Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଛଅ ଲେନ୍ ବିଶିଷ୍ଟ ଭୁବନେଶ୍ୱର ବାଇପାସକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ନୂଆଦିଲ୍ଲୀ/ଭୁବନେଶ୍ୱର, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ମଙ୍ଗଳବାର ୬ ଲେନ୍ ବିଶିଷ୍ଟ ଭୁବନେଶ୍ୱର ବାଇପାସ୍ ସଡ଼କ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ୮୩୦୭.୭୪ କୋଟି ଟଙ୍କା ବ୍ୟୟରେ ୧୧୦.୮୭୫…
ସେଲ୍ଫି ନେବାରୁ ଫ୍ୟାନ୍ଙ୍କୁ ଗାଳି ଦେବା ସହ ଧକ୍କା ଦେଲେ
ନୂଆଦିଲ୍ଲୀ,: ରାଗରେ ତମ ତମ ହୋଇଗଲେ । ଖାଲି ସେତିକି ନୁହେଁ ଜଣେ ଫ୍ୟାନ୍ଙ୍କୁ ଗାଳି ଦେବା ସହ ଧକ୍କା ମାରିଲେ । ପ୍ରଶଂସକ ଜଣକ କେବଳ ତାଙ୍କ ପସନ୍ଦର ଅଭିନେତ୍ରୀଙ୍କ ସହ ଫୋଟଟିଏ ଉଠାଇବାକୁ ଚାହିଁଥିଲେ । ଏତିକି କଥାରେ ରାଗି ଗଲେ ସମାଜବାଦୀ ପାର୍ଟି ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ।…
ଆସନ୍ତା ସପ୍ତାହରେ ରୁଷ ଗସ୍ତରେ ଯିବେ ଏସ ଜୟଶଙ୍କର
ନୂଆଦିଲ୍ଲୀ,: ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଆସନ୍ତା ଅଗଷ୍ଟ ୨୦ ଓ ୨୧ ତାରିଖରେ ରୁଷକୁ ଦୁଇ ଦିନିଆ ଗସ୍ତରେ ଯିବେ । ଏହି ଗସ୍ତରେ ସେ ରୁଷର ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭ୍ରୋଭଙ୍କ ସହ ଆଲୋଚନା କରିବେ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କାରଣ ଏହା ଆମେରିକାର ରାଷ୍ଟ୍ରପତି…
ଟ୍ରମ୍ପଙ୍କୁ ସାକ୍ଷାତ କରିବେ ମୋଦି
ନୂଆଦିଲ୍ଲୀ/ ୱାଶିଂଟନ, : ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫ୍ ନେଇ ବିବାଦ ରହିଛି । ବାଣିଜ୍ୟ ଚୁକ୍ତି ଉପରେ ମଧ୍ୟ ଆଲୋଚନା ଚାଲିଛି । ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗାମୀ ଆମେରିକା ଗସ୍ତ ବିଷୟରେ ବଡ଼ ସୂଚନା ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଅର୍ଥାତ…
ଟ୍ରମ୍ପ୍ଙ୍କ ବଡ଼ ଘୋଷଣା: ସୁନା ଉପରେ କୌଣସି ଶୁଳ୍କ ରହିବ ନାହିଁ
ୱାଶିଂଟନ,: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ବଡ଼ ଘୋଷଣା କରିଛନ୍ତି । ଟ୍ରମ୍ପ୍ କହିଛନ୍ତି ଯେ, ସୁନା ଉପରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ । ପୂର୍ବରୁ, କଷ୍ଟମସ ଏବଂ ସୀମା ସୁରକ୍ଷା ବିଭାଗ କହିଥିଲା ଯେ, ସୁନା ଉପରେ ଭାରୀ ଟିକସ ଲାଗୁ କରାଯାଇପାରିବ । କିନ୍ତୁ ଟ୍ରମ୍ପ୍ ଏ…
ଭାରତରେ ବୃଦ୍ଧି ପାଇବ ସେମିକଣ୍ଡକ୍ଟର ଉତ୍ପାଦନ
ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ଅଧୀନରେ ଆଉ ଚାରୋଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ଭାରତରେ ଅନୁକୂଳ ପରିବେଶ କାରଣରୁ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ସଂଖ୍ୟା…
ଆଇପିଏଲ-୨୦୨୬ରେ ଖେଳିବା ନେଇ ଧୋନି ପ୍ରତିକ୍ରିୟା
ନୂଆଦିଲ୍ଲୀ, : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ବି ଆଇପିଏଲ ଖେଳୁଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ଅଧିନାୟକତ୍ୱ ଛାଡ଼ିବା ପରେ ଏବେ ସେ କ୍ରିକେଟର ଭାବେ ଟିମରେ ଖେଳିବା ଜାରି ରଖିଛନ୍ତି । ୨୦୨୫ରେ ସେ…
ବିଗ୍ ବସ୍ ସିଜନ୍ ୧୯ରେ ନଜର ଆସିବେ ପହଲଗାମ ହମଲାରେ ଶହୀଦଙ୍କ ପତ୍ନୀ
ନୂଆଦିଲ୍ଲୀ,: ଏପ୍ରିଲ ୨୨, ଏ ତାରିଖକୁ କେହି କେବେ ଭୁଲି ପାରିବେ ନାହିଁ । ମିନି ସ୍ୱିଜରଲାଣ୍ଡ କୁହାଯାଉଥିବା ପହଲଗାମର ବୈସରନ ଘାଟିରେ ରକ୍ତର ନଦୀ ବୁହାଇଥିଲେ ଆତଙ୍କୀ । ନୂଆ ଜୀବନ ଆରମ୍ଭ କରି ସ୍ୱାମୀଙ୍କ ସହ ବୁଲିବାକୁ ଯାଇଥିବା ସ୍ତ୍ରୀଙ୍କ ମଥାରୁ ସିନ୍ଦୂର ପୋଛି ଦେଇଥିଲେ ଆତଙ୍କବାଦୀ ।…
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି
ନୂଆଦିଲ୍ଲୀ, : ରୁଷ ସହ ଯୁଦ୍ଧ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ସୋମବାର ଭାରତର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି କଥା ହୋଇଛନ୍ତି । ୟୁକ୍ରେନର ବିଭିନ୍ନ ସହର ଓ ଗାଁ ଗୁଡ଼ିକରେ ରୁଷ ଜାରି ରଖିଥିବା ହମଲା ସମ୍ପର୍କରେ ସେ ମୋଦିଙ୍କୁ ଅବଗତ କରାଇଛନ୍ତି । ରବିବାର…
ସାଂସଦଙ୍କ ପାଇଁ ନବନିର୍ମିତ ଫ୍ଲାଟଗୁଡିକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ବାବା ଖରକ ସିଂହ ମାର୍ଗରେ ସାଂସଦମାନଙ୍କ ପାଇଁ ନବନିର୍ମିତ ୧୮୪ଟି ଟାଇପ୍ - ୭ ବହୁତଳ ବିଶିଷ୍ଟ ଫ୍ଲାଟ୍ ଉଦଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ କିଛି ଦିନ ତଳେ କର୍ତ୍ତବ୍ୟ ପଥଠାରେ…