Browsing Category

ଦେଶ- ବିଦେଶ

କେୱାଡିଆ ଆଜି ବିଶ୍ୱର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳଭାବେ ଆତ୍ମପ୍ରକାଶ କରିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢତାର ସହ କହିଛନ୍ତି ଯେ ଗୁଜରାଟର କେୱାଡିଆ ଆଉ ଏକ ଦୂରଦୂରାନ୍ତ ଅଗମ୍ୟ ଅଂଚଳ ହୋଇରହିନାହିଁ । ଏହା ଏବେ ବିଶ୍ୱର ଅନ୍ୟତମ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଛି । କେୱାଡିଆକୁ ଆଜି ଦେଶର ବିଭିନ୍ନ ଅଂଚଳରୁ ୮ଟି ଟ୍ରେନ ଚଳାଚଳର…

ଷ୍ଟାଚ୍ୟୁ ଅଫ ୟୁନିଟକୁ ସିଧା ସଂଯୋଗ କରୁଥିବା ୮ଟି ଟ୍ରେନ ଚଳାଚଳର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ସ୍ଥାନରୁ ଷ୍ଟାଚ୍ୟୁ ଅଫ ୟୁନିଟ ସ୍ଥଳ ଗୁଜରାଟର କେୱାଡିଆକୁ ସିଧାସଳଖ ସଂଯୋଗ କରୁଥିବା ୮ଟି ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଭିଡିଓ କନ ଫରେନ୍ସିଂ ବ୍ୟବସ୍ଥାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ…

ଆଜି ଉଦ୍ଘାଟିତ ହେବ ସଡକ ସୁରକ୍ଷା ମାସ

ନୂଆଦିଲ୍ଲୀ: ସଡ଼କ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ଏବଂ ଭାରତରେ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଆଜି ଜାତୀୟ ସଡକ ସୁରକ୍ଷା ମାସ ମହୋତ୍ସବ ଉଦ୍ଘାଟିତ ହେବାକୁ ଯାଉଛି । ବିଜ୍ଞାନ ଭବନଠାରେ ଆସନ୍ତାକାଲି ଏହି ମହୋତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର ହୋଇଛି ।…

ବିଶ୍ୱବ୍ୟାପୀ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୯ କୋଟି ଅତିକ୍ରମ କଲା

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୯ କୋଟି ଅତିକ୍ରମ କରିଥିବା ଜଣା ପଡିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବିଶ୍ୱବ୍ୟାପୀ ବଢି ୯ କୋଟି ୫୪ ଲକ୍ଷ ୫୧ ହଜାର ୮୦୪ରେ ପହଂଚିିଥିବା ବେଳେ ୨୦ ଲକ୍ଷ ୩୮ ହଜାର ୮୮୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୬…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୩,୭୮୮ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୩,୭୮୮ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୪୫ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୫,୭୧,୭୭୩ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୫,୧୪୪ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଂଟା ମଧ୍ୟରେ ୧୫,୧୪୪ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୮୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୫,୫୭,୯୮୫ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…

ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୧୫ ଗିରଫ

ଭୁବନେଶ୍ୱର: ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୧୫ ଜଣଙ୍କୁ ଗିରଫ କରିଥିବା ବେଳେ ୮୭୯ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୫,୪୬,୦୦୦ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି ।

ପ୍ରଧାନମନ୍ତ୍ରୀ ଆଜି କରିବେ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଦେଶର ବିଭିନ୍ନ ଅଂଚଳରୁ ୮ଟି ଟ୍ରେନ ଚଳାଚଳର ଶୁଭାରମ୍ଭ

ନୂଆଦିଲ୍ଲୀ: ଗୁଜରାଟର କେୱାଡିଆଠାରେ ଥିବା ଷ୍ଟାଚ୍ୟୁ ଅଫ ୟୁନିଟିକୁ ସିଧାସଳଖ ଯାତ୍ରା ସୁଯୋଗ ଯୋଗାଇ ଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୮ଟି ଟ୍ରେନର ଶୁଭାରମ୍ଭ କରିବେ । ଦେଶର ବିଭିନ୍ନ ଅଂଚଳରୁ ଏହି ଟ୍ରେନ ଚଳାଚଳ କରିବ । ସେଦିନ ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ…

କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ବିଶ୍ଵର ସର୍ବବୃହତ କରୋନା ଟୀକାକରଣ ଅଭିଯାନର ଐତିହାସିକ ଶୁଭାରମ୍ଭକୁ ନେଇ ସମସ୍ତ…

ନୂଆଦିଲ୍ଲୀ: ଦେଶ ଆଜି କୋଭିଡ-୧୯ ବିରୁଦ୍ଧରେ ବିଶ୍ଵର ସର୍ବବୃହତ ଟୀକାକରଣ ଅଭିଯାନ ଆରମ୍ଭ ହେବାର ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛି । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ କରୋନା ଟୀକାକରଣ ଅଭିଯାନ ପାଇଁ ସମସ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।…

ରାଜସ୍ଥାନରେ ବିଜୁଳି ତାର ସଂସ୍ପର୍ଶରେ ଆସିଲା ଯାତ୍ରୀବାହୀ ବସ, ୬ ମୃତ

ଜୟପୁର: ରାଜସ୍ଥାନର ଜାଲୋର ଜିଲ୍ଲାର ମହେଶପୁରା ଗାଁରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସରେ ବିଦ୍ୟୁତ ତାର ଲାଗିଯାଇଛି । ଫଳରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ୬ ଜଣ ଯାତ୍ରୀ ଗୁରୁତର ଅଛନ୍ତି । ସେମାନଙ୍କୁ ଯୋଧପୁର ଏମଡିଏମ ହସ୍ପିଟାଲରେ ଭର୍ତ୍ତି…