Browsing Category

ଦେଶ- ବିଦେଶ

ନିଜର ଦେହାନ୍ତ ଖବର ଶୁଣି ଚକିତ ହେଲେ କାଜଲ

ନୂଆଦିଲ୍ଲୀ,: ନିଜ ଦେହାନ୍ତ ଖବର ଶୁଣି ଚକିତ ହୋଇଛନ୍ତି "ସିଂଘମ୍' ଅଭିନେତ୍ରୀ କାଜଲ ଅଗ୍ରୱାଲ । ଅନେକ ସୋସିଆଲ ମିଡିଆ ରିପୋର୍ଟରେ ଦାବି ହେଲା, ଏକ ଦୁର୍ଘଟଣାରେ କାଜଲଙ୍କର ମୃତୁ୍ୟ ହୋଇଛି । ଏହାର ପ୍ରତିକ୍ରିୟା ଦେଇ କାଜଲ ସୁରକ୍ଷିତ ଓ ସୁସ୍ଥ ଥିବା ସ୍ପଷ୍ଟ କରିଛନ୍ତି । ଲୋକଙ୍କୁ ଏ ପ୍ରକାର…

ଜିଏସ୍‌ଟି ହ୍ରାସ : ପାର୍ବଣରେ ବଢ଼ିବ ବଜାର ଚାହିଦା

ନୂଆଦିଲ୍ଲୀ, : ପାର୍ବଣ ବଜାରରେ ଜିଏସ୍‌ଟି ହ୍ରାସ ଉତ୍ସାହ । ସରକାର ନିକଟରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ବଡ଼ ହ୍ରାସ କରିଛନ୍ତି । ଏହାଦ୍ୱାରା ବିସ୍ତୃତ ବର୍ଗର ସାମଗ୍ରୀ ଦର ଶସ୍ତା ହେବାକୁ ଯାଉଛି । ଏହା ପାର୍ବଣରେ ବମ୍ପର ସପିଂକୁ ଉତ୍ସାହିତ କରିବ । ବଜାର ଚାହିଦା ବଢ଼ିବ । ଏଥର…

ଇଣ୍ଟରନ୍ୟାସନାଲ ସ୍ପାଇ ମ୍ୟୁଜିୟମରେ \”ଏକ୍ ଥା ଟାଇଗର\’

ନୂଆଦିଲ୍ଲୀ,: ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛି ୨୦୧୨ରେ ମୁକ୍ତିପ୍ରାପ୍ତ ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫ୍‌ ଷ୍ଟାରର୍ ଫିଲ୍ମ \"ଏକ୍ ଥା ଟାଇଗର\' । କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଥିଏଟରରେ ମୁକ୍ତିଲାଭ କରିବାର ୧୩ ବର୍ଷ ପରେ ଆମେରିକାର ୱାଶିଂଟନ୍‌, ଡିସିରେ…

ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟା ରାୟ ବଚନ

ନୂଆଦିଲ୍ଲୀ, : ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅନୁମତି ବିନା ବାଣିଜ୍ୟିକ ଲାଭ ପାଇଁ ଫଟୋଗ୍ରାଫ ଇତ୍ୟାଦି ବ୍ୟବହାର କରିଥିବା କମ୍ପାନୀ ବିରୋଧରେ ଅଭିନେତ୍ରୀ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏକ ଆବେଦନ ଦାଖଲ କରି, ଐଶ୍ୱର୍ଯ୍ୟା ତାଙ୍କ ବ୍ୟକ୍ତିତ୍ୱ ଅଧିକାରର…

ବନ୍ୟା ପ୍ରଭାବିତ ହିମାଚଳ, ପଞ୍ଜାବରେ କ୍ଷୟକ୍ଷତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉଭୟ ହିମାଚଳ ପ୍ରଦେଶ ଓ ପଞ୍ଜାବ ଗସ୍ତ କରି ବନ୍ୟା ଜନିତ କ୍ଷୟକ୍ଷତି ଆକଳନ କରିବା ସହ ଉଭୟ ରାଜ୍ୟ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି । ଚଳିତ ବର୍ଷ ମୌସୁମୀ ଜନିତ ବର୍ଷାରେ ପ୍ରକୃତିର ତାଣ୍ଡବ ଦେଖିଥିବା ଏହି ଦୁଇ…

ସିପି ରାଧାକ୍ରିଷ୍ଣନ ହେଲେ ଦେଶର ଉପରାଷ୍ଟ୍ରପ

ନୂଆଦିଲ୍ଲୀ, : ଉପରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଛନ୍ତି ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ସିପିରାଧାକ୍ରିଷ୍ଣନ । ମଙ୍ଗଳବାର ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ସେ ବିରୋଧୀ ମେଣ୍ଟ ଇଣ୍ଡିଆର ପ୍ରାର୍ଥୀ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି ସୁଦର୍ଶନ…

ଆଜିଠୁ ଏସିଆ କପ୍ କ୍ରିକେଟ୍: ଓପନିଂ କରିବେ ଗିଲ୍-ଅଭିଷେକ

ଦୁବାଇ, : ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାକୁ ନେଇ ୟୁଏଇ ଚଳଚଞ୍ଚଳ । ଭାରତୀୟ ଦଳ ଏଠାରେ ପହଞ୍ଚିବା ପରେ ଏହି ୮ଦଳୀୟ ପ୍ରତିଯୋଗିତାକୁ ନେଇ ବଢିଛି ଉତ୍ସାହ । ଭାରତୀୟ ଦଳ ମଧ୍ୟ କୌଣସି ସମୟ ଅପଚୟ ନକରି ଆରମ୍ଭ କରିଦେଇଛି ଜୋରଦାର୍ ପ୍ରସ୍ତୁତି ।…

୧୫ରେ ଯୁଗ୍ମ କମାଣ୍ଡର ସମ୍ମିଳନୀ ପ୍ରଧାନମନ୍ତ୍ରୀ କରିବେ ଉଦ୍‌ଘାଟନ

ନୂଆଦିଲ୍ଲୀ, : ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ସଶସ୍ତ୍ର ବାହିନୀର ଯୁଗ୍ମ କମାଣ୍ଡର ସମ୍ମିଳନୀ (ସିସିସି) ଅନୁଷ୍ଠିତ ହେବ, ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ । ପ୍ରତିରକ୍ଷା ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା, ପ୍ରତିରକ୍ଷା…

ନୂଆଦିଲ୍ଲୀରେ ଭାରତ ଓ ଇସ୍ରାଏଲ ସରକାରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ସ୍ୱାକ୍ଷରିତ

ନୂଆଦିଲ୍ଲୀ, : ଭାରତ ସରକାର ଏବଂ ଇସ୍ରାଏଲ ସରକାର ସୋମବାର ନୂଆଦିଲ୍ଲୀରେ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତିନାମାରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଇସ୍ରାଏଲର ଅର୍ଥମନ୍ତ୍ରୀ ବେଜାଲେଲ୍ ସ୍ମୋଟ୍ରିଚ୍‌…

ଆଜି ଉପରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ, : ମଙ୍ଗଳବାର ଦେଶରେ ହେବ ଉପ ରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ଉଭୟ ଶାସକ ଓ ବିରୋଧୀ ନିଜର ରଣନୀତି ପ୍ରସ୍ତୁତ କରି ସାରିଛନ୍ତି । ମଙ୍ଗଳବାର ହେବାକୁଥିବା ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ବିଜୟୀ…