Browsing Category

ଦେଶ- ବିଦେଶ

ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩-୨୬ ଜୁଲାଇ ମଧ୍ୟରେ ବ୍ରିଟେନ ଏବଂ ମାଳଦ୍ୱୀପ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ୨୩ ଜୁଲାଇରେ ୟୁକେ ପହଞ୍ଚିବେ ଏବଂ ଲଣ୍ଡନରେ ଅନେକ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ୨୪ ଜୁଲାଇରେ ୟୁକେ…

ଆଜିଠୁ ମୌସୁମୀ ଅଧିବେଶନ: ସଂସଦରେ “ଅପରେସନ ସିନ୍ଦୂର’ ସଂପର୍କରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ

ନୂଆଦିଲ୍ଲୀ, ୨୦ା୭ (ହି.ସ): ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ସଂସଦର ଏହି ଅଧିବେଶନରେ ସରକାର ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ସହିତ "ଅପରେସନ ସିନ୍ଦୂର' ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ରବିବାର କହିଛନ୍ତି । ସେ…

ପଶ୍ଚିମବଙ୍ଗକୁ ୫ ହଜାର ୪ଶହ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଭେଟିଦେଲେ ପ୍ରଧାନମନ୍ତ୍ରୀ

କୋଲକାତା, ୧୮ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ଦୁର୍ଗାପୁରରେ ୫,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି, ଇସ୍ପାତ ସହର ଭାବରେ…

ବିହାରକୁ ୭୦୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୮ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିହାରର ମୋତିହାରୀରେ ୭୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପବିତ୍ର ଶ୍ରାବଣ ମାସରେ ବାବା ସୋମେଶ୍ୱର ନାଥଙ୍କୁ ପ୍ରଣାମ କରି…

ରାଜସ୍ଥାନ ରୁ ଯୁବତୀ କୁ ଉଦ୍ଧାର ଘଟଣା, ପୋଲିସ ଥାନା ରେ ପରିବାର କୁ ହସ୍ତାନ୍ତର କଲେ କୋକସରା ବ୍ଲକ ଉପାଧ୍ୟକ୍ଷ

ଧର୍ମଗଡ : ସୋସିଆଲ ମିଡିଆ ରେ ବନ୍ଧୁତା ସ୍ଥାପନ ପରେ ରାଜସ୍ଥାନ ର ଜଣେ ଯୁବକ ଙ୍କ ପ୍ରଲୋଭନ ରେ ଆସି ରାଜସ୍ଥାନ କୁ ନିଯୁକ୍ତି ପାଇଁ ଯାଇଥିବା କୋକସରା ଥାନାଞ୍ଚଲ ର ଜଣେ ଶିକ୍ଷିତା ଯୁବତୀ ଙ୍କୁ ସେଠି ପହଞ୍ଚିବା ପରେ ଯୁବକ ନିର୍ଯ୍ୟାତନା ନେଇ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ର ସହଯୋଗ ରେ…

\”ୱାର୍‌-୨\’ର ନୂଆ ପୋଷ୍ଟର୍ ରିଲିଜ୍‌

ମୁମ୍ବାଇ,: ହ୍ରିତିକ ରୋଶନ ଓ ଜୁନିୟର ଏନଟିଆର୍ ଷ୍ଟାରର୍ ବହୁପ୍ରତୀକ୍ଷିତ ଫିଲ୍ମ \"ୱାର୍‌-୨\'ର ନୂଆ ପୋଷ୍ଟର୍ ରିଲିଜ୍ ହୋଇଛି । ଏଥିରେ ହ୍ରିତିକ, କିଆରା ଆଡ଼ଭାନି ଓ ଜୁନିୟର ଏନଟିଆରଙ୍କୁ ଦମ୍‌ଦାର ଆକ୍ସନ୍‌ ମୋଡରେ ଦେଖିବାକୁ ମିଳିଛି । ନିର୍ମାତାଙ୍କ ଦାବି, \"ୱାର୍‌-୨\' ଏ ବର୍ଷର ସବୁଠୁ…

ମୁମ୍ବାଇରେ ଥିବା ନିଜର ଆପାର୍ଟମେଣ୍ଟ ବିକ୍ରି କଲେ ସଲମାନ

ମୁମ୍ବାଇ, : ବଲିଉଡ ଅଭିନେତା ସଲମାନ ଖାନ ମୁମ୍ବାଇରେ ତାଙ୍କର ଏକ ସମ୍ପତ୍ତି ବିକ୍ରି କରିଛନ୍ତି । ସଲମାନଙ୍କ ଏହି ସମ୍ପତ୍ତି ମୁମ୍ବାଇର ବାନ୍ଦ୍ରା ୱେଷ୍ଟରେ ଥିଲା । ସଲମାନଙ୍କ ଏହି ଆପାର୍ଟମେଣ୍ଟର ବିକ୍ରୟ ଏହି ମାସରେ ପଞ୍ଜିକୃତ ହୋଇଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ ମୁମ୍ବାଇର ବାନ୍ଦ୍ରା…

ମୁହଁ ଲୁଚାଇ କାନ୍ଦିଲେ ଶୁବମନ ଗିଲ

ଲର୍ଡସ, : ଏଜବାଷ୍ଟନ ଟେଷ୍ଟ ମ୍ୟାଚରେ ଇତିହାସ ସୃଷ୍ଟି କରିବା ପରେ ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ ବହୁତ ଖୁସି ଦେଖାଯାଉଥିଲେ । ସମାନ ଉତ୍ସାହ ସହିତ ସେ ପୁଣିଥରେ ଇଂଲଣ୍ଡକୁ ପରାସ୍ତ କରିବା ଉଦ୍ଦେଶ୍ୟରେ ଲର୍ଡସ ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ । ତାଙ୍କ ଦଳ ଏଥିରେ ପ୍ରାୟ ସଫଳ ହୋଇଥିଲା,…

ବୁମ୍ରାଙ୍କ ଖେଳିବା ନେଇ ଭାରତ ଦ୍ୱନ୍ଦ୍ୱରେ

ନୂଆଦିଲ୍ଲୀ, : ଓଲ୍ଡ ଟ୍ରାଫୋର୍ଡରେ ଆଦୌ ଟେଷ୍ଟମ୍ୟାଚ୍ ଖେଳିନାହାନ୍ତି ଯଶପ୍ରୀତ ବୁମ୍ରା । ହେଲେ ଏଥର ଭାରତୀୟ ଦଳ ତାଙ୍କୁ ସବୁଠାରୁ ଅଧିକ ଆବଶ୍ୟକ କରୁଛି । ୧-୨ରେ ପଛୁଆ ରହି ଭାରତୀୟ ଦଳ ୪ର୍ଥ ଟେଷ୍ଟ ଖେଳିବା ପାଇଁ ଲଣ୍ଡନରୁ ମାଞ୍ଚେଷ୍ଟର ବାହାରିଛି । ତେବେ ଭାରତୀୟ ଦଳ ଅଦ୍ୟାବଧି…

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି: ଆସିକା ଏବଂ ଚିକିଟିକୁ ମିଳିଲା ସ୍ୱତନ୍ତ୍ର…

ନୂଆଦିଲ୍ଲୀ, ୧୭ା୭ : ଦେଶର ସ୍ୱଚ୍ଛ ସହରଗୁଡ଼ିକର ତାଲିକା ପ୍ରକାଶ ପାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଦ୍ୱାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିଛନ୍ତି । କେନ୍ଦ୍ର…