Browsing Category

main stories

ରାଜ୍ୟ ସରକାରଙ୍କ ଶାସନ ୧ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ।

ଧର୍ମଗଡ଼ : ରାଜ୍ୟରେ ବିଜେପି ସରକାର ୧ ବର୍ଷ ଆଜି ପୂରଣ ହୋଇଥିବା ବେଳେ ଏହି ସ୍ମରଣୀୟ ଦିନ କୁ ପାଳନ ପାଇଁ ପ୍ରତି ବ୍ଲକ ସ୍ତରରେ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ୧ ବର୍ଷ ର ଉପଲବ୍ଧି ଲୋକାଭିମୁଖୀ ଯୋଜନା ବିକାଶତ ଗାଁ ବିକାଶିତ ଓଡିଶା’ ‘ସୁଭଦ୍ରା ଯୋଜନା’, ‘ଅନ୍ତୋଦୟ ଗୃହ ଯୋଜନା’,…

ଶ୍ରୀଜିଉଙ୍କ ହାତୀବେଶ ଦର୍ଶନ କଲେ ଲକ୍ଷ ଲକ୍ଷ ଭକ୍ତ

ପୁରୀ,: ସ୍ନାନ ବେଦୀରେ ବୁଧବାର ଶ୍ରୀଜିଉମାନଙ୍କର ଦୁର୍ଲ୍ଲଭ ହାତୀବେଶ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ଲାଗି ଲୋକାରଣ୍ୟ ହୋଇଥିଲା ସମଗ୍ର ବଡ଼ଦାଣ୍ଡ । ସକାଳୁ ସକାଳୁ ପ୍ରଚଣ୍ଡ ରୌଦ୍ରତାପ ଓ ଅସହ୍ୟ ଗୁଳୁ ଗୁଳିକୁ ଭ୍ରୁକ୍ଷେପ ନକରି ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଆଜି…

ସଡକ ଦୁର୍ଘଟଣାରେ ନବନିବାହିତ ଦମ୍ପତି ସମେତ ୫ ଜଣଙ୍କ ମୃତ୍ୟୁ

ଜୟପୁର, : ରାଜସ୍ଥାନର ଜୟପୁର ଗ୍ରାମାଞ୍ଚଳର ରାୟସର ଥାନା ଅଞ୍ଚଳରେ ଆଜି ସକାଳେ ହୋଇଥିବା ସଡକ ଦୁର୍ଘଟଣାରେ ନବବିବାହିତ ଦମ୍ପତିଙ୍କ ସମେତ ପାଞ୍ଚଜଣଙ୍କ ମୃତ୍ୟ ଘଟିଛି । ଦୁର୍ଘଟଣାରେ ଅନ୍ୟ ଛଅଜଣ ବାରାତି ଗୁରୁତର ଭାବରେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଦୌସା -ମନୋହରପୁର ଜାତୀୟ ରାଜପଥ (ଏନଏଚ…

ଅନୁଗୁଳରେ ପ୍ରାକୃତିକ କୃଷି ଓ ମିଲେଟ୍ ଚାଷର ପ୍ରୋତ୍ସାହନ ପାଇଁ ‘ଜିନ୍ଦଲ କୃଷି ସେବା\’ ଆରମ୍ଭ

ହେଡ ପ୍ରଶାନ୍ତ କୁମାର ହୋତାଙ୍କ ସହ ୩ ଶହରୁ ଅଧକ ଚାଷୀ, ସରକାରୀ ଅଧିକାରୀ ଏବଂ କୃଷି ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ଶାଲୁ ଜିନ୍ଦଲ କହିଥିଲେ, ଜିନ୍ଦଲ କୃଷି ସେବା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାକୃତିକ କୃଷି ପଦ୍ଧତିକୁ ଆପଣାଇବା ପାଇଁ କୃଷକଙ୍କୁ ତାଲିମ…

ଏସବିଆଇ ରିପୋର୍ଟ: ଦାରିଦ୍ର‌୍ୟ ହାର ୪.୬%କୁ କମିବ

ନୂଆଦିଲ୍ଲୀ, : ୨୦୨୪ରେ ଭାରତର ଦାରିଦ୍ର‌୍ୟ ହାର ୪.୬ ପ୍ରତିଶତକୁ କମିଯିବୟ ୨୦୨୩ରେ ଭାରତର ଦାରିଦ୍ର‌୍ୟ ହାର ୫.୩ ପ୍ରତିଶତକୁ ହ୍ରାସ ପାଇଥିବା ନେଇ ବିଶ୍ୱବ୍ୟାଙ୍କ ପକ୍ଷରୁ ନିକଟରେ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଏହି ନୂଆ ଆକଳନ କରାଯାଇଛି । ଷ୍ଟେଟ…

ସରକାରୀ ଡାକ୍ତରଖାନା ଚାରିପାଖରେ ନୂଆ ନୂଆ ନସିଂହୋମ୍ କେଉଁମାନେ ଏଠାରେ ରୋଗୀ ଦେଖୁଛନ୍ତି

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ଔଷଧରୁ ଆରମ୍ଭକରି ବିଭିନ୍ନ ପରୀକ୍ଷାନିରୀକ୍ଷା ମାଗଣାରେ ଯୋଗାଇ ଦିଆଯାଉଛି | ହେଲେ ବ୍ରହ୍ମପୁର ସହରରେ ଥିବା ଏମ୍‌ସ୍କେସିଜି ବଡ଼ଡାକ୍ତରଖାନା ଚାରିପାଖରେ ମାଳ ମାଳ ଘରୋଇ ନସିଂହୋମ୍ ଓ କ୍ଲିନିକ୍ ସଂଖ୍ୟା ବଢ଼ିବାରେ…

ସୁରକ୍ଷିତ ନୁହେଁ ସ୍ଥାନୀୟ ପାଉଁରୁଟି, ରହୁନି ପ୍ରସ୍ତୁତି ଓ ଏକ୍ସପାଏରୀ ତାରିଖ

ବ୍ରହ୍ମପୁର : ଗଞ୍ଜାମ ପାଉଁରୁଟି... ହାଲୁକା ଖାଦ୍ୟ ଭାବେ ଏହା ବେଶ ଜଣାଶୁଣା । ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇଥାନ୍ତି। ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକୀୟ ଶ୍ୱେତସାର ଓ ଅନ୍ୟାନ୍ୟ ଉପାଦାନ ଏଥିରୁ ମିଳିଥାଏ । ହେଲେ ଏହି ପାଉଁରୁଟି ବର୍ତ୍ତମାନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ହେବ କିଆ ଫୁଲ ଚାଷ ଉପରେ ଗବେଷଣା, ଅର୍ଥ ମଞ୍ଜୁର କଲେ ରାଜ୍ୟ ସରକାର

ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ କିଆ ଫୁଲ ଚାଷ ଉପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗବେଷଣା ହେବ । ଏ ନେଇ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ସୁଗନ୍ଧ କିଆ ଫୁଲ ଚାଷ ଓ ଏଥିରୁ ଅତର ସମେତ ଆନୁସଙ୍ଗିକ ସାମଗ୍ରୀ ଉତ୍ପାଦିତ ହେଉଥିବା ବେଳେ ଜିଲ୍ଲାରେ ଥିବା…

ଗାଁ କୁ ନାହିଁ ପକ୍କା ରାସ୍ତା , ଖଟିଆ ରେ ବୁହା ହେଲେ ଗର୍ଭବତୀ ମହିଳା

ଧର୍ମଗଡ଼, ଗାଁ କୁ ଭଲ ରାସ୍ତା ଖଣ୍ଡେ ନ ଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ । ଯାହା ଫଳରେ ଜଣେ ଗର୍ଭବତୀ ମହିଳା ଙ୍କୁ ଖଟିଆ ରେ ବୋହି ୨ କିଲୋମିଟର୍ ଦୂରରେ ଛିଡ଼ା ହୋଇଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇ ଛାଡ଼ିଲେ ପରିବାର ଲୋକେ । ଏଭଳି ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା…

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବୁଗୁଡା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସ୍ଥାନୀୟ ବାଲିପିଣ୍ଡି ହରିଜନ ସାହିର ଜନୈକ ଯୁବକକୁ ଗିରଫ କରି ପୋକ୍ସୋ କୋର୍ଟକୁ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଯୁବକ ଜଣକ ହେଲେ ହେଲେ ଅଜୟ କୁମାର ବେହେରା(୨୭) ଓରଫ୍ ଅଜୁ ।ଏ ନେଇ କେସ୍…