Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଔଷଧ କ୍ଷେତ୍ର ପାଇଁ ପିଏଲ୍ଆଇ ସ୍କିମ୍ ଲାଗୁ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଔଷଧପତ୍ର କ୍ଷେତ୍ର ବା ଫାର୍ମାସ୍ୟୁଟିକାଲ ଉଦ୍ୟୋଗକୁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା ବା ପିଏଲ୍ଆଇ ଯୋଗାଇଦେବା ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ୨୦୨୦-୨୧…
୨୦୨୫ ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତ କରିବା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ
-ଯକ୍ଷ୍ମା ରୋଗ ବିରୁଦ୍ଧରେ ଜନଆନ୍ଦୋଳନ ଶୁଭାରମ୍ଭର ସମୀକ୍ଷା କରିବାକୁ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ
ନୂଆଦିଲ୍ଲୀ:କୌଣସି ପକ୍ଷର ସମର୍ଥନ (ଆଡଭୋକାସି), ଯୋଗାଯୋଗ ଏବଂ ସାମାଜିକ ପ୍ରସ୍ତୁତି (ଇଉଝଗ) ସହିତ ଯକ୍ଷ୍ମା ବିରୁଦ୍ଧରେ ଜନଆନ୍ଦୋଳନ ଆରମ୍ଭ କରିବାକୁ…
ପି.ଏମ୍-କିଷାନ ଯୋଜନା ପୂରଣ କଲା ଦୁଇବର୍ଷ
-ଆମ ଚାଷୀମାନଙ୍କ ଦୃଢ଼ତା ଓ ଆବେଗ ଉତ୍ସାହଜନକ-ପ୍ରଧାନମନ୍ତ୍ରୀ
-ସରକାରଙ୍କ ଦ୍ୱାରା ଏମ.ଏସ.ପି.ରେ ଐତିହାସିକ ବୃଦ୍ଧି-ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କୃଷକମାନଙ୍କ ଜୀବନରେ ସମୃଦ୍ଧି ଓ ଗୌରବ ଆଣିବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ପି.ଏମ.-କିଷାନ ଯୋଜନାକୁ ଆଜି ଦୁଇବର୍ଷ ପୂରଣ ହୋଇଛି ।…
ଫେବୃୟାରୀ ୨୫ରେ ପ୍ରଧାନମନ୍ତ୍ରୀଙ୍କ ତାମିଲନାଡୁ ଓ ପଣ୍ଡିଚେରୀ ଗସ୍ତ
-କୋଏମ୍ବାଟୁରରେ ୧୨୪୦୦ କୋଟିରୁ ଅଧିକ ଟଙ୍କାର ଅନେକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀ ଫେବୃୟାରୀ୨୫, ୨୦୨୧ରେ ତାମିଲନାଡୁ ଓ ପଣ୍ଡିଚେରୀ ଗସ୍ତ କରିବେ। ଦିନ…
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩୬ ତମ ପ୍ରଗତି ବୈଠକ ଅନୁଷ୍ଠିତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୩୬ତମ ପ୍ରଗତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୦ଟି ପ୍ରସଙ୍ଗର ସମୀକ୍ଷା କରାଯାଇଥିଲା, ଯେଉଁଥିରେ ୮ଟି ପ୍ରକଳ୍ପ ସହିତ ଗୋଟିଏ ଯୋଜନା ଓ ଗୋଟିଏ କାର୍ୟ୍ୟକ୍ରମ ସଂକ୍ରାନ୍ତ ଅଭିଯୋଗ ସାମିଲ ରହିଥିଲା। ଆଠଟି…
ଛାତ୍ରଛାତ୍ରୀଙ୍କୁ ଆତ୍ମସଚେତନତା, ଆତ୍ମବିଶ୍ୱାସ ଏବଂ ନିଃସ୍ୱାର୍ଥପର ହେବାକୁ ଦେଲେ ମନ୍ତ୍ର
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖଡ୍ଗପୁରସ୍ଥିତ ଆଇଆଇଟିର ୨୬ତମ ସମାବର୍ତନ ଉତ୍ସବରେ ଏକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଜି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ ପୂର୍ବକ ଅଭିଭାଷଣ ଦେଇଛନ୍ତି । ଏଥିରେ ଛାତ୍ରଛାତ୍ରୀମାନଙ୍କୁ ଆତ୍ମସଚେତନ ହେବା, ଆତ୍ମବିଶ୍ୱାସୀ ହେବା ଏବଂ…
ଆଜିଠାରୁ ପେଟ୍ରୋଲ ପମ୍ପରୁ ହୋର୍ଡିଂ ଖୋଲିବ ଯୁବ କଂଗ୍ରେସ
ଭୁବନେଶ୍ୱର:ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା କାଲି (ବୁଧବାର)ଠାରୁ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ସରକାର ଲଗାଇଥିବା ହୋର୍ଡିଂକୁ ଖୋଲାଯିବ । ମଙ୍ଗଳବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ…
କୋଟିଆ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ପ୍ରତିନିଧି ଦଳକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ :ସିପିଆଇ
ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ରର ସୀମାନ୍ତବର୍ଲୀ କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାର ଏବଂ ଓଡ଼ିଶାର କେନ୍ଦ୍ରମନ୍ତ୍ରୀମାନେ ଉଦ୍ୟମ କରନ୍ତୁ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକ ସର୍ବଦଳୀୟ ପ୍ରତିନିଧିଦଳର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ ଏବଂ…
ଆଜି ପ୍ରଧାନମନ୍ତ୍ରୀ ଆଇଆଇଟି ଖଡଗପୁରର ୬୬ତମ ସମାର୍ବତନ ଉତ୍ସବକୁ ସମ୍ବୋଧିତ କରିବେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଇଆଇଟି ଖଡଗପୁରର ୬୬ ତମ ସମାବର୍ତନ ଉତ୍ସବକୁ ସମ୍ବୋଧିତ କରିବେ । ଏହି ଅବସରରେ ପଶ୍ଚିମବଙ୍ଗର ରାଜ୍ୟପାଳ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ…
ପ୍ରତିରକ୍ଷା କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟବସ୍ଥାର ତୁରନ୍ତ କାଯ୍ୟ୍ୟକାରିତା ସମ୍ପର୍କିତ ୱେବିନାରରେ…
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ବଜେଟରେ ନିଆଯାଇଥିବା ପଦକ୍ଷେପ ଗୁଡିକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ୱେବିନାରରେ ଅଭିଭାଷଣ ଦେବା ଅବସରରେ ପ୍ରକାଶ କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ନେଇ ବିଶେଷ…