Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଆସାମରେ ୧.୨୫ କୋଟି ଲୋକ ଆୟୁଷ୍ମାନ ଭାରତ ଯୋଜନାରେ ଉପକୃତ ହେଉଛନ୍ତି : ପ୍ରଧାନମନ୍ତ୍ରୀ
ଗୌହାଟୀ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମର ସୋନିଟପୁରର ଢେକିଆଜୁଲିରେ ଥିବା ଦୁଇଟି ଡାକ୍ତରଖାନାର ଶିଳାନ୍ୟାସ ସହିତ ରାଜ୍ୟ ରାଜପଥ ଏବଂ ପ୍ରମୁଖ ଜିଲ୍ଲା ସଡକ ଯୋଜନା ‘ଆସୋମ ମାଳା' ନାମକ ଏକ କାର୍ୟ୍ୟକ୍ରମର ଉଦଘାଟନ କରିଛନ୍ତି । ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ…
କରୋନାରେ ସମଗ୍ର ବିଶ୍ୱରେ ୧୦ କୋଟି ୬୩ ଲକ୍ଷ ଆକ୍ରାନ୍ତ
ନୂଆଦିଲ୍ଲୀ: କରୋନାରେ ସମଗ୍ର ବିଶ୍ୱରେ ୧୦ କୋଟି ୬୩ ଲକ୍ଷ ୨୫ ହଜାର ୬୮୮ ଲୋକ ସଂକ୍ରମିତ ହୋଇସାରିଛନ୍ତି । ସେହିପରି ୨୩ ଲକ୍ଷ ୧୮ ହଜାର ୮୪୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରେ ୭ କୋଟି ୮୧ ଲକ୍ଷ ୧୦ ହଜାର ୯୬୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି…
ଆଇନର ଶାସନ ଆମ ସଭ୍ୟତା ଓ ସାମାଜିକ ଢାଞ୍ଚାର ଭିତ୍ତି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ହାଇକୋର୍ଟ ପ୍ରତିଷ୍ଠାର ହୀରକ ଜୟନ୍ତୀ ଉତ୍ସବରେ ଭିଡିଓ କନ୍ଫ୍ରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଉଦ୍ବୋୀଧନ ଦେଇଛନ୍ତି । ଏହି ଅବସରରେ ଗୁଜରାଟ ହାଇକୋର୍ଟ ପ୍ରତିଷ୍ଠାର 60 ବର୍ଷ ପୂର୍ତ୍ତି ଅବସରରେ ସେ ଏକ ସ୍ମାରକ ଡାକଟିକଟ ମଧ୍ୟ…
୨୦ କୋଟିରୁ ଅଧିକ କରୋନା ନମୁନା ପରୀକ୍ଷା ଭାରତ ପାଇଁ ଏକ ରେକର୍ଡ
ନୂଆଦିଲ୍ଲୀ: କୋଭିଡ-୧୯ ନମୁନା ପରୀକ୍ଷା କ୍ଷେତ୍ରରେ ଭାରତ ଏକ ଉଲ୍ଲେଖନୀୟ ରେକର୍ଡ କରିପାରିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୪୦,୭୯୪ ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ନମୁନା ପରୀକ୍ଷା ୨୦ କୋଟି(୨୦,୦୬,୭୨,୫୮୯)ର ମାଇଲଖୁଣ୍ଟ ଅତିକ୍ରମ କରିପାରିଛି ।
ନମୁନା ପରୀକ୍ଷାର ଏହି…
ପ୍ରଧାନମନ୍ତ୍ରୀଙ୍କ ଆଜି ଆସାମ ଓ ପଶ୍ଚିମବଙ୍ଗ ଗସ୍ତ
-ପଶ୍ଚିମବଙ୍ଗରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଓ ଭିତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
-ଆସାମରେ ‘ଆସୋମ ମାଲା’ର ଶୁଭାରମ୍ଭ କରିବା ସହିତ ଦୁଇଟି ହସ୍ପିଟାଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: …
ଭାରତରେ ଏବେ ମୋଟ କରୋନା ସକ୍ରିୟ ମାମଲା ମୋଟ ମୃତ୍ୟୁଠାରୁ କମ୍ ରହିଛି, ୧.୫୧ ଲକ୍ଷକୁ ହ୍ରାସ ପାଇଛି
-ପ୍ରାୟ ୫୦ ଲକ୍ଷ ହିତାଧିକାରୀଙ୍କ କୋଭିଡ ଟିକାକରଣ ହୋଇପାରିଛି
-ବିଶ୍ୱରେ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଭାରତରେ କମ୍ ରହିଛି
-ବିଗତ ୨୪ ଘଣ୍ଟା ମଧ୍ୟରେ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ହୋଇନାହିଁ
ନୂଆଦିଲ୍ଲୀ: ଭାରତରେ ସକ୍ରିୟ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୧,୭୧୩ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୧,୭୧୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୯୫ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୧୪,୩୦୪ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…
କରୋନାରେ ସମଗ୍ର ବିଶ୍ୱରେ ମୃତ୍ୟୁ ସଂଖ୍ୟା ୨୩.୭ ଲକ୍ଷକୁ ବୃଦ୍ଧି
ନୂଆଦିଲ୍ଲୀ: କରୋନାରେ ଆଜି ଯାଏଁ ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୨୩ ଲକ୍ଷ ୭ ହଜାର ୩୬ରେ ପହଂଚିଥିବା ବେଳେ୧୦ କୋଟି ୫୮ ଲକ୍ଷ ୮୦ ହଜାର ୨୨୨ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିରୁ ୭ କୋଟି ୭୬ ଲକ୍ଷ ୪୯ ହଜାର ୪୪୩ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୯ ଲକ୍ଷ ୨୩ ହଜାର ୭୪୩ ଜଣ ଲୋକ ସକ୍ରିୟ…
ଜମ୍ମୁ କଶ୍ମୀରରେ ସ୍ୱଭାବିକ ହେଲା ୪ଜି ଇଣ୍ଟରନେଟ ସେବା
ଶ୍ରୀନଗର: ଜମ୍ମୁ କଶ୍ମୀର ପ୍ରଶାସନ ଦୀର୍ଘ ଦେଢ଼ ବର୍ଷ ପରେ ପୁଣି ଥରେ ୪-ଜି ମୋବାଇଲ ଇଣ୍ଟରନେଟ ସେବା ସ୍ୱଭାବିକ କରିଛି । ମୁଖ୍ୟ ସଚିବ (ବିଦ୍ୟୁତ ଓ ସୂଚନା) ରୋହିତ କଂସଲ ଏହି ସୂଚନା ଦେଇଛନ୍ତି । କୁହାଯାଉଛି ଯେ, ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ…
କୋଟିଆ ଅଂଚଳରେ ଆନ୍ଧ୍ର ସରକାରଙ୍କ ନିର୍ବାଚନ କରିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍
-କୋଟିଆ ସମସ୍ୟାର ସମାଧାନ ପାଇଁ ଓଡ଼ିଶାବାସୀ ଏକ୍ ହୋଇ ଉଦ୍ୟମ କରିବା ଦରକାର - ଧର୍ମେନ୍ଦ୍ର ପ୍ରଧାନ
-କୋଟିଆରେ ଆନ୍ଧ୍ର ପ୍ରଦେଶ ପଂଚାୟତ ନିର୍ବାଚନ କରି ଅଧିକାର ଜାହିର କରିବା ଚିନ୍ତାର ବିଷୟ
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଉପରେ ଅଧିକାର ଜାହିର୍ କରିବା ଆରମ୍ଭ କରିଥିବା ବେଳେ…