Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଡିଜିଲକର ମାଧ୍ୟମରେ ଡିଜିଟାଲ ଇନସ୍ୟୁରାନ୍ସ ପଲିସି ପ୍ରଦାନ କରିବାକୁ ସବୁ ବୀମା କଂପାନୀକୁ ଆଇଆରଡିଏଆଇର ପରାମର୍ଶ
-ଏହାଦ୍ୱାରା ଗ୍ରାହକ ଅଧିକ ସୁବିଧା ପାଇବେ ଏବଂ ସେମାନଙ୍କର କ୍ଲେମ ପରିଶୋଧ କାର୍ଯ୍ୟ ସହଜ ଓ ଶୀଘ୍ର ହୋଇପାରିବ
-ଡିଜିଟାଲ ପଲିସି ଦ୍ୱାରା ବିବାଦ ଏବଂ ଠକେଇ କମିବ
ନୂଆଦିଲ୍ଲୀ: ଭାରତୀୟ ବୀମା ନିୟନ୍ତ୍ରକ ପ୍ରାଧିକରଣ ବା ଆଇଆରଡିଏଆଇ ଚଳିତମାସ ୯ ତାରିଖରେ ଏକ ନିର୍ଦେଶାବଳୀ ଜାରି କରି…
ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତି
ନୂଆଦିଲ୍ଲୀ: ପାନଗଙ୍ଗ ସୋ ସୀମାନ୍ତରୁ ସୈନ୍ୟ ପ୍ରତ୍ୟାହାର ନେଇ କେତେକ ବିଭ୍ରାନ୍ତିକର ଓ ଅତିରଞ୍ଜିତ ଖବର ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି ।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବାସ୍ତବରେ ସେଠାକାର ସ୍ଥିତି ସଂପର୍କରେ…
ଓଡିଶାବାସୀଙ୍କୁ ଆନ୍ଧ୍ର ପ୍ରଶାସନ ଅଧିକାରୀ ଭୋଟ ଦେବାପାଇଁ ପ୍ରବର୍ତ୍ତାଉଥିବା ବେଳେ ବିଜେପି ଟିମ୍ ର ପ୍ରଶ୍ନବାଣରେ…
ପାରଳାଖେମୁଣ୍ଡି : ଓଡିଶାର ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତରେ ଆନ୍ଧ୍ର ଜବରଦସ୍ତ ଅନାଧିକାର ପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ପାଇଁ ଷଡଯନ୍ତ୍ର ଚଳାଇଛନ୍ତି । ଠିକ୍ ସମୟରେ ଗଜପତି ପ୍ରଶାସନ ଏହାର ଦୃଢ ପ୍ରତିବାଦ କରିବା ସହ ଓଡିଶାର ଗ୍ରାମ ଗୁଡିକରେ ଗଜପତି ଅଧିକାରୀମାନେ ସଜାଗ ହେବା…
କୋଟିଆ ମାମଲାରେ ଆନ୍ଧ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ /ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ଆନ୍ଧ୍ରକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମ୍ କୋର୍ଟ । ‘କୋଟିଆ’ରେ ଅନୁପ୍ରବେଶ ସଂକ୍ରାନ୍ତରେ ଆନ୍ଧ୍ର ସରକାରଙ୍କ ବିରୋଧରେ ଦାଖଲ କରାଯାଇଥିବା ଅଦାଲତ ଅବମାନନା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରତିପକ୍ଷ ଆନ୍ଧ୍ର ପ୍ରଦେଶକୁ ନୋଟିସ୍ ଜାରି…
ଭୁବନେଶ୍ୱର ସତ୍ସଙ୍ଗ କେନ୍ଦ୍ର ସ୍ୱସ୍ତିବନର ‘ଭର୍ଚୁଆଲ ସତସଙ୍ଗ’ କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
-ବସ୍ତୁବାଦୀ ଦୁନିଆରେ ସତ୍ସଙ୍ଗ ମାନବ ଜୀବନ
-ପାଇଁ ଭ୍ୟାକସିନ୍ ସଦୃଶ ହୋଇଛି - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ସମଗ୍ର ମାନବ ଜାତିକୁ କରୋନା ମହାମାରୀ ରୂପକ ସମସ୍ୟାକୁ ସମାଧାନ କରିବା ପାଇଁ ଯେପରି ଭାବରେ ଭ୍ୟାକସିନ ଉପଯୋଗୀ ହୋଇଛି ସେହିପରି…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୯,୩୦୯ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୯,୩୦୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୮୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୮୦,୬୦୩ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…
କରୋନାରେ ବିଶ୍ୱବ୍ୟାପୀ ୧୦.୮୨ କୋଟି ଆକ୍ରାନ୍ତ
ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ କରୋନାରେ ଆଜି ପର୍ଯ୍ୟନ୍ତ ୧୦ କୋଟି ୮୨ ଲକ୍ଷ ୭୩ ହଜାର ୯୯୪ ଲୋକ ସଂକ୍ରମିତ ହୋଇସାରିଛନ୍ତି । ସେହିପରି ଏଥିରେ ଲକ୍ଷ ୭୭ ହଜାର ୧୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ୮ କୋଟି ୪୫ ଲକ୍ଷ ୭ ହଜାର ୬୧୪ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୪ ଲକ୍ଷ…
ବିଶ୍ୱ ପୋଷଣୀୟ ବିକାଶ ସମ୍ମିଳନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ପୋଷଣୀୟ ବିକାଶ ସମ୍ମିଳନୀ ୨୦୨୧ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଚଳିତ ବର୍ଷ ଏହି ସମ୍ମିଳନୀର ଶୀର୍ଷକ ରଖାଯାଇଛି: ‘ ଆମର ସମସ୍ତଙ୍କ ସମାନ ଭବିଷ୍ୟତର ପୁନଃ ସଂଜ୍ଞାନିରୂପଣ: ସମସ୍ତଙ୍କ ପାଇଁ ନିରାପଦ ଓ…
ପ୍ରଧାନମନ୍ତ୍ରୀଙ୍କ ସହିତ ଫୋନ ଯୋଗେ କଥା ହେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଫୋନ ଯୋଗେ କଥା ହୋଇଛନ୍ତି ।
ଭାରତରେ ପ୍ରସ୍ତୁତ କୋଭିଡ-19 ଟୀକା ପାଇଁ କାନାଡାର ଆବଶ୍ୟକତା ବିଷୟରେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୂଚନା ଦେଇଛନ୍ତି ।…
ପାଞ୍ଚଟି ଦେଶର ରାଷ୍ଟ୍ରଦୂତ ଭିଡିଓ କନଫରେନ୍ସ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ପରିଚୟପତ୍ର
ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଏଲ ସାଲଭାଡୋର, ପାନାମା, ଟ୍ୟୁନିସିଆ, ବ୍ରିଟେନ ଏବଂ ଆର୍ଜେଣ୍ଟିନାର ରାଷ୍ଟ୍ରଦୂତ / ଉଚ୍ଚାୟୁକ୍ତଙ୍କ ପରିଚୟପତ୍ର ଗ୍ରହଣ କରିଛନ୍ତି । ଯେଉଁମାନେ ପରିଚୟପତ୍ର ଉପସ୍ଥାପନ କରିଥିଲେ ସେମାନେ ହେଲେ :
୧. ମହାମହିମ ଶ୍ରୀ…