Browsing Category

ଦେଶ- ବିଦେଶ

୨୦୨୦ରେ ଆସିଛି ୯୬୫ ଭୂକମ୍ପ

ନୂଆଦିଲ୍ଲୀ: ସବୁଠୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଭୂକମ୍ପ ହେଉଛି ଅନ୍ୟତମ । ଏହାର ତୀବ୍ରତା ଯେତେ ଅଧିକ ହୁଏ କ୍ଷୟକ୍ଷତି ପରିମାଣ ସେତିକି ବଢ଼ିଥାଏ । ତେବେ ସବୁବେଳେ ସମାନ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇନଥାଏ । କେତେବେଳେ ଏହାର ତୀବ୍ରତା କମ୍ ଥାଏ ତ ଆଉ କେତେବେଳେ ଅଧିକ ରହିଥାଏ ।…

ଏନ୍ଏମ୍ଏ ଚିଠା ଅଧିନିୟମକୁ ନେଇ ତେଜିଲା ବିବାଦ: ଦିଲ୍ଲୀ ଦରବାରରେ ଲଢ଼େଇ

ଭୁବନେଶ୍ୱର: ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନ୍ଏମ୍ଏର ଏକାମ୍ର କ୍ଷେତ୍ର ସମ୍ବଳିତ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଦାବି ଦିନକୁ ଦିନ ତେଜିବାରେ ଲାଗିଛି । ଏହି ଅଧିନିୟମକୁ ପ୍ରତ୍ୟାହାର ଦାବିରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି ବିଜେଡି ସାଂସଦ ପ୍ରତିନିଧିଦଳ ।…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୨,୧୯୪ ନୂଆ ମାମଲା

ନୂଆଦିଲ୍ଲୀ:  ଦେଶରେ ଗତ ୨୪ଘଂଟା  ମଧ୍ୟରେ    ୧୨,୧୯୪ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ମୋଟ  ୯୨   ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।  ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ  ସଂଖ୍ୟା  ୧,୦୯,୦୪,୯୪୦ ପହଂଚିଛି । ଆଜି   ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…

ପୁଲୱାମା ଆକ୍ରମଣକୁ ୨ ବର୍ଷ

ନୂଆଦିଲ୍ଲୀ: ପୁଲୱାମାରେ ସିଆରପିଏଫ ଯବାନଙ୍କ ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ୨ ବର୍ଷ ପୁରିଛି। ପାକିସ୍ତାନୀ ଆତଙ୍କବାଦୀ ପକ୍ଷରୁ କରାଯାଇଥିବା ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଥିଲେ ।

୨୮ ଦିନରେ ଭାରତ କୋଭିଡ-୧୯ ବିରୋଧରେ ପ୍ରାୟ ୮୦ ଲକ୍ଷ ହିତାଧିକାରୀଙ୍କର ଟିକାକରଣ କରିଛି

-୮ଟି ରାଜ୍ୟ ୪ଲକ୍ଷରୁ ଅଧିକ ଲେଖାଏଁ ହିତାଧିକାରୀଙ୍କର ଟିକାକରଣ କରାଇଛନ୍ତି ନୂଆଦିଲ୍ଲୀ:  କୋଭିଡ-୧୯ ବିରୋଧରେ ଲଢ଼େଇ ସ୍ୱରୂପ ଭାରତ ପାଖାପାଖି ୮୦ ଲକ୍ଷ ହିତାଧିକାରୀଙ୍କର ଟିକାକରଣ କରାଇଛି । ୨୦୨୧ ଫେବ୍ରୁଆରୀ ୧୩ ସୁଦ୍ଧା, ସକାଳ ୮ଟା ପର୍ଯ୍ୟନ୍ତ ଦେଶବ୍ୟାପୀ କୋଭିଡ-ଫ୧୯ ଟିକାକରଣ…

ଆଜି ପ୍ରଧାନମନ୍ତ୍ରୀଙ୍କ ତାମିଲନାଡୁ ଏବଂ କେରଳ ଗସ୍ତ

-ରାଷ୍ଟ୍ର ଉଦ୍ଦେଶ୍ୟରେ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁ ଏବଂ କେରଳ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧.୧୫ ସମୟରେ ପ୍ରଧାନମନ୍ତ୍ରୀ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍ଘାଟନ…

ନାଁ ବଦଳାଇ ଗାଁ ଚୋରି: କୋଟିଆ ମାମଲା, ଆନ୍ଧ୍ରକୁ ନୋଟିସ୍

ନୂଆଦିଲ୍ଲୀ: କୋଟିଆ ପଞ୍ଚାୟତ ନିର୍ବାଚନ ମାମଲାରେ ଆନ୍ଧ୍ରକୁ ନୋଟିସ୍ । ଓଡ଼ିଶାର ଆବେଦନ ଉପରେ ଶୁଣାଣି କରି ଏହି ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ପ୍ରତିପକ୍ଷ ଆନ୍ଧ୍ରକୁ ଜବାବ ତଲବ ପାଇଁ ଏହି ନୋଟିସ୍ ଜାରି କରାଯାଇଛି । ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ…

କରୋନାରେ ସମଗ୍ର ବିଶ୍ୱରେ ୨୧.୮୩ ଲକ୍ଷ ମୃତ୍ୟୁ

ନୂଆଦିଲ୍ଲୀ: କରୋନାରେ ସମଗ୍ର ବିଶ୍ବରେ ଆଜି ଯାଏ ୧୦ କୋଟି ୮୭ ଲକ୍ଷ ୨ ହଜାର ୩୬୯ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୩ ଲକ୍ଷ ୯୨ ହଜାର ୨୯୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ  ୮ କୋଟି  ୮ ଲକ୍ଷ ୪୯ ହଜାର ୬୫୬ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୪ ଲକ୍ଷ ୬୦ ହଜାର ୪୨୨ ଜଣ…

ଏନଏମଏ ଦ୍ୱାରା ପ୍ରକାଶିତ ଚିଠା ଉପନିୟମ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

-ଏନଏମଏ ଦ୍ୱାରା ପ୍ରକାଶିତ ଚିଠା ଉପନିୟମ ଗୁଡ଼ିକର ସଠିକ୍ ଭାବରେ ଅଧ୍ୟୟନ -କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ମୁଖ୍ୟମନ୍ତ୍ରୀ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିରରେ ଜାତୀୟ ଐତିହ୍ୟ…

ଫ୍ୟାମିଲି ପେନସନ୍ ସୀମା ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି : ଡ. ଜିତେନ୍ଦ୍ର ସିଂ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫ୍ୟାମିଲି ପେନସନ୍ କ୍ଷେତ୍ରରେ ଏକ ସୁଦୂରପ୍ରସାରୀ ସଂସ୍କାର ଆଣିଛନ୍ତି। ଏହାର ସର୍ବାଧିକ ସୀମାକୁ ମାସିକ ୪୫,୦୦୦ ଟଙ୍କାରୁ ୧,୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ଡୋନିଅର) ରାଷ୍ଟ୍ରମନ୍ତ୍ରୀ…