Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
କରୋନାରେ ଦେଶରେ ଗତ ୨୪ ଘଂଟାରେ ୯,୧୨୧ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୯,୧୨୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୮୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୯,୨୫,୭୧୦ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
ଏଷ୍ଟ୍ରା ମାର୍କ-୨ ମିସାଇଲର ପରୀକ୍ଷଣ ସଫଳ: ୧୬୦ କିମି ଦୂରରୁ ଶତ୍ରୁକୁ କରିବ ନିପାତ
ନୂଆଦିଲ୍ଲୀ: ଭାରତ ଚଳିତ ବର୍ଷ ଆକାଶରୁ ଆକାଶରେ ୧୬୦ କିଲୋମିଟର ଦୂରରୁ ଶତ୍ରୁକୁ ଲକ୍ଷ୍ୟଭେଦ କରିବାକୁ କ୍ଷମତା ରଖୁଥିବା ଏଷ୍ଟ୍ରା ମିସାଇଲର ପରୀକ୍ଷଣ ଆରମ୍ଭ କରିବ । ଏହି ପରୀକ୍ଷଣ ସହିତ ଭାରତ ପାକିସ୍ତାନ ସହ ଚୀନଠୁ ମଧ୍ୟ ଏହି ମାମଲାରେ ଆଗେଇ ଯିବ । ଏଷ୍ଟ୍ରା ମାର୍କ-୨ ମିସାଇଲ ଆକାଶରେ…
ଫେବୃଆରୀ ୧୭ ରେ ପ୍ରଧାନମନ୍ତ୍ରୀ ତାମିଲନାଡୁରେ ପ୍ରମୁଖ ତୈଳ ଓ ଗ୍ୟାସ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ସହିତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଫେବୃଆରୀ ୨୦୨୧ ଅପରାହ୍ନ ୪.୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାମିଲନାଡୁରେ ପ୍ରମୁଖ ତୈଳ ଓ ଗ୍ୟାସ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ମନାଲିସ୍ଥିତ ଚେନ୍ନାଇ ପେଟ୍ରୋଲିୟମ…
ଭୂ-ସ୍ଥାନିକ ତଥ୍ୟାବଳୀର ଉତ୍ପାଦନ ଓ ଅଧିଗ୍ରହଣ ସଂକ୍ରାନ୍ତ ନୀତି କୋହଳ ହେବା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭୂ-ସ୍ଥାନିକ ତଥ୍ୟାବଳୀ ବା ଜିଓସ୍ପେଶାଲ ଡାଟାର ଅଧିଗ୍ରହଣ ଓ ଉତ୍ପାଦନ ନୀତିକୁ କୋହଳ କରାଯିବା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ ଦିଗରେ ଏକ ବିରାଟ ପଦକ୍ଷେପ । ଏହି ସଂସ୍କାର ଫଳରେ ଦେଶର ଚାଷୀ, ଷ୍ଟାର୍ଟଅପ୍, ଘରୋଇ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୧,୬୪୯ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୧,୬୪୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୯୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୯,୧୬,୫୮୯ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…
ଯାତ୍ରୀବାହୀ ଟ୍ରେନ ପୂର୍ଣ୍ଣ ମାତ୍ରାରେ ଚଳାଚଳ କରିବା ନେଇ ସ୍ପଷ୍ଟୀକରଣ
ନୂଆଦିଲ୍ଲୀ: ଏପ୍ରିଲ ମାସରେ ନିର୍ଦ୍ଦିଷ୍ଟ ତାରିଖ ସହ ଦେଶରେ ଯାତ୍ରୀବାହୀ ଟ୍ରେନ୍ ପୂର୍ଣ ମାତ୍ରାରେ ଚଳାଚଳ କରିବାକୁ ନେଇ ଗଣମାଧ୍ୟମରେ ଅନେକ ଗୁଡ଼ିଏ ସମ୍ବାଦ ପ୍ରକାଶ ପାଇଛି । ଗତ କିଛି ଦିନ ମଧ୍ୟରେ ସରକାରଙ୍କ ପକ୍ଷରୁ ନିୟମିତ ଭାବେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇ ଚାଲିଛି । ପୁଣି…
ବିମାନ ଚଳାଚଳ ଆରମ୍ଭ ପରଠାରୁ ଯାତ୍ରା କଲେ ସର୍ବାଧିକ ଘରୋଇ ଯାତ୍ରୀ
ନୂଆଦିଲ୍ଲୀ: ଶୁକ୍ରବାର ଦିନ ୨,୩୪୯ଟି ବିମାନରେ ମୋଟ ଘରୋଇ ଯାତ୍ରୀଙ୍କ ସଂଖ୍ୟା ୨,୯୭,୧୦୨କୁ ବୃଦ୍ଧି ପାଇଛି ବୋଲି କହିଛନ୍ତି ବେସାମରିକ ବିମାନ ଚଳାଚଳ (ସ୍ୱାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମେ’ ୨୫, ୨୦୨୦ ପରଠାରୁ ଆରମ୍ଭ ହୋଇଥିବା ଘରୋଇ…
ଗଞ୍ଜାମ ଜିଲ୍ଲାର ୮ ଗ୍ରାମର ୫୦ରୁ ଉର୍ଦ୍ଧ୍ୱ ଭୋଟର ଆନ୍ଧ୍ରରେ ଭୋଟଦେଲେ
ଗଞ୍ଜାମ: ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ପଚାଂୟତ ନିର୍ବାଚନ ଇତିମଧ୍ୟରେ ଶେଷ ହୋଇଛି । ଆନ୍ଧ୍ର ସୀମାନ୍ତ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ୮ଟି ଗ୍ରାମର ୫୦ରୁ ଉର୍ଦ୍ଧ୍ୱ ଭୋଟର ଆନ୍ଧ୍ରରେ ଭୋଟ ଦେଇଛନ୍ତି । ଏପରିକି ଓଡ଼ିଶାର ଲୋକ ମାନେ ଭୋଟ୍ ଦେଇଥିବା ଆନ୍ଧ୍ରପ୍ରଦେଶର ଜଣେ ସରପଚଂ ପ୍ରାର୍ଥୀ ମଧ୍ୟ…
ଆନ୍ଧ୍ର ଷଡଯନ୍ତ୍ର ବିଫଳ: ପ୍ରଲୋଭନରେ ଫସିଲେନି ଗଜପତିବାସୀ
ପାରଳାଖେମୁଣ୍ଡି: ଓଡିଶାର ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତରେ ଆନ୍ଧ୍ର ଜବରଦସ୍ତ ଅନାଧିକାର ପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ପାଇଁ ଯେଉଁ ଷଡଯନ୍ତ୍ର ରଚିଥିଲା ତାହା ଶେଷରେ ଫସର ଫାଟିଲା । ଆଜି ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ହୋଇଥିଲା । ଗଜପତି ଜିଲ୍ଲାପାଳ ଅନୁପମ…
ଶେଷ ହେଲା ସଂସଦର ପ୍ରଥମ ପର୍ଯ୍ୟାୟ ଅଧିବେଶନ: ମାର୍ଚ୍ଚ ୮ରୁ ଦ୍ୱିତୀୟ ପର୍ଯ୍ୟାୟ
ନୂଆଦିଲ୍ଲୀ: ଲୋକସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଶନିବାର ଶେଷ ହୋଇଛି । ଏଣୁ ବାଚସ୍ପତି ଓମ ବିର୍ଲା ଗୃହକୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଆରମ୍ଭ ହେବ । ସଂସଦର ବଜେଟ୍ ଅଧିବେଶନ ଦୁଇଟି…