୁଷୋତ୍ତମପୁର ବିଜେପି ସରକାରକେନ୍ଦ୍ରର ୧୧ବର୍ଷ ଓ ରାଜ୍ୟର ସରକାର କୁ ପୁରିଲା ଏକ ବର୍ଷ l ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲବ୍ଧି କୁ ଲୋକ ଙ୍କ ନିକଟରେ ପହଞ୍ଚାଇବା ପାଇଁ ଦଳ ପକ୍ଷରୁ ମଣ୍ଡଳ ସ୍ତରୀୟ କର୍ମୀ ସମ୍ମିଳନି ଆୟୋଜନ କରାଯାଇ ଦଳୀୟ ସଂଗଠନକୁ ମଜବୁତ କରିବା ଲାଗି ପ୍ରୟାସ ଜାରି…

ଗୁଲମୀ ଜଳପ୍ରପାତରେ ବୁଡ଼ିଗଲେ ୨ ନାବାଳକ

କୋଟପାଡ, : ଜୀବନ ନେଲା ସୋସିଆଲ୍ ମିଡିଆରେ ରିଲ୍ସ ନିଶା । ରବିବାର କୋଟପାଡ଼ ଥାନା ଚାନ୍ଦିଲି ନିକଟ ଗୁଲମୀ ଜଳପ୍ରପାତରେ ନିକଟରେ ରିଲ୍ସ କରିବା ବେଳେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମାର ମିର୍ଗାନ ସାହିର ଦୁଇ ନାବାଳକ ଭାସି ଯାଇଥିବା ସୂଚନା ମିଳିଛି । ଦୁଇ ନାବାଳକ କିରନ…

ପୁରୁଷବନ୍ଧୁଙ୍କ ଆଗରେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ୧୦ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ପର୍ଯ୍ୟଟନସ୍ଥଳରେ ରବିବାର ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ପୁରୁଷବନ୍ଧୁଙ୍କ ଆଗରେ ଗଣବଳାତ୍କାର କରାଯାଇଥିବା ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏଭଳି ସମ୍ବେଦନଶୀଳ ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇଛି। ବେଳାଭୂମି…

ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ସ୍ବାମୀର ଆତ୍ମହତ୍ୟା

ବ୍ରହ୍ମପୁର - ପାରିବାରିକ କଳହ ର କରୁଣ ପରିଣତି l ସ୍ତ୍ରୀ ଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ସ୍ୱାମୀର ଆତ୍ମହତ୍ୟା l ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କେ . ରାମଚନ୍ଦ୍ରପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା l ପାରିବାରିକ କଳହ କୁ କେନ୍ଦ୍ରକରି କେ . ରାମଚନ୍ଦ୍ରପୁର ର ଏନ୍. ସୁବାଷ…