Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବସ୍ତିକୁ ଢ଼ାଙ୍କିବାକୁ ଅପଚେଷ୍ଟା
ରାଉରକେଲା: ମହାମହିମ ରାଷ୍ଟ୍ରପତି ରାଉରକେଲା ଆସିବା ପୂର୍ବରୁ ଆରଏସପିର ସୁପର ସ୍ପେସାଲିଟି ଡାକ୍ତରଖାନା ଓ ମେଡିକାଲ କଲେଜକୁ ନେଇ ବିବାଦ ଥମିବାର ନାଁ ନେଉନଥିବା ବେଳେ ଏହି ଖବର ଏଯାଏ ରାଷ୍ଟ୍ରପତିଙ୍କ କାନକୁ ନଜିବା ଓ ତାଙ୍କୁ ରିପୋର୍ଟ କରୁଥିବା ଇଂଟେଲିଜେନ୍ସିର ନୀରବତାକୁ ନେଇ ଉଠିଛି…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୪୦,୯୫୩ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୪୦,୯୫୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୮୮ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୫,୫୫,୨୮୪ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ନାସା ତିଆରି କଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ୍
ମିସିସିପି: ଆମେରିକାର ମହାକାଶ ଏଜେନ୍ସି ନାସା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ ତିଆରି କରିଛି । ଏହି ରକେଟର ଆନୁମାନିକ ବଜେଟ୍ ୧.୩୫ ଲକ୍ଷ କୋଟି । ସବୁଠାରୁ ପ୍ରଥମେ ଏହି ରକେଟର କୋର ଷ୍ଟେଜ୍ର ଟେଷ୍ଟିଂ କରାଯାଉଛି । ଏଥିପାଇଁ ଆମେରିକୀୟ ମହାକାଶ ଏଜେନ୍ସି ରକେଟର ଚାରିଆଡେ ଆରଏସଏସ ୨୫…
ପଞ୍ଜାବରେ ମାର୍ଚ୍ଚ ୩୧ ଯାଏଁ ସ୍କୁଲ-କଲେଜ ବନ୍ଦ
ଚଣ୍ଡୀଗଡ : ଦେଶରେ କରୋନା ସଂକ୍ରମଣ ମାମଲା ପୁଣି ଥରେ ବୃଦ୍ଧିପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାରରୁ ଉଦ୍ଧ୍ୱର୍ ମାମଲା ସାମ୍ନାକୁ ଆସିଛି । ପଞ୍ଜାବରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣ ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟରେ ମାର୍ଚ୍ଚ…
ଆଜି ଓଡିଶା ଆସିବେ ରାଷ୍ଟ୍ରପତି
-ଆଜି ଓଡିଶା ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର: ଆଜି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଶନିବାର ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ରାଜଭବନରେ ରାତ୍ରି ଯାପନ କରିବେ । ୨୧ ତାରିଖରେ ରାଷ୍ଟ୍ରପତି…
ସାବଧାନ୍! ବିପଦ ଫେରୁଛି
-ଦେଶରେ ୪୦ ହଜାର ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
-ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୫% ବୃଦ୍ଧ
-ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଓ ଦିଲ୍ଲୀରେ ସ୍ଥିତି ବିଗୁଡ଼ିଛି
ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୩୯,୭୨୬ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୩୯,୭୨୬ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୫୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୫,୧୪,୩୩୧ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର, ୧୯ ମାର୍ଚ୍ଚ - ଆସନ୍ତାକାଲି (ଶନିବାର) ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଶନିବାର ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ରାଜଭବନରେ ରାତ୍ରି ଯାପନ କରିବେ । ୨୧ ତାରିଖରେ ରାଷ୍ଟ୍ରପତି…
ହଟିବ ଟୋଲ୍ ଗେଟ
ନୂଆଦିଲ୍ଲୀ: ଆସନ୍ତା ଏକ ବର୍ଷ ମଧ୍ୟରେ ଜାତୀୟ ରାଜପଥରୁ ସବୁ ଟୋଲ୍ ପ୍ଲାଜାକୁ ହଟାଇ ଦିଆଯିବ । ଟୋଲ୍ ପ୍ଲାଜା ସ୍ଥାନରେ ଜିପିଏସ୍ ଟ୍ରାକ୍ଟର ଦ୍ୱାରା ଗାଡିକୁ ଟ୍ରାକ୍ କରାଯିବ । ଯେତିକି ସମୟ ପାଇଁ ଓ ଯେତିକି ବାଟ ହାଇୱେରେ ଯିବେ ସେତିକି ପାଇଁ ଟୋଲ୍ ଦେବେ । ସଂସଦରେ ଏଭଳି ଘୋଷଣା କରିଛନ୍ତି…
କରୋନା ସଂକ୍ରମଣର ନୂଆ ରେକର୍ଡ: ୧୦୦ ଦିନରେ ସର୍ବାଧିକ
-ଦିନକରେ ୩୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ
-ଓଡିଶାରୁ ୮୪ ସଂକ୍ରମିତ
ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣର ତଥ୍ୟ ପୁଣିଥରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି କରିଛି । ଯେଉଁ ହାରରେ ଭାରତରେ କରୋନା ସଂକ୍ରମଣ ବଢିଛି, ତାହା ଗତ ୧୦୦ ଦିନର ରେକର୍ଡ ଭାଙ୍ଗିଛି । ଆଉ ଏହି…