Browsing Category

ଦେଶ- ବିଦେଶ

ସେମିକନ୍ ଇଣ୍ଡିଆ ୨୦୨୫ରେ ଅଗ୍ରଣୀ ସିଇଓଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମିକନ୍ ଇଣ୍ଡିଆ ୨୦୨୫ ଅବସରରେ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପର ଅଗ୍ରଣୀ ସିଇଓଙ୍କ ସହିତ ମତ ବିନିମୟ କରିଛନ୍ତି । ଶ୍ରୀ ମୋଦି କହିଛନ୍ତି,\"ଏହି କ୍ଷେତ୍ରରେ ଭାରତର ନିରନ୍ତର ସଂସ୍କାର ଯାତ୍ରା ବିଷୟରେ ମୁଁ କଥା ହୋଇଛି । ଦୃଢ ଭିତ୍ତିଭୂମି…

ଶ୍ରୀମନ୍ଦିର ସୁରକ୍ଷା, ଗବେଷଣା ଓ ଧାଡି ଦର୍ଶନ ସମ୍ପର୍କରେ ଆଲୋଚନା

ପୁରୀ, : ନିଳାଦ୍ରୀ ଭକ୍ତ ନିବାସ ଠାରେ ବୁଧବାର ପୂର୍ବାହ୍ନରେ ଶ୍ରୀମନ୍ଦିର ପରିଚାଳନା କମିଟିର ନୂତନ ସଦସ୍‌ଯଙ୍କୁ ସ୍ୱାଗତ କରାଯିବା ସହ ବୈଠକ ଅନୁଷ୍ଠିତ ହୋଇଥିଯାଇଛି । କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକରେ ଶ୍ରୀମନ୍ଦିର ସୁରକ୍ଷା, ସବକମିଟି…

ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ: କମିଲା ଜିଏସଟି ହାର

ନୂଆଦିଲ୍ଲୀ,: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ୨୦୧୭ ପରେ ଜିଏସଟିର ସବୁଠାରୁ ବଡ଼ ସଂସ୍କାର \"ଜିଏସଟି ୨.୦\' ଘୋଷଣା କରିଛନ୍ତି । ଏହି ସରଳୀକୃତ ଦୁଇହାର ଗଠନ (୫% ଓ ୧୮%) ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଓ ଅଟୋମୋବାଇଲର ଦାମ୍ ହ୍ରାସ କରିବ, ଯେତେବେଳେ ସୌଖୀନ ଓ ତମାଖୁ ଜାତୀୟ ଦ୍ରବ୍ୟ…

ଇସ୍ରାଏଲ ଲଞ୍ଚ କଲା ଗୁଇନ୍ଦା ସାଟେଲାଇଟ୍‌, ୨୪ ଘଣ୍ଟା ଶତ୍ରୁ ଉପରେ ରଖିବ ନଜର

ନୂଆଦିଲ୍ଲୀ, : ଇସ୍ରାଏଲ ନିଜର ଗୁଇନ୍ଦା ସାଟେଲାଇଟ୍ \"ଅଫେକ ୧୯\'କୁ ମଙ୍ଗଳବାର ବିଳମ୍ବିତ ରାତିରେ ମହାକାଶକୁ ସଫଳତାର ସହ ଲଞ୍ଚ କରିଛି । ପ୍ରାରମ୍ଭିକ ସୂଚନା ଅନୁସାରେ, ଏହି ସାଟେଲାଇଟ୍ ଯୋଜନା ଅନୁସାରେ କାମ କରୁଛି । ଏହା ସହାୟତାରେ ଇସ୍ରାଏଲ ଶତ୍ରୁ ଉପରେ ନଜର ରଖିପାରିବ ଓ ପ୍ରତି…

କ୍ରିସିଲ୍ ଆକଳନ: ଚିଙ୍ଗୁଡ଼ି ରପ୍ତାନି ୨୦% କମିବ

ନୂଆଦିଲ୍ଲୀ,: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ପ୍ରଭାବରେ ଦେଶରୁ ଚିଙ୍ଗୁଡ଼ି ରପ୍ତାନି ଚଳିତ ବର୍ଷ ୧୫-୧୮ ପ୍ରତିଶତ କମ୍ ହେବ ବୋଲି ରେଟିଂ ଏଜେନ୍ସି କ୍ରିସିଲ୍ ରେଟିଂସ୍‌ ଆକଳନ କରିଛି । ଚଳିତ ମାସ ୨୭ରୁ ବର୍ଦ୍ଧିତ ଶୁଳ୍କ ଲାଗୁ ହୋଇଛି ।…

ଅଗଷ୍ଟରେ ୧.୮୬ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ,: ଚଳିତ ବର୍ଷ ଅଗଷ୍ଟରେ ସରକାର ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି)ରୁ ୧.୮୬ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି । ଗତବର୍ଷ ଅଗଷ୍ଟ ତୁଳନାରେ ଏଥିରେ ୬.୫% ବୃଦ୍ଧି ଘଟିଛି । ସୋମବାର ଜାରି ହୋଇଥିବା ସରକାରୀ ତଥ୍ୟ ଅନୁସାରେ, ବର୍ଷେ ତଳେ ଅର୍ଥାତ ୨୦୨୪ ଅଗଷ୍ଟରେ ସରକାର ୧.୭୫…

ମୋର ମା\’ଙ୍କ ଅପମାନ, ଦେଶର ପ୍ରତି ମା\’ଙ୍କ ଅପମାନ

ନୂଆଦିଲ୍ଲୀ, : ବିହାର ନିର୍ବାଚନ ପାଖେ ଆସୁଥିବା ବେଳେ ବିରୋଧୀ କଂଗ୍ରେସ ଓ ଆରଜେଡି ମେଣ୍ଟକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀ ମେଣ୍ଟର ଗୋଟିଏ ପ୍ରଚାର ସଭାର ଷ୍ଟେଜରେ ତାଙ୍କ ମା\'କୁ ଗାଳି କରାଯାଇଥିଲା ଓ ଏଭଳି ଆଚରଣ ଦେଶର ସମସ୍ତ ମା\' ଓ ଭଉଣୀଙ୍କ…

ସର୍ବକାଳୀନ ଶ୍ରେଷ୍ଠ-୫ କ୍ରିକେଟର୍ ବାଛିଲେ ଏବି ଡିଭିଲିୟସ

ନୂଆଦିଲ୍ଲୀ, : ପ୍ରତ୍ୟେକ କ୍ରିକେଟ ପ୍ରେମୀ ଏବି ଡିଭିଲିୟର୍ସ ଏବଂ ବିରାଟ କୋହଲିଙ୍କ ବନ୍ଧୁତା ବିଷୟରେ ଜାଣନ୍ତି । ଉଭୟ ଖେଳାଳି ପରସ୍ପରକୁ ବହୁତ ସମ୍ମାନ କରନ୍ତି ଏବଂ ଅନେକ ସମୟରେ ପରସ୍ପରର ପ୍ରଶଂସା କରିଛନ୍ତି । ନିକଟରେ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଡିଭିଲିୟର୍ସ ଶ୍ରେଷ୍ଠ-୫…

କମ୍ ବଜେଟ୍‌ର ତିନି ଫିଲ୍ମର କଲେକ୍ସନ ହଜାରେ କୋଟି

ମୁମ୍ବାଇ, : ଗତ ୧ ମାସ ଧରି, ସୈୟାରା, ମହାବତାର ନରସିଂହ ଏବଂ କନ୍ନଡ ଫିଲ୍ମ ସୁ ଫ୍ରମ୍ ସୋକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି । ଏହି ତିନୋଟି ଫିଲ୍ମର ମୋଟ ବଜେଟ୍ ୧୦୦ କୋଟି ମଧ୍ୟ ନୁହେଁ, ଯେତେବେଳେ ସେମାନଙ୍କର ମୋଟ ରୋଜଗାର ୧୦୦୦ କୋଟି ପାଖାପାଖି ପହଞ୍ଚିଛି । ଆନିମେଟେଡ୍…

ବ୍ରିଟେନକୁ ବୟନ ସାମଗ୍ରୀ ଓ ପୋଷାକ ରପ୍ତାନି ବଢ଼ାଇବା ଲାଗି ରଣନୀତି

ନୂଆଦିଲ୍ଲୀ,: ଶୁଳ୍କ ଲଗାଇ ଆମେରିକା ସୃଷ୍ଟି କରିଥିବା କ୍ଷତକୁ ବ୍ରିଟେନ ଜରିଆରେ ଭରଣା କରିବା ଉପରେ ଭାରତ ସରକାର ବିଚାର କରୁଛନ୍ତି । ବ୍ରିଟେନକୁ ବୟନ ସାମଗ୍ରୀ ଓ ପୋଷାକ ରପ୍ତାନି ବଢ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରାଯାଉଛି । ଭାରତ ଓ ବ୍ରିଟେନ ମଧ୍ୟରେ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ…