Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଆଜି ରାଷ୍ଟ୍ରପତି ଭବନର ବାର୍ଷିକ “ଉଦ୍ୟାନୋତ୍ସବ”ର ଶୁଭାରମ୍ଭ କରିବେ ରାଷ୍ଟ୍ରପତି
-ଫେବୃଆରୀ ୧୩ ରୁ ଜନସାଧାରଣଙ୍କ ପାଇଁ ଖୋଲାଯିବ ମୋଗଲ ଉଦ୍ୟାନ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନର “ଉଦ୍ୟାନୋତ୍ସବ”ର ଶୁଭାରମ୍ଭ କରିବେ ।
ଫେବୃଆରୀ ୧୩, ୨୦୨୧ରୁ ମାର୍ଚ୍ଚ ୨୧, ୨୦୨୧ ମଧ୍ୟରେ ସକାଳ ୧୦.୦୦ ଘଟିକାରୁ ସନ୍ଧ୍ୟା ୦୫.୦୦ ଘଟିକା ପର୍ଯ୍ୟନ୍ତ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୨,୯୨୩ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୨,୯୨୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୦୮ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୭୧,୨୯୪ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
ସମୟ ଗଡୁଛି: ଆଶଙ୍କା ବଢୁଛି
ଡେରାଡୁନ: ଉତ୍ତରାଖଣ୍ଡ ଚମୋଲି ହିମସ୍ଖଳନ ଘଟଣାକୁ ୭୦ଘଣ୍ଟାରୁ ଅଧିକ ସମୟ ବିତିଥିଲେ ହେଁ ଟନେଲରେ ଫସିରହିଥିବା ଲୋକଙ୍କୁ ଏଯାଏ ଉଦ୍ଧାର କରାଯାଇପାରିନି । ତେଣୁ ଧୀରେ ଧୀରେ ଆଶଙ୍କା ବଢ଼ିବା ସହିତ ସେନା ଜୋରସୋରରେ ଅପରେସନ୍ ଜାରିରଖିଛି । ହିମସ୍ଖଳନ ଯୋଗୁ ଟନେଲରେ ଫସିରହିଥିବା ୩୫ ଶ୍ରମିକଙ୍କୁ…
ଆସାମର ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ କମିଟିର ଅର୍ଥନୀତିକ ବ୍ୟାପାର ବିଭାଗ ସାର ବିଭାଗକୁ ୧୦୦କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି । ଏହି ଅର୍ଥ ଆସାମର ନାମରୂପରେ ଥିବା ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର୍ସ କର୍ପୋରେସନ ଲିମିଟେଡକୁ ୟୁରିଆ…
ଏଲପିଜି ସିଲିଣ୍ଡର ରିଫିଲିଂ
ନୂଆଦିଲ୍ଲୀ: ଗରିବ ପରିବାରଙ୍କୁ ସ୍ୱଚ୍ଛ ରୋଷେଇ ଇନ୍ଧନ ଯୋଗାଇବା ପାଇଁ ସରକାର ୫ କୋଟି ଜମା-ମୁକ୍ତ ଏଲପିଜି ସଂଯୋଗ ଯୋଗାଇବା ପାଇଁ “ପ୍ରଧାନ ମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା” (ପିଏମୟୁୱାଇ) ଯୋଜନା ଆରମ୍ଭ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ୮ କୋଟିକୁ ବୃଦ୍ଧି କରାଯାଇଥିଲା । ଏହି…
ନିରନ୍ତର ଭାବେ ନିମ୍ନଗାମୀ ହେବା ପରେ ଭାରତର ସକ୍ରିୟ ମାମଲା ୧.୪୧ ଲକ୍ଷକୁ ହ୍ରାସ
ନୂଆଦିଲ୍ଲୀ: ଭାରତର ସକ୍ରିୟ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଦେଶର ମୋଟ ସକ୍ରିୟ ମାମଲା ଆଜି ୧.୪୧ ଲକ୍ଷ (୧,୪୧,୫୧୧)କୁ ହ୍ରାସ ପାଇଛି । ଭାରତର ମୋଟ କରୋନା ପଜିଟିଭ ମାମଲାର ସକ୍ରିୟ ମାମଲା ବର୍ତମାନ ମାତ୍ର ୧.୩୦% ରହିଛି ।
ରାଷ୍ଟ୍ରୀୟ କରୋନା ଚିତ୍ର ସହ ତାଳ ଦେଇ…
ଏଲପିଜି ସିଲିଣ୍ଡର ସବସିଡି ଛାଡ଼ିଲେ ୧.୦୮ କୋଟି ଗ୍ରାହକ
ନୂଆଦିଲ୍ଲୀ: ତୈଳ ବିତରଣ କମ୍ପାନୀ ଗୁଡିକ ତଥ୍ୟ ପ୍ରଦାନ କରିଛନ୍ତି ଯେ, ତା ୦୧.୦୨.୨୦୨୧ ସୁଦ୍ଧା ୧.୦୮ କୋଟି ଏଲପିଜି ଗ୍ରାହକ ସେମାନଙ୍କ ସବସିଡି ଛାଡିଛନ୍ତି ।
ଦେଶରେ ଏଲପିଜି ସମେତ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଏଥିସହିତ ପାରସ୍ପରିକ ଦ୍ରବ୍ୟର ଦର ସହିତ ଜଡିତ ।…
ଲୋକ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତି ଜୀଙ୍କ ଭାଷଣରେ ଭାରତର ‘ସଙ୍କଳ୍ପ ଶକ୍ତି' ପ୍ରଦର୍ଶିତ ହୋଇଛି । ତାଙ୍କ କଥା ଭାରତବାସୀଙ୍କ ମଧ୍ୟରେ…
କରୋନାରେ ସମଗ୍ର ବିଶ୍ବରେ ୨୧.୮୩ ଲକ୍ଷ ମୃତ୍ୟୁ
ନୂଆଦିଲ୍ଲୀ: କରୋନାରେ ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୦ କୋଟି ୭୮ ଲକ୍ଷ ୬ ହଜାର ୩୬୧ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୩ ଲକ୍ଷ ୬୨ ହଜାର ୯୪୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ୭ କୋଟି ୯୯ ଲକ୍ଷ ୬୭ ହଜାର ୫୧୦ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୪ ଲକ୍ଷ ୯୫…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୧,୦୬୭ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୧,୦୬୭ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୯୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୫୮,୩୭୧ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…