Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ବାହାନଗା ଟ୍ରେନ୍ ଟ୍ରାଜେଡି ଦୁଇ ଅଧିକାରୀ ବହିଷ୍କୃତ
ଭୁବନେଶ୍ୱର, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ବଡ଼ ଆକ୍ସନ। ୨ ଅଫିସର ଚାକିରିରୁ ବହିଷ୍କୃତ କଲା ରେଳ ବିଭାଗ। ଘଟଣାର ତଦନ୍ତ ରିପୋର୍ଟ ପରେ ଆକ୍ସନ ନେଇଛି ରେଳ ବିଭାଗ। ସୂଚନା ଅନୁଯାୟୀ, ଷ୍ଟେସନ ସୁ ରିଟେଣ୍ଡେଣ୍ଟ ଏସ.ବି ମହାନ୍ତି ଏବଂ ଡିଭିଜନାଲ ଟ୍ରାଫିକ୍ ଇନ୍ସିପେକ୍ଟର ଏକେ ଖୁଣ୍ଟିଆଙ୍କୁ…
ଏକ ଭାରତ ଶ୍ରେଷ୍ଠ ଭାରତ’ର କାହାଣୀ କହେ ଅଯୋଧ୍ୟା
ନୂଆଦିଲ୍ଲୀ, କାଶ୍ମୀରର ବରଫାବୃତ ଗିରିଶୃଙ୍ଗରୁ କନ୍ୟାକୁମାରୀର ସୂର୍ଯ୍ୟସ୍ନାତ ବେଳାଭୂମି ପର୍ଯ୍ୟନ୍ତ ସବୁଠି ରାମନାମ ପ୍ରତିଧ୍ୱନିତ ହେଉଛି । ସମଗ୍ର ଭାରତ ଭକ୍ତି ଓ ଆଧ୍ୟାତ୍ମିକତାର ଏକ ଆବରଣରେ ଆଚ୍ଛାଦିତ ହୋଇଛି। ଅଯୋଧ୍ୟାରେ ନିର୍ମିତ ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ଭାରତର ଭକ୍ତି ଓ…
ଦୁଇବର୍ଷ ପରେ ଧରାପଡ଼ିଲା ହତ୍ୟାକାରୀ ସ୍ୱାମୀ
ଭୁବନେଶ୍ୱର, ପତ୍ନୀକୁ ତଣ୍ଟି ଚିିପି କରିଥିଲା ହତ୍ୟା। ଆଉ ହତ୍ୟା ପରେ ହୋଇଯାଇଥିଲା ଫେରାର। ଖାଲି ସେତିକି ନୁହେଁ ଦୁଇ ବର୍ଷ ଧରି ପୋଲିସ ଆଖିରେ ଧୂଳି ଦେଇ ଖସିଯାଉଥିଲା ମଧ୍ୟ। ହେଲେ କୁହାଯାଏ "ଚୋର ଘର ସବୁବେଳେ ଅନ୍ଧାର ନଥାଏ'। ଶେଷରେ ପୋଲିସ୍ ହାବୁଡ଼ରେ ପଡ଼ିଛି ଅଭିଯୁକ୍ତ। ଏଭଳି ଏକ…
କିଟ୍ ପକ୍ଷରୁ ଫୁଲବାଣୀରେ ମେଗା ନିଯୁକ୍ତି ମେଳା
ଭୁବନେଶ୍ୱର/କନ୍ଧମାଳ, କନ୍ଧମାଳ ସଂସଦୀୟ କ୍ଷେତ୍ର ନିମନ୍ତେ କୀଟ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କର ପ୍ରୟାସ କୀଟ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ କନ୍ଧମାଳ ସଂସଦୀୟ କ୍ଷେତ୍ର ଅଭିବ୍ୟକ୍ତି ୪ ଜିଲ୍ଲା ଗଞ୍ଜାମ, ନୟାଗଡ଼, ବୌଦ୍ଧ ଓ କନ୍ଧମାଳ…
୨୦ଜଣଙ୍କୁ ରାଜ୍ୟପାଳ ପୋଲିସ ମେଡାଲ
ଭୁବନେଶ୍ୱର, ୨୦୨୩ ବର୍ଷ ପାଇଁ ରାଜ୍ୟପାଳ ପୋଲିସ ପଦକ ଘୋଷଣା। ୨ ଜଣ ଆଇଜିଙ୍କ ସମେତ ୨୦ ଜଣ ପୋଲିସ କର୍ମଚାରୀ ପାଇବେ ସମ୍ମାନଜନକ ରାଜ୍ୟପାଳ ପଦକ। କାଟାଗୋରି ୧ରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ପୋଲିସ ପଦକ ପାଇବେ। ସେହିଭଳି କାଟାଗୋରୀ ୨ରେ ଗଞ୍ଜାମ…
ସଡ଼କ ଦୁର୍ଘଟଣାରେ ଓଡ଼ିଆ ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର
କଟକ,ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର ବିଳମ୍ବିତ ରାତିରେ କଟକନିକଟ ମଙ୍ଗୁଳି ଛକରେ ଘଟିଛି ଏହି ଦୁର୍ଘଟଣା। ଏକ ଟ୍ରକ୍ ପଛରେ ପିଟି ହୋଇଥିଲା ସୁଧାକର ବସନ୍ତଙ୍କ କାର୍। ସେ ବାରି…
ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ ଉଦ୍ଘାଟିତ
ଭୁବନେଶ୍ୱର,ଶୁଭାରମ୍ଭ ହୋଇଛି ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦ୍ଘାଟନ କରିଛନ୍ତି। ସ୍ୱାସ୍ଥ୍ୟସେବାରେ ଏହା ହେବ ରାଜ୍ୟର ସବୁଠୁ ଅତ୍ୟାଧୁନିକ ହସ୍ପପିଟାଲ। ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ୍ରେ ସମସ୍ତ ବିଭାଗ ସହିତ ଅତ୍ୟାଧୁନିକ…
ରାମ ଭକ୍ତିରେ ଭିଜୁଛି ଅଯୋଧ୍ୟା ଆଜି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା
ନୂଆଦିଲ୍ଲୀ,ରାମମୟ ଶ୍ରୀରାମନଗରୀ ଅଯୋଧ୍ୟା। ରାମଧ୍ୱନିରେ ଗୁଞ୍ଜରିତ ହେଉଛି ଗଗନପବନ। ଚାରିଆଡେ଼ ଭାବଭକ୍ତି ଓ ଆନନ୍ଦର ସ୍ୱର୍ଗୀୟ ପରିବେଶ। ଅଯୋଧ୍ୟାକୁ ଦେଶ ବିଦେଶରୁ ଭକ୍ତଙ୍କ ସୁଅ ଛୁଟିଛି। କିଏ ଭଜନ କୀର୍ତ୍ତନ କରୁଛି ତ ଆଉ କିଏ ନୃତ୍ୟରେ ବିଭୋର ହୋଇଉଠିଛନ୍ତି। ବେଦପାଠ ଓ ମନ୍ତ୍ରଧ୍ୱନିରେ…
ଡଙ୍ଗା ବୁଡ଼ି ଚାଲିଗଲା ୧୬ ଜୀବନ
ନୂଆଦିଲ୍ଲୀ,ପିକ୍ନିକ୍ କରିବାକୁ ଯାଇଥିଲେ। ହ୍ରଦରେ ଡଙ୍ଗାରେ ବସି ମଜା ନେଉଥିଲେ। ହେଲେ ଘଟିଲା ଅଘଟଣ। ଓଲଟି ପଡ଼ିଲା ଡଙ୍ଗା। ଚାଲିଗଲା ୧୬ ଜୀବନ। ମୃତକଙ୍କ ମଧ୍ୟରେ ୧୩ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୨ ଜଣ ଶିକ୍ଷକ ଅଛନ୍ତି। ଆହୁରି ୭ ଜଣ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଶିକ୍ଷକ ଓ…
ପରିକ୍ରମା ମାର୍ଗ ପ୍ରଦକ୍ଷିଣ କଲେ ହଜାର ହଜାର ଶ୍ରଦ୍ଧାଳୁ
ପୁରୀ,ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧଳୁ ଆଜି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷଣ କରିଛନ୍ତି। ଗତକାଲି ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବା ପରେ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବାଲାଗି ଜଗନ୍ନାଥ ପ୍ରେମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ…