Browsing Category

ଦେଶ- ବିଦେଶ

ଗ୍ଵାଲିୟର ସଡକ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଗ୍ଵାଲିୟରଠାରେ ଘଟିଥିବା ଦୁର୍ଭାଗ୍ୟଜନକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା…

ଶିକ୍ଷା-ସ୍ୱାସ୍ଥ୍ୟ ସୁଶାସନର ଦୁଇ ସ୍ତମ୍ଭ

ରାଉରକେଲା: ଶିକ୍ଷା ଓ ସ୍ୱାସ୍ଥ୍ୟ ସୁଶାସନର ଦୁଇଟି ଗୁରୁତ୍ୱୂର୍ଣ ସ୍ତମ୍ଭ । ଦୁଇଟି ସ୍ତମ୍ଭ ଆଧାରରେ ସୁଶାସନ ପ୍ରତିଷ୍ଠିତ ହୋଇଥାଏ ବୋଲି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ବହୁ ପ୍ରତୀକ୍ଷିତ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ସୁର ସ୍ପେଶିଆଲିଟି ହସ୍ପିଟାଲ ଲୋକାର୍ପଣ…

ଆଜି ‘ଜଳ ଶକ୍ତି ଅଭିଯାନ : କ୍ୟାଚ୍ ଦ ରେନ୍’ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

-କେନ୍ ବେତୱା ଲିଙ୍କ ପ୍ରକଳ୍ପ ଲାଗି ଐତିହାସିକ ବୁଝାମଣା ପତ୍ର ହେବ ସ୍ୱାକ୍ଷରିତ -ଜଳ ସଂରକ୍ଷଣ ପାଇଁ ‘ଜଳ ଶପଥ’ ଗ୍ରହଣ କରିବେ ଗ୍ରାମସଭା ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଜଳ ଦିବସ ଆଜି ମଧ୍ୟାହ୍ନ ସାଢ଼େ 12ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ‘ଜଳ…

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ଆମେରିକାର ପ୍ରତିରକ୍ଷା ସଚିବ ଲୟେଡ ଜେମ୍ସ ଅଷ୍ଟିନ ତୃତୀୟ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ଆମେରିକାର ପ୍ରତିରକ୍ଷା ସଚିବ ଲୟେଡ ଜେମ୍ସ ଅଷ୍ଟିନ ତୃତୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ସଚିବ ଅଷ୍ଟିନ ରାଷ୍ଟ୍ରପତି ବାଇଡେନଙ୍କ ଶୁଭେଚ୍ଛା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ଗଣତନ୍ତ୍ରର ମୂଲ୍ୟବୋଧ, ବହୁମୁଖୀତା ଏବଂ…

୪.୨ କୋଟିରୁ ଅଧିକ ଡୋଜ୍ ଟିକା ଦେଇ ଭାରତ କୋଭିଡ-୧୯ ଟିକାକରଣରେ ଏକ ରେକର୍ଡ ମାଇଲଖୁଣ୍ଟ ହାସଲ କରିଛି

ନୂଆଦିଲ୍ଲୀ: କୋଭିଡ-୧୯ ମୁକାବିଲାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ମୋଟ ଟିକାକରଣ ୪ କୋଟିକୁ ଅତିକ୍ରମ କରିଯାଇଛି । ଆଜି ସକାଳ ୭ଟା ସୁଦ୍ଧା ମୋଟ ୬,୮୬,୪୬୯ ସେସନରେ ୪,୨୦,୬୩,୩୯୨ ଜଣଙ୍କ ଟିକାକରଣ ହୋଇଛି । ଏହା ମଧ୍ୟରେ ଅଛି, ୭୭,୦୬,୮୩୯ ଏଚସିଡବ୍ଲୁ (ପ୍ରଥମ…

ରତ୍ନଗିରୀ ଜିଲ୍ଲାର ଏକ କାରଖାନାରେ ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସକାଶେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ରତ୍ନଗିରୀ ଜିଲ୍ଲାର ଏକ କାରଖାନାରେ ବିସ୍ଫୋରଣ ଘଟିବା ଯୋଗୁଁ ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ରତ୍ନଗିରୀ ଜିଲ୍ଲାର ଏକ କାରଖାନାରେ ବିସ୍ଫୋରଣ ଘଟିବା…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୪୩,୮୪୬ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୪୩,୮୪୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୯୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୫,୯୯,୧୩୦ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ଏନଆଇଟି ରାଉରକେଲାର ୧୮ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ଯୋଗ ଦେବା ସହିତ ରାଉରକେଲା ଇସ୍ପାତ କାରଖାନା ଠାରେ ଏକ ସୁପର…

ନୂଆଦିଲ୍ଲୀ:ରାଷ୍ଟ୍ରପତି ଏନ୍ଆଇଟି ରାଉରକେଲାର ୧୮ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ଆଜି ଯୋଗ ଦେବେ । ସେହିଦିନ, ସେ ମଧ୍ୟ ରାଉରକେଲା ଇସ୍ପାତ କାରଖାନା ଠାରେ ଏକ ସୁପର ସ୍ପେଶାଲିଟି ହସ୍ପିଟାଲକୁ ଉଦଘାଟନ କରିବେ । ମାର୍ଚ୍ଚ ୨୨, ୨୦୨୧ରେ ନୂଆଦିଲ୍ଲୀ ଫେରିବା ପୂର୍ବରୁ ରାଷ୍ଟ୍ରପତି…

ପୁଣି ଡରାଇଲାଣି କରୋନା

-ଦିନକରେ ୪୦ହଜାର ପାର୍: ୧୮୮ ମୃତ -ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୨୫ହଜାର ଉପରେ ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମଣ ୨୦ ହଜାର ଓ ୩୦ ହଜାର ଭିତରେ ରହୁଥିବା ବେଳେ ଆଜି ଏହା ୪୧ ହଜାର ଛୁଇଁବାକୁ ବସିଛି । ଗତକାଲି ୩୯ ହଜାର…

ଓଡ଼ିଶାରେ ଦେଶର ପ୍ରଥମ ନାଗରିକ : ସ୍ୱାଗତ ଜଣାଇଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

-ଆଜି ରାଉରକେଲା ନିଟ୍ ସମାବର୍ତ୍ତନରେ ଯୋଗଦେବେ -୨୨ରେ ପୁରୀ ଓ କୋଣାର୍କ ପରିଦର୍ଶନ -ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୩୦ ପ୍ଲାଟୁନ୍ ଫୋସର୍୍ ମୁତୟନ ଭୁବନେଶ୍ୱର:ଭାରତର ରାଷ୍ଟ୍ରପତି ଆଜି ସନ୍ଧ୍ୟା ୬ଟାରେ ଏକ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଠାରେ ପହଂଚିଛନ୍ତି । ତାଙ୍କ…