Browsing Category

ଦେଶ- ବିଦେଶ

ରୁଷ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଚୀନର ତିଆନଜିନ୍ ଠାରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅବସରରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିଛନ୍ତି । ଦୁଇ ନେତା ଆର୍ଥିକ, ବିତ୍ତୀୟ ଏବଂ ଶକ୍ତି କ୍ଷେତ୍ର ସମେତ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ…

ପଞ୍ଚବିଂଶତମ ଏସସିଓ ଶିଖର ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚୀନର ତିଆନଜିନରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ର ମୁଖ୍ୟମାନଙ୍କ ପରିଷଦର ପଞ୍ଚବିଂଶତମ ବୈଠକରେ ଅଂଶଗ୍ରହଣ କରିଛନ୍ତି । ଏହି ଶିଖର ସମ୍ମିଳନୀରେ ଏସସିଓ ବିକାଶ ରଣନୀତି,…

ଅପରେସନ ମହାଦେବର ବୀର ଯବାନଙ୍କୁ ସମ୍ମାନିତ କଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ,: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଦିନ ଭାରତୀୟ ସେନା, ଜମ୍ମୁ-କଶ୍ମୀର ପୋଲିସ ଓ ସିଆରପିଏଫର ସେହି ବୀର ଯବାନମାନଙ୍କୁ ସାକ୍ଷାତ କରିଛନ୍ତି ଓ ତାଙ୍କୁ ସମ୍ମାନିତ କରିଛନ୍ତି , ଯେଉଁମାନେ ସମ୍ପ୍ରତି ସଫଳଭାବେ ଅପରେସନ୍ ମହାଦେବ’ ଚାଳନା କରି ପହେଲଗାମ ଆକ୍ରମଣର…

ଆଜିଠୁ ଟ୍ରମ୍ପଙ୍କ ୫୦% ଟାରିଫ୍ ଶୁଳ୍କ ଲାଗୁ

ନୂଆଦିଲ୍ଲୀ, : ଭାରତ ଉପରେ ପଡ଼ିଲା ଟ୍ରମ୍ପ ଟାରିଫ୍ ବୋମା । ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ ହୋଇଛି । ପୂର୍ବରୁ ଅର୍ଥାତ ଅଗଷ୍ଟ ୭ରେ ବ୍ୟାପାର ଘାଟା ଦର୍ଶାଇ ୨୫% ଟାରିଫ୍ ଲାଗୁ କରିଥିଲେ । ଏହାକୁ ମିଶାଇ ବୁଧବାରଠୁ ଭାରତ ଉପରେ ମୋଟ୍ ୫୦ ପ୍ରତିଶତ ଟାରିଫ ଲଗାଇଛି…

ରପ୍ତାନିକାରୀଙ୍କ ଲାଗି ଆସିବ ୨୫ ହଜାର କୋଟିର ବୁଷ୍ଟର ପ୍ୟାକେଜ

ନୂଆଦିଲ୍ଲୀ, : କରୋନା ମହାମାରୀ ପରେ ବିଶ୍ୱ ବଜାର ସ୍ଥିତାବସ୍ଥାକୁ ଫେରୁଥିଲା । ଏହା ପରେ ରୁଷ ୟୁକ୍ରେନ ଯୁଦ୍ଧ, ମଧ୍ୟପ୍ରାଚ୍ୟ ସଙ୍କଟ ଏବଂ ଆମେରିକାର ଟାରିଫ ଯୋଗୁ ଏବେ ବଜାର ପୁଣି ଥରେ ପ୍ରଭାବିତ ରହିଛି । ଏଭଳି ସ୍ଥିତିରେ ଭାରତୀୟ ରପ୍ତାନିକାରୀ ମାନେ ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ…

‘ଯେତେ ଚାପ ଆସିଲେ ମଧ୍ୟ, ଆମେ ଆମର ଶକ୍ତି ବୃଦ୍ଧି କରିବୁ\’

ଅହମ୍ମଦାବାଦ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦର ଖୋଡାଲଧାମ ଗ୍ରାଉଣ୍ଡରେ ୫,୪୦୦ କୋଟି ଟଙ୍କାର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କ ଟାରିଫ୍ ଉପରେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି…

ପ୍ରଥମ ଏୟାର ଡ୍ରପ୍ ଟେଷ୍ଟ ସଫଳ

ନୂଆଦିଲ୍ଲୀ, : ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଗଗନଯାନ ମିଶନ୍ ପାଇଁ ନେଇଛି ବଡ଼ ପଦକ୍ଷେପ । ଇସ୍ରୋ ପକ୍ଷରୁ ପ୍ରଥମ ଏୟାର ଡ୍ରପ ଟେଷ୍ଟ ସମ୍ପୂର୍ଣ୍ଣ ସଫଳ ରହିଛି । ଯେଉଁଥିରେ ପାରାଚୁଟ୍ ସାହାଯ୍ୟରେ ମହାକାଶ ଯାନର ଗତି କମ୍ କରିବାର ଟେକ୍ନୋଲୋଜିକୁ ପରୀକ୍ଷା କରାଯାଇଥିଲା । ଏହି…

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇକୋନୋମିକ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୱାର୍ଲ୍ଡ ଲିଡର୍ସ ଫୋରମରେ ଯୋଗ ଦେଇଥିବା ସମ୍ମାନିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଏକ ପ୍ରକୃଷ୍ଟ ସମୟରେ ଏହି…

ରାଜନାଥ ସିଂହଙ୍କୁ ଭେଟିଲେ ମହାକାଶଯାତ୍ରୀ ଶୁଭାଂଶୁ ଶୁକ୍ଲା, ଗଗନଯାନ ମିଶନ ଉପରେ ଆଲୋଚନା

ନୂଆଦିଲ୍ଲୀ,: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ବୁଧବାର ମହାକାଶ ଷ୍ଟେସନ୍‌ରେ ପହଞ୍ଚିଥିବା ପ୍ରଥମ ଭାରତୀୟ ମହାକାଶ ଯାତ୍ରୀ, ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ସାକ୍ଷାତ କରିଛନ୍ତି ଏବଂ ଏହି ଉପଲବ୍ଧିକୁ ଭାରତର ମାନବ ଅନ୍ତରିକ୍ଷ ଯାତ୍ରାରେ ଏକ ଐତିହାସିକ ମାଇଲ୍‌ଷ୍ଟୋନ୍‌ ବୋଲି…

ନାମାଙ୍କନ ଭରିଲେ \”ଇଣ୍ଡି\’ ମେଣ୍ଟ ପ୍ରାର୍ଥୀ

ନୂଆଦିଲ୍ଲୀ, : ନାମାଙ୍କନ ଭରିଲେ \"ଇଣ୍ଡିଆ\' ବ୍ଲକର ଉପରାଷ୍ଟ୍ରପତି ପ୍ରାର୍ଥୀ । ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସଂସଦ ଭବନରେ ପହଞ୍ଚି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକା ଅର୍ଜୁନ ଖଗଡେ,ସୋନିଆ ଗାନ୍ଧି, ଶରଦ ପାୱାରଙ୍କ ସହ ଅନେକ…