Browsing Category

ଦେଶ- ବିଦେଶ

ଆଇପିଏଲ୍ ନିଲାମୀରେ କ୍ରିସ୍ ମୋରିସ୍ ଦାମୀ ଖେଳାଳି: ୧୬.୨୫ କୋଟିରେ କିଣିଲା ରାଜସ୍ଥାନ ରୟାଲସ୍

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଆରମ୍ଭ ହୋଇଛି ପ୍ରାଥମିକ ପ୍ରସ୍ତୁତି । ଇଣ୍ଡିଆନ୍ ପ୍ରିମିୟର ଲିଗର ୨୦୨୧ ସଂସ୍କରଣ ପାଇଁ ଖେଳାଳି ନିଲାମୀ ଜାରି ରହିଛି । ଆଇପିଏଲ୍ ୨୦୨୧ ପାଇଁ ଆଜି ଚେନ୍ନାଇରେ ୨୯୧ ଜଣ ଖେଳାଳିଙ୍କ ଲାଗି ନିଲାମୀ ଆରମ୍ଭ କରାଯାଇଛି ।…

ସୁପ୍ରିମକୋର୍ଟରେ ଆଜି କୋଟିଆ ଶୁଣାଣି

ନୂଆଦିଲ୍ଲୀ: କୋଟିଆ ମାମଲାର ଆସନ୍ତାକାଲି ସୁପ୍ରିମ୍କୋର୍ଟରେ ଶୁଣାଣି ହେବ । ଆନ୍ଧ୍ର ବିରୋଧରେ ଓଡ଼ିଶା କରିଥିବା ଅଦାଲତ ଅବମାନନା ମାମଲାରେ ଆସନ୍ତାକାଲି ଶୁଣାଣି ହେବ । ତା’ପୂର୍ବରୁ ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରିଛନ୍ତି ବିଜୟନଗରମ୍ ଜିଲ୍ଲାପାଳ । ଏହି ସତ୍ୟପାଠରେ ଦର୍ଶାଯାଇଛି,…

ପହଞ୍ଚ, ପୁନଃସକ୍ରୀୟକରଣ, ସଂସ୍କାର ଏବଂ ଅକ୍ଷୟ ଶକ୍ତି ଉତ୍ପାଦନ ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ଏହି କ୍ଷେତ୍ରରେ ସରକାର…

ନୂଆଦିଲ୍ଲୀ:  ଶକ୍ତି ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ କେନ୍ଦ୍ର ବଜେଟରେ ଥିବା ବ୍ୟବସ୍ଥାର ସଫଳ ପ୍ରବର୍ତ୍ତନ ଲାଗି ପରାମର୍ଶ ନିମନ୍ତେ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶକ୍ତି ଓ ନୂତନ ତଥା ଅକ୍ଷୟ ଶକ୍ତି ରାଷ୍ଟ…

ଆଜି ବିଶ୍ୱ-ଭାରତୀ ସମାବର୍ତନ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୧୧.୦୦ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶ୍ୱ-ଭାରତୀ ସମାବର୍ତନ ସମାରୋହକୁ ସମ୍ବୋଧିତ କରିବେ । ପଶ୍ଚିମବଙ୍ଗ ରାଜ୍ୟପାଳ ଶ୍ରୀ ଜଗଦୀପ ଧନଖଡ଼; କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ ନିଶଙ୍କ ଏବଂ କେନ୍ଦ୍ର ଶିକ୍ଷା…

ଭାରତରେ ମୋଟ ଟିକାକରଣ ୯୪ ଲକ୍ଷକୁ ଟପିଲା

ନୂଆଦିଲ୍ଲୀ:  ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବ୍ରିଟେନ ପରେ ଏପର୍ଯ୍ୟନ୍ତ ବିଶ୍ୱରେ ଭାରତରେ ହିଁ ସବୁଠାରୁ ଅଧିକ କୋଭିଡ ଟିକାକରଣ ହୋଇଛି । ୨୦୨୧ ଫେବ୍ରୁଆରୀ ୧୮ ତାରିଖ ସକାଳ ୮ଟା ସୁଦ୍ଧା ଭାରତରେ ସ୍ୱାସ୍ଥ୍ୟକର୍ମୀ (ଏଚସିଡବ୍ଲୁ) ସମ୍ମୁଖ ଯୋଦ୍ଧା (ଏଫଏଲଡବ୍ଲୁ) ମାନଙ୍କ ଟିକାକରଣ ୯୪ ଲକ୍ଷକୁ…

ଓମାନ ସୁଲତାନ ମହାମହିମ ସୁଲତାନ ହାଇଥାମ ବିନ ତାରିକଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀଙ୍କ ଟେଲିଫୋନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓମାନ ସୁଲତାନ ମହାମହିମ ସୁଲତାନ ହାଇଥାମ ବିନ ତାରିକଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି । ଭାରତ ଓମାନକୁ ଯୋଗାଇଥିବା କୋଭିଡ-୧୯ ଟୀକା ପାଇଁ ମହାମହିମ ସୁଲତାନ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଘନିଷ୍ଠ…

ଆଜି ପ୍ରଧାନମନ୍ତ୍ରୀ କେରଳରେ ଶକ୍ତି ଏବଂ ସହରୀ କ୍ଷେତ୍ରର ପ୍ରମୁଖ ପ୍ରକଳ୍ପର ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରିବେ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି  କେରଳରେ ଶକ୍ତି ଏବଂ ସହରୀ କ୍ଷେତ୍ରର ପ୍ରମୁଖ ପ୍ରକଳ୍ପଗୁଡିକର ଉଦଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରିବେ । ଏହି ଉତ୍ସବରେ କେରଳର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶକ୍ତି ଏବଂ ନୂତନ ଏବଂ ଅଣପାରମ୍ପରିକ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୨,୮୮୧ ନୂଆ ମାମଲା

ନୂଆଦିଲ୍ଲୀ:  ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୨,୮୮୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୦୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୯,୫୦,୨୦୧ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ତାମିଲନାଡ଼ୁରେ ତୈଳ ଏବଂ ଗ୍ୟାସ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ…

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ତାମିଲନାଡ଼ୁରେ ତୈଳ ଏବଂ ଗ୍ୟାସ କ୍ଷେତ୍ରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ମନାଲିସ୍ଥିତ ଚେନ୍ନାଇ ପେଟ୍ରୋଲିୟମ…

ଭାରତରେ ଟେଲିକମ୍‍ ଓ ନେଟୱାର୍କିଂ ସାମଗ୍ରୀ ଉତ୍ପାଦନ ବିଶ୍ୱସ୍ତରୀୟ ହେବ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଟେଲିକମ୍‍ କ୍ଷେତ୍ର ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ବା ପିଏଲ୍‍ଆଇ ସ୍କିମ୍‍ ଲାଗୁ କରାଯିବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ଯୋଜନାରେ ଟେଲିଫୋନ ଏବଂ…