Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୩,୯୯୩ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୩,୯୯୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୦୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୯,୭୭,୩୮୭ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…
କେରଳରେ ବହୁ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଓ ସହରାଞ୍ଚଳ କ୍ଷେତ୍ରର ପ୍ରକଳ୍ପ ଉଦଘାଟନ କରିବା ସହିତ ଶିଳାନ୍ୟାସ କଲେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ କେରଳର ପୁଗାଲୁର-ତ୍ରିଶୁର ବିଦ୍ୟୁତ ସଞ୍ଚାରଣ ପ୍ରକଳ୍ପ, କାସାରଗୋଡ଼ ସୌର ଶକ୍ତି ପ୍ରକଳ୍ପ ଏବଂ ଆରୁଭିକ୍କରା ଠାରେ ଜଳ ପରିଚାଳନା ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ସେ ମଧ୍ୟ ଏହି କାର୍ଯ୍ୟକ୍ରମ ଅବସରରେ…
ସୃଜନଶୀଳତା ଓ ଜ୍ଞାନର କୌଣସି ସୀମା ନାହିଁ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପଶ୍ଚିମ ବଙ୍ଗର ରାଜ୍ୟପାଳ ଶ୍ରୀ ଜଗଦୀପ ଧନଖଡ଼, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଏବଂ…
ସାର୍ବଜନୀନ ଟୀକାକରଣ ଲକ୍ଷ୍ୟ : ପରିବର୍ଦ୍ଧିତ ମିଶନ ଇନ୍ଦ୍ରଧନୁଷ (ଆଇଏମଆଇ) ୩.୦ର ଶୁଭାରମ୍ଭ କଲେ ଡ. ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ପରିବର୍ଦ୍ଧିତ ମିଶନ ଇନ୍ଦ୍ରଧନୁଷ ୩.୦ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏବଂ ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ଭିଡିଓ…
ଡିଆରଡିଓ ଦ୍ଵାରା ବିକଶିତ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିଶାଇଲ ସିଷ୍ଟମ୍ସ ‘ହେଲିନା’ ଏବଂ ‘ଧ୍ରୁବାସ୍ତ୍ର’ର ସଫଳ ବ୍ୟବହାରିକ…
ନୂଆଦିଲ୍ଲୀ: ହେଲିନା (ସ୍ଥଳସେନା ସଂସ୍କରଣ) ଏବଂ ଧ୍ରୁବାସ୍ତ୍ର (ବାୟୁସେନା ସଂସ୍କରଣ) କ୍ଷେପଣାସ୍ତ୍ର ପ୍ରଣାଳୀ (ମିଶାଇଲ ସିଷ୍ଟମ୍ସ)ର ମିଳିତ ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଆଧୁନିକ ଲାଇଟ ହେଲିକପ୍ଟର (ଏଏଲଏଚ) ପ୍ଲାଟଫର୍ମରୁ ଡେଜଟ ରେଞ୍ଜରେ ଏହାର ପରୀକ୍ଷଣ କରାଯାଇଥିଲା । ଏହି…
ଭାରତ-ଅଷ୍ଟ୍ରେଲିଆ ସହଭାଗୀତା କୋଭିଡ ପରବର୍ତୀ ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ:…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମର ବ୍ୟବହାର ପଦ୍ଧତି ଏବଂ ପରିବେଶ ଉପରେ ଏହାର ପ୍ରଭାବକୁ କିପରି ହ୍ରାସ କରାଯାଇପାରିବ ସେ ବିଷୟରେ ବିଚାର କରିବା ଆବଶ୍ୟକ ।ସେ କହିଛନ୍ତି ଏ କ୍ଷେତ୍ରରେ ଆସୁଥିବା ଅନେକ ଆହ୍ୱାନର ସମାଧାନ ଦିଗରେ ସର୍କୁଲାର ଇକୋନୋମୀ…
ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡ଼୍ ଅଭିନେତ୍ରୀ କଙ୍ଗନା ରନାୱତ
ପୁରୀ: ବଲିଉଡ଼୍ ଅଭିନେତ୍ରୀ କଙ୍ଗନା ରନାୱତ ଆଜି ସକାଳେ ଶ୍ରୀକ୍ଷେତ୍ରରେ ପହଂଚି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ କରି ଫେରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଂଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ…
ପୁଣି ସାମ୍ନାକୁ ଆସିଲା ଆନ୍ଧ୍ରର ଦାଦାଗିରି: ଗଜପତି ଜିଲ୍ଲା ପ୍ରଶାସନର ବିରୋଧ ପରେ ବନ୍ଦ ହେଲା ବେଆଇନ ରାସ୍ତା ନିର୍ମାଣ…
ପାରଳାଖେମୁଣ୍ଡି: ପୁଣି ସାମ୍ନାକୁ ଆସିଛି ଆନ୍ଧ୍ରର ଦାଦାଗିରି । ବେଆଇନ ରାସ୍ତା ନିର୍ମାଣ । ତେବେ ଗଜପତି ଜିଲ୍ଲା ପ୍ରଶାସନର ବିରୋଧ ପରେ ବନ୍ଦ ହୋଇଛି ଏହି ରାସ୍ତା ନିର୍ମାଣ କାର୍ଯ୍ୟ ।
ସୂଚନା ଅନୁଯାୟୀ, ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ ଅନ୍ତର୍ଗତ ଛଅମାଇଲ୍ ନିକଟରେ ଆନ୍ଧ୍ର ପ୍ରଶାସନ…
ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏକ ଟ୍ୱିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମା ଭାରତୀଙ୍କ ଅମର ସୁପୁତ୍ର ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀରେ ଶତ ଶତ ପ୍ରଣାମ । ତାଙ୍କର…
ରାଉରକେଲା ସ୍ମାର୍ଟ ସିଟି ପାଇଁ ଖୁସି ଖବର: ଶ୍ରେଷ୍ଠ ୨୫ଟି ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା
ରାଉରକେଲା: ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନର୍ଚରିଂ ନେଇବରହୁଡ ଚ୍ୟାଲେଞ୍ଜରେ ବାଜିମାତ କରିଛି ରାଉରକେଲା ସ୍ମାର୍ଟ ସିଟି। ସାରା ଦେଶରେ ଶ୍ରେଷ୍ଠ ୨୫ଟି ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇଛି।
ପ୍ରାକ୍ ଶୈଶବ କାଳ ଅର୍ଥାତ୍ ୫ ବର୍ଷ ବୟସ…