Browsing Category

ଦେଶ- ବିଦେଶ

“ସହକାର ଏବଂ ରୋଜଗାର ଉତ୍ସବ’କୁ ସମ୍ବୋଧିତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ଜୟପୁର, ୧୭ା୭ : କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଗୁରୁବାର ରାଜସ୍ଥାନର ଜୟପୁରଠାରେ ଅନ୍ତର୍ଜାତୀୟ ସମବାୟ ବର୍ଷ-୨୦୨୫ ଅବସରରେ ‘ସହକାର ଏବଂ ରୋଜଗାର ଉତ୍ସବ'କୁ ମୁଖ୍ୟଅତିଥି ଭାବେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା,…

ସରକାରଙ୍କ ବଡ଼ ଘୋଷଣା, ୨୦୦ରୁ ଅଧିକ ହେବନି ସିନେମା ଟିକେଟ!

ବେଙ୍ଗାଲୁରୁ, : ଯୁବପୀଢିଙ୍କ ମଧ୍ୟରେ ସିନେମାକୁ ନେଇ ସବୁବେଳେ ଉତ୍ସାହ ରହିଆସିଛି । ଟଙ୍କା ୧୦୦ ହେଉ କି ୫୦୦, ସିନେମା ଦେଖିବାର ଉତ୍ସାହ ଆଗରେ ଟଙ୍କା କିଛି ଗୁରୁତ୍ୱବହନ କରିନଥାଏ । ହେଲେ କିଛି ଏଭଳି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଅଧିକ ଟିକେଟ୍ ଦାମ୍ ପାଇଁ ବଡ଼ ବଡ଼ ସିନେମା ହଲକୁ ଯିବାରୁ…

ପିତା-ମାତା ହେଲେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିୟାରା ଆଡଭାନୀ

ମୁମ୍ବାଇ, : ବାପା ହୋଇଛନ୍ତି ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା । ପତ୍ନୀ ତଥା ଅଭିନେତ୍ରୀ କିୟାରା ଆଡଭାନୀଙ୍କ ଗର୍ଭରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି । ଏହାକୁ ନେଇ ପରିବାରରେ ଖୁସିର ଲହରି ଖେଳି ଯାଇଥିବା ବେଳେ ପ୍ରଶଂସକମାନେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଚଳିତ ବର୍ଷ…

‘ମୁଁ ଜାଣିଛି ଅନେକ କ୍ଷେତ୍ରରେ ମୋ ସହଧର୍ମିଣୀଙ୍କୁ ଆଘାତ ଦେଇଛି’

ନୂଆଦିଲ୍ଲୀ, : ଅଭିନେତା ଅନୁପମ ଖେର ଏବଂ କିରଣ ଖେରଙ୍କ ପ୍ରେମ କାହାଣୀ କୌଣସି ସିନେମା କାହାଣୀଠାରୁ କମ୍ ନୁହେଁ । ଅନୁପମ ଖେର ଏବଂ କିରଣ ଉଭୟଙ୍କ ପାଇଁ ଏହା ଦ୍ୱିତୀୟ ବିବାହ ଥିଲା । ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ଅନୁପମ ଖେର କିରଣଙ୍କ ସହିତ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି…

ଗୋଲ୍ଡମ୍ୟାନ ସ୍ୟାଚ୍ ଆକଳନ : ୧୦ ବର୍ଷରେ ଭାରତର ଜିଡିପି ହେବ ୧୦ ଲକ୍ଷ କୋଟି ଡଲାର

ନୂଆଦିଲ୍ଲୀ, : ବିଶ୍ୱର ବଜାରର ଅନିଶ୍ଚିତତା ସ୍ଥିତିରେ ଭାରତ ଅଭିବୃଦ୍ଧି ଜାରି ରଖିବ । ଆର୍ଥିକ ସଂସ୍କାର ସହ ଅନ୍ୟ ସୁଚିନ୍ତିତ ପଦକ୍ଷେପ ଯୋଗୁ ଦେଶ ଆଗାମୀ ୧ ଦଶନ୍ଧିରେ ୧୦ ଲକ୍ଷ କୋଟି ଡଲାର ଅର୍ଥ ବ୍ୟବସ୍ଥା ପାଲଟିବ ବୋଲି ଗୋଲ୍ଡ ମ୍ୟାନ ସ୍ୟାଚ୍ ପକ୍ଷରୁ ଅନୁମାନ କରାଯାଇଛି । ଗୋଲ୍ଡମ୍ୟାନ…

ପରଲୋକରେ ବଲିଉଡ ଅଭିନେତା ଧୀରଜ କୁମାର

ମୁମ୍ବାଇ, : ମନୋରଞ୍ଜନ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ପରଲୋକରେ ବଲିଉଡର ଜଣାଶୁଣା ଅଭିନେତା ତଥା ପ୍ରଯୋଜକ ଧୀରଜ କୁମାର । ୭୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ ଗତ କିଛି ଦିନ ହେବ ‘ଏକ୍ୟୁଟ ନିମୋନିଆ\'ରେ ପୀଡ଼ିତ ଥିଲେ ବୋଲି ଜଣାଯାଇଛି । ସୋମବାର ତାଙ୍କୁ ମୁମ୍ବାଇର ଅନ୍ଧେରୀରେ…

ଐତିହାସିକ ମହାକାଶଯାତ୍ରା ପରେ ପୃଥିବୀକୁ ଫେରିଲେ ଶୁଭାଂଶୁ

ନୂଆଦିଲ୍ଲୀ, ୧୫ା୭ : ପୃଥିବୀ ପୃଷ୍ଠରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି ଭାରତର ଦ୍ୱିତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ସେ ପ୍ରଥମ ଭାରତୀୟ ଭାବେ ଜୁନ ୨୫ରେ ସ୍ପେସଏକ୍ସର ଡ୍ରାଗନ ସ୍ପେସକ୍ରାଫ୍ଟ ଜରିଆରେ ଫ୍ଲୋରିଡାରେ ଥିବା କେନେଡୀ ସ୍ପେସ ସେଣ୍ଟରରୁ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ…

କେନ୍ଦ୍ରୀୟ ବିଦ୍ୟାଳୟ ଦକ୍ଷ ଓ ଭବିଷ୍ୟତଗାମୀ ଛାତ୍ରଛାତ୍ରୀ ତିଆରି କରିବ: ଧର୍ମେନ୍ଦ୍ର ପ୍ରଧାନ

ଖୋର୍ଦ୍ଧା/ଭୁବନେଶ୍ୱର, : କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକ କେବଳ ଛାତ୍ରଛାତ୍ରୀଙ୍କ ଜ୍ଞାନର ବିକାଶ ଉପରେ ଗୁରୁତ୍ୱ ଦେବ ନାହିଁ ବରଂ ଏକବିଂଶ ଶତାବ୍ଦୀର ପ୍ରମୁଖ ଦକ୍ଷତା ସହିତ ଭବିଷ୍ୟତର ସର୍ବୋତ୍ତମ ବ୍ୟକ୍ତି ସୃଷ୍ଟି କରିବା ଦିଗରେ ସହାୟକ ହେବ ବୋଲି ସୋମବାର ଖୋର୍ଦ୍ଧା ସ୍ଥିତ ଆଇଟିବିପି…

ମଧ୍ୟପ୍ରାଚ୍ୟ ଉତ୍ତେଜନା କମିଲେ ସୁନା ଶସ୍ତା ହେବ

ନୂଆଦିଲ୍ଲୀ, : ସୁନାର ବର୍ଦ୍ଧିତ ଦରକୁ ନେଇ ଚିନ୍ତିତ ଥିବା ଗ୍ରାହକମାନଙ୍କ ଲାଗି ଏକ ଆଶ୍ୱସନାଭରା ଖବର । ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ପ୍ରଶମିତ ହେଲେ ସୁନା ଦରରେ ହ୍ରାସ ଘଟିବ ବୋଲି ବିଶ୍ୱ ସୁନା ପରିଷଦ ପୂର୍ବାନୁମାନ କରିଛି । ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣା…

ଭୁପୃଷ୍ଠକୁ ଫେରୁଛନ୍ତି ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ, : ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରୁ ସ୍ପେସଏକ୍ସର ଡ୍ରାଗନ ସ୍ପେଶକ୍ରାଫ୍ଟରେ ଅନଡକିଂ କରି ପୃଥିବୀକୁ ଫେରିବା ପାଇଁ ୨୧ ଘଣ୍ଟିଆ ଯାତ୍ରା ଆରମ୍ଭ କରିଛନ୍ତି । ସୋମବାର ଅପରାହ୍ନ ୪ଟା ୩୫ ମିନିଟ ସମୟରେ (ଭାରତୀୟ…