Browsing Category

New Justice

ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର: ୫-ଟି ଅଧ୍ୟକ୍ଷ ସମ୍ବଲପୁରରେ ବିରୋଧୀଙ୍କୁ ତେରଚ୍ଛା ବାଣ

ଭବାନୀପାଟଣା, ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର ଜିଲ୍ଲା ବୋଲି କହିଛନ୍ତି । ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିମାନ ଯୋଗେ ଆସି ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ…

ବିଜେଡ଼ି ବିରୋଧୀ ମାମଲା ଦିଲ୍ଲୀ ହାଇକୋର୍ଟରେ ଅଗ୍ରାହ୍ୟ

ଭୁବନେଶ୍ୱର, ଜନତା ଦଳ କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ହାଇକୋର୍ଟ ଓଡ଼ିଶା ସରକାର ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ଦଳୀୟ ଚିହ୍ନ "ଶଙ୍ଖ'କୁ ବ୍ୟବହାର କରୁଥିବା ମାମଲାରେ ହସ୍ତ କ୍ଷେପ କରିବାକୁ ମନା କରି ଦେଇଛନ୍ତି। ଏଥି ସହିତ କୋର୍ଟ ଏହି ମାମଲା ପାଇଁ ଓଡିଶା…

କୃଷି ଓଡ଼ିଶା ୨୦୨୪ ଉଦ୍‌ଘାଟିତ ଫୋକସ୍‌ରେ ମହିଳା ସଶକ୍ତିକରଣ

ଭୁବନେଶ୍ୱର, ମା'ମାନଙ୍କ ଉନ୍ନତି କେବଳ ଏକ ପରିବାରକୁ ନୁହେଁ, ସାରା ସମାଜକୁ ତାହାର ଲାଭ ମିଳିଥାଏ। ସେମାନଙ୍କ ସଶକ୍ତୀକରଣ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱୂର୍ଣ୍ଣ କାର୍ଯ୍ୟକ୍ରମ। ମିଶନ ଶକ୍ତି ଜରିଆରେ ମା'ମାନେ ବିକାଶର ସବୁ କ୍ଷେତ୍ରରେ ସହଯୋଗୀ ହୋଇପାରିଛନ୍ତି। କୃଷି କ୍ଷେତ୍ରରେ ସେମାନଙ୍କୁ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହେଲା ଅଙ୍କୁରାରୋପଣ ସାରା ବିଶ୍ୱ ଦେଖିବ ଶ୍ରୀମନ୍ଦିର ସଂସ୍କୃତି : ଗଜପତି

ପୁରୀ, ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ। ଏଥିାଇଁ ଆରମ୍ଭ ହୋଇଛି ପୂଜାବିଧି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ଆଚାର୍ଯ୍ୟବରଣ କରିଛନ୍ତି ଗଜପତି ମହାରାଜା।…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ରଣଦୀପ୍‌

ମୁମ୍ବାଇ, ବଲିଉଡର ଅଭିନେତା ରଣଦୀପ ହୁଡା। ସେ ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ବର୍ତ୍ତମାନ ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଅଭିନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ରାମ ମନ୍ଦିରର ସମାରୋହ ଆୟୋଜିତ ହେବାକୁଯାଉଛି। ଯେଉଁଥିରେ ଦେଶର…

ରହସ୍ୟଘେରରେ ଶ୍ରମିକ କ୍ଷୀର ମାଝୀଙ୍କ ମୃତ୍ୟୁ

ଦାଦନ ସର୍ଦ୍ଦାରର ଭୂମିକାକୁ ନେଇ ପ୍ରଶ୍ନବାଚୀ ଶୁଦ୍ଧିକ୍ରିୟା ପରେ ପୁଣି ଦାଦନ ଖଟିବାକୁ ପରିବାରକୁ ଧମକଚମକ ଏକମାତ୍ର ରୋଜଗାରିଆ ବ୍ୟକ୍ତିକୁ ହରାଇ ବେସାହାରା ପରିବାର ପାଟଣାଗଡ଼, ବେଲପଡା ବ୍ଲକ ଖଲଖଲି ଗାଁର ଦାଦନ ଶ୍ରମିକ କ୍ଷୀର ମାଝୀଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ ରହିଛି। ତାଙ୍କୁ ହତ୍ୟା…

ଗ୍ରେଡ ପେ ବୃଦ୍ଧି ନେଇ ଅମଲା ସଂଘର ଦାବି

ନବରଙ୍ଗପୁର, ଓଡ଼ିଶା ରାଜସ୍ୱ ଅମଲା ସଂଘର ବହୁ ପ୍ରତୀକ୍ଷିତ ଦାବି ପୃଥକ ପାହ୍ୟା ରାଜ୍ୟ ସରକାର ପୂରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଏବଂ ରାଜସ୍ୱ ଅମଲା ସଂଘର ମାର୍ଗଦର୍ଶକ ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କୁ ଓଡିଶା ରାଜସ୍ୱ ଅମଲା…

ଜକର ପଞ୍ଚାୟତରେ ଗଡ଼ିଲା ଶ୍ରୀଜଗନ୍ନାଥ ଅର୍ପଣ ରଥ

ବ୍ରହ୍ମୁର, ପ୍ରତ୍ୟକ ଓଡ଼ିଆଙ୍କ ସହଭାଗିତାରେ ବିଶ୍ୱନୟନ୍ତାଙ୍କ ଐତିହାସିକ ପରିକ୍ରମା ପ୍ରକଳ୍ପ ଲୋକାପଣ ଉତ୍ସବକୁ ପୂର୍ଣ୍ଣାଙ୍ଗ କରିବା ଉଦ୍ଦେଶ୍ୟରେ ଶନିବାର ସାରା ରାଜ୍ୟରୁ ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ିବା ଆରମ୍ଭ କରିଛି ଅର୍ପଣ ରଥ। ଏହି ପରିପ୍ରେକ୍ଷୀରେ ଆଜି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ…

କେନ୍ଦ୍ରାପଡାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

କେନ୍ଦ୍ରାପଡ଼ା, ଦକ୍ଷତା ବିକାଶ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା କେନ୍ଦ୍ରାପଡା ସ୍ୱୟଂଶାସିତ ମହବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ନିଯୁକ୍ତି ମେଳାକୁ ଆନୁଷ୍ଠାନିକ ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ…

ସ୍ୱାମୀଙ୍କ କବାଡ଼ି ଟିମକୁ “ଚିୟର୍‌’ କଲେ ଐଶ୍ୱର୍ଯ୍ୟା

ମୁମ୍ବାଇ, ସଂପର୍କରେ ଫାଟ ଖବର ଭିତରେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଶଶୁର ଅମିତାଭ ବଚ୍ଚନଙ୍କ ସହ ମିଶି ସ୍ୱାମୀ ଅଭିଷେକ ବଚ୍ଚନଙ୍କ କବାଡ଼ି ଟିମ୍‌ ପାଇଁ "ଚିୟର୍‌' କରୁଥିବାର ଦେଖିବାକୁ ମିଳିଛି। ସେହି ସମୟରେ ତାଙ୍କ ସହ ତାଙ୍କ ଝିଅ ଆରାଧ୍ୟା ଓ ଅଭିଷେକଙ୍କୁ ବି ଦେଖିବାକୁ…