Browsing Category

ନ୍ୟୁଜ୍

ସ୍ମାରକ ଡାକ ଟିକେଟ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ରାମ ମନ୍ଦିରକୁ ନେଇ ଏକ ସ୍ମାରକ ଡାକ ଟିକେଟ୍‌ ଜାରି କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଡାକ ଷ୍ଟାମ୍ପର ଏକ ପୁସ୍ତକ ମଧ୍ୟ ପ୍ରକାଶ କରିଛନ୍ତି। ପିଏମ ମୋଦୀଙ୍କ ଦ୍ୱାରା ପ୍ରକାଶ କରିଥିବା ଏହି ଡାକ ଷ୍ଟାମ୍ପର  ଡିଜାଇନରେ…

୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନବବଧୂ ଭଳି ସଜେଇ ହୋଇଛି ଅଯୋଧ୍ୟା

ନୂଆଦିଲ୍ଲୀ,ଅଗ୍ରୂଜ୍ୟଙ୍କ ଆରାଧାନା ସହ ରାମ ମନ୍ଦିର ଗର୍ଭଗୃହରେ ଆରମ୍ଭ  ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଆଜିର କାର୍ଯ୍ୟକ୍ରମ ଗଶେଷ ପୂଜନ, ବରୁଣ ପୂଜନ, ବ୍ରାହ୍ମଣବରଣ ଏବଂ ରାମଲାଲାଙ୍କ ବିଗ୍ରହର ଜଳାଧିବାସ ଓ ଗଙ୍ଗାଧିବାସ ହୋଇଛି। ଗତ ରାତିରେ ଗର୍ଭଗୃହରେ ସ୍ଥାପିତ…

ବିମାନ ଟଏଲେଟ୍‌ରେ ଘଣ୍ଟାଏ ଫସି ରହିଲେ ଯାତ୍ରୀ

ନୂଆଦିଲ୍ଲୀ: ମୁମ୍ୱାଇରୁ ବେଙ୍ଗାଲୁରୁ ଯାତ୍ରା କରୁଥିବା ସ୍ପାଇସଜେଟ୍‌ ବିମାନର ଟଏଲେଟରେ ଜଣେ ଯାତ୍ରୀ ଫସି ରହିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଡିଜିସିଏ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣେ ଅଧିକାରୀ ବୁଧବାର କହିଛନ୍ତି । ଅଧିକାରୀ କହିଛନ୍ତି ଯେ ଏହି ଘଟଣା ରକ୍ଷଣାବେକ୍ଷଣ କିମ୍ୱା ଅନ୍ୟ…

ଉତ୍ସର୍ଗୀକୃତ ମନୋଭାବ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୪୬ କର୍ମଚାରୀ ସମ୍ମାନିତ

ଭୁବନେଶ୍ୱର, ପୂର୍ବ ତଟ ରେଳପଥ ବୁଧବାର ଭୁବନେଶ୍ୱରର ରେଳ ଅଡିଟୋରିୟମ ଠାରେ ବିଶିଷ୍ଟ ରେଳ ସେବା  ୨୦୨୩ ପୁରସ୍କାର ସମାରୋହ ପାଳନ କରିଛି। ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ସମସ୍ତ ରେଳବାଇ କର୍ମଚାରୀଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକୁ ପ୍ରଶଂସା କରିବା…

୨୦ ଯାଏ ହାଲୁକା ବର୍ଷା

ଭୁବନେଶ୍ୱର, ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ସମ୍ଭାବନା। ହାଲୁକାରୁ ମଧ୍ୟମ ଧରଣରବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିପାରେ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର…

ସାକାର ହେଲା ଶତାବ୍ଦୀର ସ୍ୱପ୍ନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ, ସାକାର ହେଲା ହେଲା ଶତାବ୍ଦୀର ସ୍ୱପ୍ନ। ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହେଲା ସ୍ୱର୍ଣ୍ଣିମ ଅଧ୍ୟାୟ। ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଛି। ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ୱନି ମଧ୍ୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ…

ଯୁକ୍ତ ତିନି କଲେଜରେ ଖୋଲିବ ସେଲଫ୍ ଡିଫେନସ୍ କ୍ଲବ

ଭୁବନେଶ୍ୱର,ରାଜ୍ୟର ପ୍ରତି ଯୁକ୍ତ ତିନି କଲେଜରେ ଛାତ୍ରୀମାନଙ୍କ ପାଇଁ ଖୋଲିବ ସେଲଫ୍ ଡିଫେନସ୍ କ୍ଲବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୦୦ କଲେଜକୁ ଚିହ୍ନଟ କରାଯାଇଛି । ଯେଉଁଥିରେ ୪୩ ସରକାରୀ କଲେଜ ଥିବାବେଳେ ୧୫୨ ଟି ଏଡେଡ କଲେଜ ସାମିଲ ଅଛି । କଲେଜ ଗୁଡ଼ିକରେ ସେଲଫ୍ ଡିଫେନସ୍ କ୍ଲବ୍ ଖୋଲିବା…

ପାହାଡ଼ରୁ ପଥର ଖସି ଶ୍ରମିକଙ୍କ ମୁତ୍ୟୁ

କୋରାପୁଟ, ଜିଲ୍ଲା ଲକ୍ଷ୍ମୀପୁର ବନ୍ୟାଞ୍ଚଳ ଅଧୀନରେ ଥିବା ମଶାଣି ଝୋଲ୍ଲା ପାହାଡ଼ ତଳେ ବନ ବିଭାଗ ଦ୍ୱାରା ଗଳି କଂଟ୍ରୋଲ କରିବା ନିମନ୍ତେ ପଣସପୁଟ ଗ୍ରାମ ପ୍ରାୟ ୧୫/୨୦ ଜଣ ଶ୍ରମିକମାନଙ୍କୁ ନେଇ ପାହାଡ଼ ଉପରେ ଥିବା ପଥର ତଳକୁ ଖସେଇ ଗଳି କଂଟ୍ରୋଲ ନିର୍ମାଣ କରୁଥିବା ସମୟରେ ପାହାଡ଼ ଉପରୁ ଗୋଟିଏ…

ଓଡ଼ିଶାରେ କମିଛି ଦାରିଦ୍ର୍ୟ ହାର

ନୂଆଦିଲ୍ଲୀ,ବହୁମୁଖୀ ଦାରିଦ୍ର୍ୟ ହାର ହ୍ରାସରେ ଓଡିଶାକୁ ବଡ଼ ଉପଲବ୍ଧି । ଗତ ୧୫ ବର୍ଷରେ ରାଜ୍ୟର ଏକ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି । ଦାରିଦ୍ର୍ୟ ମୁକାବିଲା ଦ୍ୱାରା ସ୍ଥିତି ସୁଧୁରିଥିବା ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ୯ ବର୍ଷ…

୨୬ ତାରିଖ ପର୍ଯ୍ୟନ୍ତ ବଢିଲା ନବୀନ କାର୍ଡ ପଞ୍ଜିକରଣ ଅବଧ

ଭୁବନେଶ୍ୱର, ବିଏସକେୱାଇ ନବୀନ କାର୍ଡ ପଞ୍ଜିକରଣ ପାଇଁ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆଜି ଅର୍ଥାତ୍ ୧୬ ତାରିଖ ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ୨୬ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଜାନୁଆରୀ ୬ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ…