Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
‘ଯିଏ ସଲମାନଙ୍କ ସହ କାମ କରିବ, ତା\’ଛାତିରେ ଗୁଳି ବାଜିବ’
ମୁମ୍ବାଇ, : କମେଡିଆନ କପିଲ ଶର୍ମାଙ୍କ କାଫେ କ୍ୟାପ୍ସରେ ପୁଣି ଥରେ ଗୁଳିକାଣ୍ଡ ଘଟିଛି । ଏପର୍ଯ୍ୟନ୍ତ ଏହି କାଫେରେ ଦୁଇଥର ଗୁଳିକାଣ୍ଡ ଘଟିଛି । ଏହା ସହିତ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି । ଏବେ ଏହି ଗ୍ୟାଙ୍ଗ ନିଜେ କପିଲଙ୍କ କାଫେକୁ ବାରମ୍ବାର…
ପିଏମ ମୋଦିଙ୍କ ମାସିକ କାର୍ଯ୍ୟକ୍ରମ \”ମନ୍ କି ବାତ\’ରୁ ଆୟ ୩୪ କୋଟି ଟପିଲା
ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ \"ମନ୍ କି ବାତ’ କାର୍ଯ୍ୟକ୍ରମ ସାରା ଦେଶରେ ଘଟୁଥିବା ସକାରାତ୍ମକ ପରିବର୍ତ୍ତନକୁ ପ୍ରଦର୍ଶିତ କରିବା ଏବଂ ଭାରତର ବିକାଶ ଯାତ୍ରାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଲାଗି ନାଗରିକମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ଅନନ୍ୟ ମଞ୍ଚ ଭାବେ…
ଟ୍ରମ୍ପଙ୍କ ଟାରିଫ୍ ଧମକର ପ୍ରଭାବ; ତଳ ମୁହାଁ ଷ୍ଟକ୍ ମାର୍କେଟ
ମୁମ୍ବାଇ,: ଭାରତୀୟ ଷ୍ଟକ୍ ମାର୍କେଟ୍ ଶୁକ୍ରବାର ଦିନ ପ୍ରାରମ୍ଭିକ ବ୍ୟବସାୟରେ ବୃହତ୍ ହ୍ରାସ ପରିଲକ୍ଷିତ ହୋଇଛି । ଏସ୍ଏଣ୍ଡପି ବିଏସ୍ଇ ସେନସେକ୍ସ ୪୯୬.୨୧ ପଏଣ୍ଟ ହ୍ରାସ ପାଇ ୮୦,୧୨୭.୦୫ରେ ପହଞ୍ଚିଥିବା ବେଳେ ଏନ୍ଏସ୍ଇ ନିଫ୍ଟି ୫୦ ୧୫୧.୬୦ ପଏଣ୍ଟ ହ୍ରାସ ପାଇ
୨୪,୪୪୪.୫୫ରେ ପହଞ୍ଚିଛି…
ଟ୍ରମ୍ପଙ୍କ ଶୁଳ୍କ ଚଡ଼କ: ଓଡ଼ିଶା ଚିଙ୍ଗୁଡ଼ି ରପ୍ତାନି ୭୦ପ୍ରତିଶତ କମିବ
ଭୁବନେଶ୍ୱର, : ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ଖାଦ୍ୟ ରପ୍ତାନି ରାଜ୍ୟ । ଓଡ଼ିଶାର ମୋଟ ଚିଙ୍ଗୁଡ଼ି ଓ ସାମୁଦ୍ରିକ ଖାଦ୍ୟ ରପ୍ତାନିରୁ ପ୍ରାୟ ୭୦ ପ୍ରତିଶତ ଯୁକ୍ତରାଷ୍ଟ୍ର ଆମେରିକାକୁ ହୋଇଥାଏ । ବର୍ଷକୁ ପ୍ରାୟ ୨୦୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ଓଡ଼ିଶା…
ସିଏସକେ ସହ ନିଜର ଭବିଷ୍ୟତକୁ ନେଇ ସୂଚନା ଦେଲେ ଧୋନି
ନୂଆଦିଲ୍ଲୀ, : ଆଇପିଏଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ଅନେକ ଆଲୋଚନା ଓ ଚର୍ଚ୍ଚା ଚାଲିଛି । ଆଗାମୀ ଆଇପିଏଲରେ ଧୋନି ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିବେ କି ନାହିଁ, ତା\'କୁ ନେଇ ସସପେନ୍ସ ଲାଗି ରହିଛି । ୨୦୨୫ ଆଇପିଏଲରେ ସିଏସକେର ଅଧିନାୟକ ଋତୁରାଜ ଗାଏକ୍ୱାଡ ଆହତ ହେବାରୁ…
ମୁଁ ହିନ୍ଦୀରେ କହିବିନି, ବୁଝିଲେ ବୁଝ ନହେଲେ ନାହିଁ: କାଜୋଲ
ମୁମ୍ବାଇ, : ମହାରାଷ୍ଟ୍ରରେ, ବିଶେଷକରି ମୁମ୍ବାଇରେ ମରାଠୀ ବନାମ ହିନ୍ଦୀ ଭାଷାକୁ ନେଇ ବିବାଦ ଚାଲିଛି । ମୁମ୍ବାଇରେ ଅନେକ ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମରାଠୀ କହିବାକୁ ବଳପୂର୍ବକ କୁହାଯାଉଛି । ଅତୀତରେ ଏନେଇ ଅନେକ ବିବାଦ ହେବା ସହ ହିଂସା ମଧ୍ୟ ହୋଇସାରିଛି । ଅନେକ କଳାକାର ହିନ୍ଦୀ ଏବଂ…
‘ୱାର ୨\’ର ଗୀତ ‘ଜନାବେ ଆଲି\’ ଟିଜର ଆଉଟ୍
ମୁମ୍ବାଇ,: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଫିଲ୍ମ ‘ୱାର ୨\' । ଯାହାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହାରି ମଧ୍ୟରେ ବର୍ତ୍ତମାନ ଗୁରୁବାର ନିର୍ମାତା ଫିଲ୍ମର ଗୀତ ‘ଜନାବେ ଆଲି\' ଟିଜର ରିଲିଜ କରିଛନ୍ତି । ଯେଉଁଥିରେ ହ୍ରିତିକ
ରୋଶନ ଓ ଜୁନିଅର…
ଖାଇକୁ ଖସିଲା ସୁରକ୍ଷାକର୍ମୀଙ୍କ ଗାଡି, ୩ ଯବାନ ଶହୀଦ
ଜମ୍ମୁକାଶ୍ମୀର, : ଅପରେସନ ସାରି ଫେରିବା ବେଳେ ଅଘଟଣ । ୨୦୦ ଫୁଟ ଖାଇକୁ ଖସିଲା ସିଆରପିଏଫର ବଙ୍କର ଗାଡି । ୩ ସିଆରିଏଫ୍ ଯବାନ ଶହୀଦ, ୧୫ ଆହତ । ଜମ୍ମୁ କାଶ୍ମୀର ଉଧମପୁର ଜିଲ୍ଲା କଣ୍ଡୱା-ବସନ୍ତଗଡ଼ ମାର୍ଗରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି…
କିଶୋର କୁମାରଙ୍କ ବାୟୋପିକ୍ ଛାଡିଲେ ରଣବୀର
ନୂଆଦିଲ୍ଲୀ, : ବଲିଉଡର ଚକଲେଟ୍ ବଏ ରଣବୀର କପୁର ଏବେ ନୀତେଶ ତିୱାରୀଙ୍କ \"ରାମାୟଣ\' ପାଇଁ ଚର୍ଚ୍ଚାରେ । ୪୦୦୦ କୋଟି ବଜେଟର ଏହି ଫିଲ୍ମରେ ସେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ପ୍ରଥମ ପାର୍ଟ ୨୦୨୬ ଦୀପାବଳି ଓ ଦ୍ୱିତୀୟ ପାର୍ଟ ୨୦୨୭ ଦୀପାବଳୀ ଅବସରରେ ଆସିବ ।…
ଫରହାନ ଖାନଙ୍କ ଆଗାମୀ ଫିଲ୍ମ ‘୧୨୦ ବାହାଦୂର\’ର ଟିଜର ଆଉଟ
ମୁମ୍ବାଇ, : ଖୁବଶୀଘ୍ର ପରଦାରେ ଦେଖିବାକୁ ମିଳିବ ୧୨୦ ସୈନିକଙ୍କ ବୀରତ୍ୱର କାହାଣୀ । ଫରହାନ ଅଖତରଙ୍କ ଅଭିନୀତ ‘୧୨୦ ବାହାଦୂର\' ସିନେମା ହଲରେ ଦମଦାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ । ଆଉ ଏହାରି ମଧ୍ୟରେ ମଙ୍ଗଳବାର ‘୧୨୦ ବାହାଦୂର\'ର ଟିଜର ରିଲିଜ ହୋଇଯାଇଛି । ଏହି ଫିଲ୍ମ ୨୦୨୫…