Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଭାରତର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ: ପ୍ରକ୍ରିୟା ଆରମ୍ଭ କଲେ ଇସିଆଇ
ନୂଆଦିଲ୍ଲୀ, ୨୩ା୭ : ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୨ ଜୁଲାଇ, ୨୦୨୫ରେ ଏହାର ଗେଜେଟ୍ ବିଜ୍ଞପ୍ତି ଏସ୍ଓ୩୩୫୪ (ଇ)ରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଜାରି କରାଯାଇଛି । ଧାରା ୩୨୪ ଅନୁଯାୟୀ, ଭାରତର ଉପରାଷ୍ଟ୍ରପତି ପଦ ଲାଗି ନିର୍ବାଚନ ପରିଚାଳନା କରିବା ପାଇଁ…
ପରିବର୍ତ୍ତିତ ଘଟଣାକ୍ରମରେ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହ ସମ୍ପର୍କକୁ ସୁଦୃଢ ରଖିପାରିଛି ଭାରତ
ନୂଆଦିଲ୍ଲୀ, ୨୩ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର କୂଟନୀତି ସବୁବେଳେ ରାଷ୍ଟ୍ର ପ୍ରଥମ ନୀତି ଉପରେ ଗୁରୁତ୍ୱ ଦେଇ ଆସିଛି । ଉଭୟ ଅନ୍ତର୍ଜାତୀୟ ମଞ୍ଚ ଏବଂ ଘରୋଇ କ୍ଷେତ୍ରରେ ଭାରତକୁ ଏହାର ସୁଫଳ ମିଳୁଛି । ନିକଟରେ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହ ଭାରତର ସମ୍ପର୍କକୁ…
ଆଜିଠୁ ଚୀନ୍ ପାଇଁ ଭାରତ ଆରମ୍ଭ କରିବ ପର୍ଯ୍ୟଟନ ଭିସା
ନୂଆଦିଲ୍ଲୀ, ୨୩ା୭: ଦୀର୍ଘ ୫ ବର୍ଷର ବ୍ୟାନ ପରେ ଭାରତ ସରକାର ଚାଇନା ନାଗରିକଙ୍କ ପାଇଁ ଦେଶର ଦ୍ୱାରକୁ ଖୋଲିଛନ୍ତି । ଗୁରୁବାର ଠାରୁ ଚାଇନା ନାଗରିକ ଭାରତ ଆସିବାକୁ ପର୍ଯ୍ୟଟନ ଭିସା ପାଇପାରିବେ । ୨୦୨୦ ଗଲୱାନି ଘାଟି ସଂଘର୍ଷ ପରେ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଥିଲା…
ଉର୍ଫି ଜାଭେଦଙ୍କ ଫୁଲିଗଲା ମୁହ
ମୁମ୍ବାଇ, : ସୋସିଆଲ ମିଡିଆ ଷ୍ଟାର ଉର୍ଫି ଜାଭେଦ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି, କିନ୍ତୁ ଏଥର ତାଙ୍କର ବୋଲ୍ଡ ଫ୍ୟାଶନ ପାଇଁ ନୁହେଁ । ୯ ବର୍ଷ ପୂର୍ବେ କରାଯାଇଥିବା ଲିପ୍ ଫିଲର ହଟାଇବା ପରେ ତାଙ୍କର ଫୁଲା ମୁହଁର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓ ଦେଖି ଅନେକ…
୩୦ରେ ଲଞ୍ଚ୍ ହେବ ପୃଥିବୀ ରକ୍ଷକ \”ନିସାର\’
ନୂଆଦିଲ୍ଲୀ, : ଆସନ୍ତା ୩୦ ତାରିଖରେ ଲଞ୍ଚ ହେବ ମାନବ ଇତିହାସର ସବୁଠୁ ଶକ୍ତିଶାଳୀ ସାଟେଲାଇଟ୍ ‘ନିସାର’ । ୩୦ ତାରିଖ ସନ୍ଧ୍ୟା ୫.୪୦ରେ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଏହାର ଉତ୍କ୍ଷେପଣ ହେବ । ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ଓ ଆମେରିକୀୟ ମହାକାଶ ଏଜେନ୍ସି ନାସା ମିଳିତ…
ରାଷ୍ଟ୍ରପତିଙ୍କୁ ଭେଟିଲେ ହରିବଂଶ ନାରାୟଣ
ନୂଆଦିଲ୍ଲୀ,: ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଜଗଦୀପ ଧନଖରଙ୍କ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କ ସହ ଉପାଧ୍ୟକ୍ଷଙ୍କ ସାକ୍ଷାତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା…
ଅଭିନେତ୍ରୀ ଶ୍ରୁତି ଚୌହାନଙ୍କୁ ଡେଟ୍ କରୁଛନ୍ତି ଆହାନ
ମୁମ୍ବାଇ, : ମୋହିତ ସୁରିଙ୍କ ନିର୍ଦ୍ଦେଶିତ \"ସାୟାରା\' ବକ୍ସ ଅଫିସରେ ଧମାକା କରୁଛି । ଫିଲ୍ମରେ ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡା ମୁଖ୍ୟ ଭୂମିକାରେ ଅଛନ୍ତି । ସାୟାରାକୁ ନେଇ ସବୁଠି ଆଲୋଚନା ହେଉଛି । ଫିଲ୍ମଟି ସକାରାତ୍ମକ ସମୀକ୍ଷା ପାଇଛି । ଏହି ସମୟରେ, ଆହାନ ପାଣ୍ଡେଙ୍କ ପ୍ରେମ ଜୀବନ…
ଇପିଏଫ୍ଓରେ ଆସିଲା ନୂଆ ନିୟମ, ଆକାଉଣ୍ଟ ଥିଲେ ପରିବାରକୁ ମିଳିବ ୫୦ ହଜାର ଟଙ୍କା
ନୂଆଦିଲ୍ଲୀ, :\ ଇପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଇପିଏଫଓ ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଇପିଏଫ୍ ଆକାଉଣ୍ଟ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ପରିବାରକୁ ୫୦ ହଜାର ଟଙ୍କା ମିଳିବ । ଇପିଏଫଓର ଏମ୍ପେ୍ଲାଇସ୍ ଡିପୋଜିଟ୍ ଲିଙ୍କଡ୍ ଇନ୍ସ୍ୟୁରାନ୍ସ୍ ଯୋଜନାର…
ମୌସୁମୀ ଅଧିବେଶନ ଦେଶ ପାଇଁ ଏକ ଗୌରବର ମୁହୂର୍ତ୍ତ, ଆମ ସାମୂହିକ ସଫଳତାର ଏକ ପ୍ରକୃତ ଉତ୍ସବ: ମୋଦି
ନୂଆଦିଲ୍ଲୀ, ୨୧ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମୌସୁମୀ ଅଧିବେଶନ ୨୦୨୫ ଆରମ୍ଭ ହେବା ପୂର୍ବରୁ ସଂସଦ ପରିସରରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ । ମୌସୁମୀ ଅଧିବେଶନକୁ ସମସ୍ତଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୌସୁମୀ ନବସୃଜନ ଏବଂ ନବୀକରଣର ପ୍ରତୀକ । ସେ ଏହା…
ସମୁଦ୍ର ମଝିରେ ଓଲଟିଲା ପର୍ଯ୍ୟଟକ ବୋଟ୍ ୩୪ ମୃତ, ଏକାଧିକ ନିଖୋଜ
ନୂଆଦିଲ୍ଲୀ, : ସମୁଦ୍ରରେ ଓଲଟିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍ । ଫଳରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । ଭିଏତନାମର କ୍ୱାଙ୍ଗ ନିନ୍ହ ପ୍ରଦେଶର ‘ହା ଲଙ୍ଗ ବେ\'ରେ ଏହି ଅଘଟଣ ଘଟିଛି । ସୂଚନା ମୁତାବକ, ବୋଟରେ ୪୮ଜଣ ପର୍ଯ୍ୟଟକ ଓ ୫ଜଣ କ୍ରିଉ ମେମ୍ବର ଥିଲେ ।…