Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୪,୧୯୯ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୪,୧୯୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୮୩ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୦,୦୫,୮୫୦ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…
ନୂଆ ମାମଲା ସଂଖ୍ୟା ବଢ଼ିବା ପରେ ରାଜ୍ୟଗୁଡ଼ିକୁ କେନ୍ଦ୍ରର ଚିଠି
ନୂଆଦିଲ୍ଲୀ: ଗତ କିଛିଦିନ ହେଲା ଭାରତରେ ସକ୍ରିୟ କରୋନା ମାମଲା ସଂଖ୍ୟା ବଢ଼ିବାକୁ ଲାଗିଛି । ଭାରତର ମୋଟ ସକ୍ରିୟ ମାମଲା ଆଜି ୧,୪୫,୬୩୪ ଆକଳନ କରାଯାଇଛି । ଭାରତର ମୋଟ ପଜିଟିଭ ମାମଲାର ଏହା ବର୍ତମାନ ୧.୩୨% ରହିଛି ।
ଦେଶରେ ଥିବା ମୋଟ ସକ୍ରିୟ ମାମଲା ମଧ୍ୟରୁ ୭୪%ରୁ ଅଧିକ କେରଳ ଓ…
ପ୍ରଧାନମନ୍ତ୍ରୀ ମଧ୍ୟ ଆଇଅଇଟି ଖଡଗପୁରର ୬୬ ତମ ସମାରୋହକୁ ସମ୍ବୋଧିତ କରିବେ
-ପ୍ରଧାନମନ୍ତ୍ରୀ ୨୩ ଫେବୃଆରୀ ୨୦୨୧ ରେ ଆଇଆଇଟି ଖଡଗପୁରରେ ଥିବା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚର ଉଦଘାଟନ କରିବେ
-ପ୍ରଧାନମନ୍ତ୍ରୀ ମଧ୍ୟ ଆଇଅଇଟି ଖଡଗପୁରର ୬୬ ତମ ସମାରୋହକୁ ସମ୍ବୋଧିତ କରିବେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ…
ଭାରତକୁ ଜାତିସଂଘର ପ୍ରଶଂସା
ଜେନେଭା: କରୋନା ଲଢ଼େଇ ପାଇଁ ଭାରତକୁ ପ୍ରଶଂସା କରିଛନ୍ତି ଜାତିସଂଘର ପ୍ରମୁଖ ଆଣ୍ଟୋନିଓ ଗୁଟେରସ । ଭାରତ ବିଭିନ୍ନ ଦେଶକୁ କରୋନା ଟିକା ଯେଉଁଭଳି ଭାବରେ ଯୋଗାଉଛି ତାହା ପ୍ରଶଂସାଯୋଗ୍ୟ ବୋଲି ଗୁଟେରସ୍ କହିଛନ୍ତି । ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍.ତିରୁମୂର୍ତ୍ତି…
ପୁଣି ଡରାଇଲାଣି ନୂଆ ଷ୍ଟ୍ରେନ୍
-ସଂକ୍ରମଣର ୮୭% କେବଳ ୬ ରାଜ୍ୟରୁ ଚିହ୍ନଟ
-ମହାରାଷ୍ଟ୍ର-କେରଳରେ ହୁ ହୁ ହୋଇ ବଢ଼ୁଛି
-ଆଜିଠୁ ପୁନେରେ ନାଇଟ୍ କର୍ଫ୍ୟୁ
-ବନ୍ଦ ରହିବ ସ୍କୁଲ ଓ କଲେଜ
ନୂଆଦିଲ୍ଲୀ: ଭାରତରେ ଦେଖା ଦେଇଥିବା କରୋନା ଭାଇରସ ମହାମାରୀର ନୂଆ ଷ୍ଟ୍ରେନ୍ ପ୍ରଥମେ ଦେଖାଦେଇଥିବା ଭୂତାଣୁଠାରୁ ଅଧିକ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୪,୨୬୪ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୪,୨୬୪ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୯୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୯,୯୧,୬୫୧ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…
ଆନ୍ତର୍ଜାତିକ ମାତୃଭାଷା ଦିବସରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ତର୍ଜାତିକ ମାତୃଭାଷା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ - ଆନ୍ତର୍ଜାତିକ ମାତୃଭାଷା ଦିବସ ଅବସରରେ ମୋ ମାତୃଭାଷା ଓଡ଼ିଆ ଭାଷାଭାଷୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଆସନ୍ତୁ ଆମ ଓଡ଼ିଆ ଭାଷାର ସୁରକ୍ଷା ଓ…
ଆନ୍ଦୋଳନରତ ଚାଷୀ ନେତାଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ
ନୂଆଦିଲ୍ଲୀ: କେନ୍ଦ୍ରୀୟ କୃଷି ବିଲ ଫେରାଇ ନେବା ଦାବିରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀ ନେତା ମାନଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଭେଟିବାକୁ ଯାଉଛନ୍ତି । କେଜ୍ରିୱାଲ ଚାଷୀ ନେତାଙ୍କ ସହ ମଧ୍ୟାହ୍ନ ଭୋଜନ ସମୟରେ ଆଲୋଚନା କରିବେ । ଏହି ଆଲୋଚନା ତିନି…
୨୨ ଫେବୃଆରୀରେ ପ୍ରଧାନମନ୍ତ୍ରୀଙ୍କ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ
-ପ୍ରଧାନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ତୈଳ ଓ ଗ୍ୟାସ ପ୍ରକଳ୍ପର ଉଦ୍ଘାଟନ ସହ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଆସାମରେ ଇଞ୍ଜିୟନିରିଂ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
-ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଅନେକ ରେଳ ପ୍ରକଳ୍ପର ଉଦଘାଟନ କରିବେ
ନୂଆଦିଲ୍ଲୀ: ୨୨ ଫେବୃଆରୀ ୨୦୨୧…
କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ କଡା ଚିଠି
- କୋଟିଆ ଓଡିଶାର ଥିଲା ରହିଛି ରହିବ , ସୀମା ଦଖଲରୁ ବିରତ ରହିବାକୁ ନିର୍ଦ୍ଦେଶ ଦିଅନ୍ତୁ
ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କଡା ଭାଷାରେ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ବିଜୟାନଗରମ, ବିଶାଖାପଟନମ ଓ ଶ୍ରୀକାକୁଲମ ଜିଲ୍ଲା…