Browsing Category

ଦେଶ- ବିଦେଶ

ଦୀପାବଳିରେ ୩% ଡିଏ ବୃଦ୍ଧି ଘୋଷଣା କରିବେ ସରକାର

ନୂଆଦିଲ୍ଲୀ,:ପାର୍ବଣ ଋତୁରେ କେନ୍ଦ୍ର ସରକାର ନିଜର କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ଜିଏସଟି ହାର ହ୍ରାସ ପରେ, ଏବେ ସରକାର ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ରିଲିଫ୍ (ଡିଆର) ରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ “ସେବା ପକ୍ଷ” ଭାବେ ପାଳନ କରିବ ଗଞ୍ଜାମ ଜିଲ୍ଲା ବିଜେପି

ବ୍ରହ୍ମପୁର. ୭/୯ : ସେବା ହିଁ ପରମ ଧର୍ମକୁ ଚରିତାର୍ଥ କରିବାକୁ ଯାଇ ସମାଜର ଗରିବ, ଶୋଷିତ ବର୍ଗର ଉତ୍‌ଥାନ ନିମନ୍ତେ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ନିରନ୍ତର ସେବା ଓ ଅକ୍ଲାନ୍ତ ପରିଶ୍ରମ ବଳରେ ଯଶସ୍ୱୀ…

୨୨ରେ ମାତା ତ୍ରିପୁରା ସୁନ୍ଦରୀ ମନ୍ଦିରର ନବୀକରଣ କାର୍ଯ୍ୟର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଅଗରତାଲା, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍େଟମ୍ବର ୨୨ ତାରିଖରେ ତ୍ରିପୁରା ଗସ୍ତ କରିବେ ଓ ଏହି ସମୟରେ ଗୋମତୀ ଜିଲ୍ଲାରେ ଅବସ୍ଥିତ ଐତିହାସିକ ମାତା ତ୍ରିପୁରା ସୁନ୍ଦରୀ ମନ୍ଦିରର ନବୀନୀକରଣ ଓ ସୌନ୍ଦର‌୍ୟୀକରଣ କାର୍ଯ୍ୟର ଉଦ୍‌ଘାଟନ କରିବେ । ବର୍ଷ ବର୍ଷ ପୁରୁଣା ଏହି ଶକ୍ତିପୀଠ,…

କୃଷ୍ଣା ଅଭିଷେକଙ୍କ ସହ ଝଗଡ଼ା ପରେ କପିଲ ଶର୍ମା ସୋ’ ଛାଡ଼ିଲେ କିକୁ!

ମୁମ୍ବାଇ, : ଅଭିନେତା-କମେଡିଆନ କିକୁ ଶାରଦା କପିଲ ଶର୍ମାଙ୍କ ସୋ'ରେ ସବୁଠାରୁ ଦୀର୍ଘ ସମୟ ଧରି କାମ କରୁଥିବା କଳାକାରମାନଙ୍କ ମଧ୍ୟରୁ ଜଣେ । କପିଲ ଶର୍ମାଙ୍କ ସହ ଝଗଡ଼ା ହେଉ କିମ୍ବା ଅନ୍ୟ କୌଣସି କାରଣ, ଅନେକ କଳାକାର ସୋ' ଛାଡି ଦେଇଥିଲେ । କିନ୍ତୁ କିକୁ କେବେ ବି ଛାଡି ନଥିଲେ ।…

ଶିଳ୍ପା ଶେଟ୍ଟୀ ଓ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ନାଁରେ ଲୁକ ଆଉଟ ନୋଟିସ

ମୁମ୍ବାଇ, : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢିଛି । ୬୦ କୋଟି ଟଙ୍କାର ଠକେଇ ମାମଲାରେ ଶିଳ୍ପା ଓ ରାଜଙ୍କ ନାଁରେ ମୁମ୍ବାଇ ପୋଲିସ୍ ଲୁକ ଆଉଟ ନୋଟିସ ଜାରି କରିଛି । ଏହି ସେଲେବ୍ରିଟି ଦମ୍ପତି ଜଣେ ବ୍ୟବସାଙ୍କୁ ୬୦ କୋଟି ଟଙ୍କାର ଚୂନ…

ଜିଏସ୍‌ଟି ହାର ହ୍ରାସର ଲାଭ ଜନସାଧାରଣ ନିକଟରେ ପହଞ୍ଚିବା ଜରୁରୀ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୨ ସେପ୍ଟେମ୍ବରରେ ଜିଏସ୍‌ଟି ୨.୦ ଲାଗୁ ହେବା ପରେ ସରକାରଙ୍କର ପ୍ରମୁଖ ଅଗ୍ରାଧିକାର ହେଉଛି ଟିକସ ହାର ହ୍ରାସର ଲାଭ ଜନସାଧାରଣଙ୍କୁ ପହଞ୍ଚିବା ସୁନିଶ୍ଚିତ କରିବା । ଏକ ସାକ୍ଷାତକାରରେ ସୀତାରମଣ କହିଛନ୍ତି ଯେ ବୀମା ସମେତ…

ଜିଏସ୍‌ଟି ରିହାତି ପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ଟ୍ରମ୍ପଙ୍କ ଟାରିଫକୁ ମାତ୍ ଦେବେ ମୋଦି

ନୂଆଦିଲ୍ଲୀ,: ଦ୍ରବ୍ୟ ଏବଂ ସେବା (ଜିଏସ୍‌ଟି)ର ଏକୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ କେନ୍ଦ୍ର ସରକାର ଏବେ ଆମେରିକାର ୫୦% ଟାରିଫରୁ ପ୍ରଭାବିତ ରପ୍ତାନିକାରୀଙ୍କ ପାଇଁ ରିହାତି ପଦକ୍ଷେପ ପ୍ରସ୍ତୁତ କରୁଥିବା ସୂଚନା ମିଳିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା…

ଚାଲେଞ୍ଜ ହୋଇପାରେ ନୀତି ପରିଚାଳନା, ର‌୍ୟାମ୍ପ୍ ଖୋଲା ଯୋଡ଼ାରେ ଯିବ ଅଧଘଣ୍ଟା

ପୁରୀ, : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ଧାଡ଼ି ଦର୍ଶନ ବ୍ୟବସ୍ଥା କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଏହି ନୂଆ ଦର୍ଶନ ବ୍ୟବସ୍ଥା ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ରହିଛି, କାର୍ଯ୍ୟକାରୀ କରିବା ପ୍ରଶାସନ ପାଇଁ ସେତିକି ଆହ୍ୱାନଭରା ରହିଛି । କାହିଁକିନା ଆମ…

ନୂଆଦିଲ୍ଲୀରେ ପ୍ରେସ କନ୍‌ଫରେନ୍‌ସରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର, : ଜିଏସଟି ସ୍ଲାବକୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ପ୍ରେସମିଟ କରିଛନ୍ତି । ସାଧାରଣ ଜନତାଙ୍କ ଉପରୁ ଟିକସ ବୋଝ ହ୍ରାସ କରିବା ଲାଗି ଆଜିର ବୈଠକରେ ବ୍ୟାପକ ଆଲୋଚନା ପରେ ଅନେକ ଦ୍ରବ୍ୟ ଓ ସେବା ଉପରୁ ଜିଏସଟି ହାର…

ଜଳବାୟୁ ପରିବର୍ତ୍ତନ ପାଇଁ ଭାରତରେ ଖାଦ୍ୟ ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ,: ଅତ୍ୟଧିକ ଜଳବାୟୁ ପରିବର୍ତ୍ତନ ଯୋଗୁ ଫସଲ ନଷ୍ଟ ଓ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବାରୁ ଖାଦ୍ୟ ମୂଲ୍ୟ ତୀବ୍ର ଭାବେ ବୃଦ୍ଧି ପାଉଛି । ଟମାଟୋ, ପିଆଜ ଓ ଆଳୁ ଭଳି ପ୍ରତ୍ୟେକ ଘରେ ବ୍ୟବହୃତ ମୁଖ୍ୟ ଖାଦ୍ୟ ସାମଗ୍ରୀ ଅନିୟମିତ ବର୍ଷା, ଗ୍ରୀଷ୍ମ ଲହରୀ ଓ ଅସମୟ ଝଡ଼ର ଶିକାର…