Browsing Category

ଦେଶ- ବିଦେଶ

ସଚିନ,ଲତା ମଙ୍ଗେସକର ଓ ବିରାଟ କୋହଲିଙ୍କ ସମେତ ଅନ୍ୟ ଷ୍ଟାରମାନଙ୍କର ଟ୍ୱିଟ ହେବ ଯାଞ୍ଚ

ମୁମ୍ବାଇ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କ ସମର୍ଥନରେ ବିଦେଶୀ ସେଲେବ୍ରିଟିଙ୍କ ଟ୍ୱିଟ ଓ ଏହାକୁ ଭାରତୀୟ ସେଲେବ୍ରିଟିଙ୍କ କାଉଣ୍ଟର ଆଟାକରେ ଏବେ ନୂଆ ମୋଡ଼ ଆସିଛି । ବିଦେଶୀ ସେଲେବ୍ରିଟିଙ୍କୁ ବିରୋଧ କରି ଟ୍ୱିଟ କରିଥିବା ସଚିନ ତେନ୍ଦୁଲକର,ଲତା ମଙ୍ଗେସକର,ଅକ୍ଷୟ କୁମାର…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୯,୧୧୦ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା  ମଧ୍ୟରେ    ୯,୧୧୦ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ମୋଟ  ୭୮  ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।  ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ  ସଂଖ୍ୟା  ୧,୦୮,୪୭,୩୦୪ ପହଂଚିଛି । ଆଜି   ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…

କୋଷ୍ଟାଲ ହାଇୱେକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରରେ ସଞ୍ଜୟ ଦାସବର୍ମାଙ୍କ ଉଦବେଗ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ରାଜ୍ୟସଭାରେ ଗୋପାଳପୁର- ଦୀଘା କୋଷ୍ଟାଲ ହାଇୱେକୁ ୪୩୦ କିମି ପରିବର୍ତେ ୩୮୨କିମି ହେବା ସମ୍ପର୍କିତ ଉତ୍ତରରେ ବ୍ରହ୍ମଗିରିର ପୂର୍ବତନ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି…

ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବିହାର ଗସ୍ତ ଆଜି ଠାରୁ

ପାଟନା: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ ମଙ୍ଗଳବାର ଠାରୁ ବିହାର ପ୍ରବାସରେ ରହିବେ । ଏହି ଗସ୍ତ ସମୟରେ ସେ ବିହାରରେ କାର୍ଯ୍ୟକର୍ତା ମାନଙ୍କର ବିଭିନ୍ନ ବୈଠକରେ ଭାଗ ନେବେ । ଏହା ବ୍ୟତୀତ ସେ ପାଟନାର ଏମ୍ସ ଠାରେ ନିର୍ମାଣ କରାଯାଇଥିବା ସେବା ସଦନର ଭୂମିପୂଜନ କରିବେ ।…

କରୋନାରେ ସାରା ବିଶ୍ୱରେ ୧୦.୬୯ କୋଟି ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାରେ  ସମଗ୍ର ବିଶ୍ବରେ  ଆଜି ପର୍ଯ୍ୟନ୍ତ ୧୦ କୋଟି ୬୯ ଲକ୍ଷ ୬୫ ହଜାର ୮୦୯ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୩ ଲକ୍ଷ ୩୫ ହଜାର ୩୦୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ  ୭ କୋଟି ୮୯ ଲକ୍ଷ ୭୦ ହଜାର ୨୨୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୬ ଲକ୍ଷ ୮୦…

ଉତ୍ତରାଖଣ୍ଡର ଚମୋଲି ଦୁର୍ଘଟଣା ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ଚମୋଲିରେ ଘଟିଥିବା ହିମସ୍ରୋତ ଜନିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ଲାଗି ଘୋଷଣା କରିଛନ୍ତି…

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟସଭାରେ ଉତ୍ତର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ ବକ୍ତବ୍ୟ ରଖିବା ନେଇ ସେ ରାଜ୍ୟସଭା ସଦସ୍ୟମାନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି । ବିଶ୍ୱ ସମ୍ମୁଖୀନ ହେଉଥିବା କଠିନ…

ଏନଏମର ନୋଟିଫିକେସନ ପ୍ରତ୍ୟାହୃତ – କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ

ନୂଆଦିଲ୍ଲୀ: ଜୀତୀୟ ଐତିହ୍ୟ ପ୍ରାଧିକରଣର ନୋଟିଫିକେସନକୁ ଏହାର ଚେୟାରମ୍ୟାନଙ୍କୁ ନ ଜଣାଇ ଜାରୀ କରା ଯାଇଥିବାରୁ ଏହାକୁ ତତ୍କାଳ ପ୍ରଭାବରେ ପ୍ରତ୍ୟାହାର କରା ଯାଇଛି ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୧,୮୩୧ ନୂଆ ମାମଲା

ନୂଆଦିଲ୍ଲୀ:  ଦେଶରେ ଗତ ୨୪ଘଂଟା  ମଧ୍ୟରେ  ୧୧,୮୩୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ମୋଟ  ୮୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।  ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ  ସଂଖ୍ୟା  ୧,୦୮,୩୮,୧୯୪ ପହଂଚିଛି । ଆଜି   ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…

ଚମୋଲୀ ବିପର୍ଯ୍ୟୟରେ ଉଦ୍ଧାର କାର୍ଯ୍ୟ ପାଇଁ ନିଜର ମ୍ୟାଚ୍ ଫି’ ଦେବେ କ୍ରିକେଟର ଋଷଭ ପନ୍ତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲୀରେ ଗ୍ଲାସିୟର ଫାଟିବା ଘଟଣା ନେଇ ଭାରତୀୟ କ୍ରିକେଟ ଟିମର ଯୁବ ଖେଳାଳି ଋଷଭ ପନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ନିଜର ମ୍ଯାଚ ଫି ଦେବେ ବୋଲି ଘୋଷଣା କରିଛନ୍ତି । ପନ୍ତ ଟୁଇଟରରେ ଲେଖିଛନ୍ତି ଯେ, ଉତ୍ତରାଖଣ୍ଡରେ ଲୋକଙ୍କ ମୃତ୍ୟୁ ନେଇ ଗଭୀର ଆଘାତ…