Browsing Category

ନ୍ୟୁଜ୍

ମଣିୁର ହିଂସା: ନିଖୋଜ ୪ ଜଣଙ୍କ ମୃତଦେହ ଉଦ୍ଧାର

ବିଷ୍ଣୁୁର: ଥମୁନି ମଣିୁର ହିଂସା। ଗୁଳିକାଣ୍ଡ ସହିତ ବୋମାମାଡ। ବଳି ପଡୁଛି ନିରୀହ ଜୀବନ। ଗତ ବୁଧବାର ଦିନ ଗୁଳିକାଣ୍ଡ ପରେ ମଣିପୁରର ବିଷ୍ଣୁପୁର ଜିଲ୍ଲାର ଅକାସୋଇ ଗ୍ରାମର ନିଖୋଜ ୪ ଜଣଙ୍କ ଗତକାଲି ମୃତଦେହ ଉଦ୍ଧାର। ଆତଙ୍କବାଦୀମାନେ ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି…

ଯୁବକ-ଯବତୀଙ୍କୁ ସଶକ୍ତ ଲାଗି ବେଦାନ୍ତ ଆଲୁମିନିୟମ ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର, ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ଜାତୀୟ ଯୁବ ଦିବସରେ ଯୁବକମାନଙ୍କ ଉନ୍ନତି ଲାଗି ବିଭିନ୍ନ ଉପାୟରେ ସେମାନଙ୍କୁ ସକ୍ଷମ କରିବାକୁ ତାର ପ୍ରତିଶ୍ରୁତିକୁ ଦୋହରାଇଛି। କମ୍ପାନି ତାର ଦୁଇ ସ୍ତରୀୟ ଆଭିମୁଖ୍ୟକୁ ପ୍ରତି।ଦିତ କରିବା ଲାଗି ବିଶ୍ୱସ୍ତରୀୟ…

ଯାଜପୁରରେ ଆନ୍ତର୍ଜାତୀୟ ଶିଳ୍ପ ସମ୍ମିଳନୀ ଆରମ୍ଭ |

ଯାଜପୁର: ୨ୟ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଯାଜପୁର ଏହି ଶୁକ୍ରବାର ଦିନ ଯାଜପୁର ରୋଡର ଜାଜତି ପ୍ରାଙ୍ଗଣରେ ଆରମ୍ଭ ହେବ। ଏହା ତିନି ଦିନିଆ ଶିଖର ସମ୍ମିଳନୀ, ଓଡିଶା ମୁଖ୍ୟମନ୍ତ୍ରୀ ଏସ୍। ପ୍ରାୟତ  ନବୀନ ପଟ୍ଟନାୟକ | ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତତନ୍ତ ମନ୍ତ୍ରୀ ସ୍ମୃତି ରୀତା…

ଶ୍ରୀରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତେ ୧୧ଦିନିଆ ସ୍ୱତନ୍ତ୍ର ପୂଜାବିଧି ଆରମ୍ଭ

ନୂଆଦିଲ୍ଲୀ,ଜାନୁୟାରୀ ୨୨ ତାରିଖ ଦିନ ଅଯୋଧ୍ୟା ଧାମରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ ଦିନ ବ୍ୟାପୀ ସ୍ୱତନ୍ତ୍ର ବିଧିବିଧାନ ପାଳନ ଆରମ୍ଭ କରିଛନ୍ତି। ଏହା ଏକ ବିରାଟ ଦାୟିତ୍ୱ। ଆମ ଧର୍ମ ଗ୍ରନ୍ଥରେ କୁହାଯାଇଛି ଯେ ଭଗବାନଙ୍କ ଆରାଧନା ଓ ପୂଜା…

ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର: ୫-ଟି ଅଧ୍ୟକ୍ଷ ସମ୍ବଲପୁରରେ ବିରୋଧୀଙ୍କୁ ତେରଚ୍ଛା ବାଣ

ଭବାନୀପାଟଣା, ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ରୂପାନ୍ତରଣରେ କଳାହାଣ୍ଡି ଏକ ନମ୍ବର ଜିଲ୍ଲା ବୋଲି କହିଛନ୍ତି । ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିମାନ ଯୋଗେ ଆସି ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ…

ବିଜେଡ଼ି ବିରୋଧୀ ମାମଲା ଦିଲ୍ଲୀ ହାଇକୋର୍ଟରେ ଅଗ୍ରାହ୍ୟ

ଭୁବନେଶ୍ୱର, ଜନତା ଦଳ କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ହାଇକୋର୍ଟ ଓଡ଼ିଶା ସରକାର ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ଦଳୀୟ ଚିହ୍ନ "ଶଙ୍ଖ'କୁ ବ୍ୟବହାର କରୁଥିବା ମାମଲାରେ ହସ୍ତ କ୍ଷେପ କରିବାକୁ ମନା କରି ଦେଇଛନ୍ତି। ଏଥି ସହିତ କୋର୍ଟ ଏହି ମାମଲା ପାଇଁ ଓଡିଶା…

ଡାକ୍ତରଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ପରିସ୍କାର ଅକ୍ଷରରେ ଲେଖନ୍ତୁ ପ୍ରେସକ୍ରିସନ

ଭୁବନେଶ୍ୱର, ପଢ଼ି ହେଉଥିବା ଭଳି ଅକ୍ଷରରେ ଲେଖନ୍ତୁ ପ୍ରେସକ୍ରିସନ। କିମ୍ବା ଟାଇପ୍‌ ହୋଇଥିବା ପ୍ରେସକ୍ରିସନ୍‌ ଦିଅନ୍ତୁ ଡାକ୍ତର। ଏନେଇ ସବୁ ସରକାରୀ ଓ ଘରୋଇ ଡାକ୍ତରଙ୍କୁ ମୁଖ୍ୟ ଶାସନ ସଚିବ ଦେଇଛନ୍ତି ନିର୍ଦ୍ଦେଶ। ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ କ୍ୟାପିଟାଲ ଲେଟର କିମ୍ବା ସ୍ପଷ୍ଟ…

ଦେଶର ଦୀର୍ଘତମ ଭୂକମ୍ପ ନିରୋଧୀ ବୃହତ୍ତମ ସେତୁ ଉଦ୍‌ଘାଟିତ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ପ୍ରାୟ ୧୭,୮୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅଟଳ ସେତୁ ହେଉଛି ଭାରତର ସବୁଠାରୁ ଲମ୍ବା ସେତୁ ଏବଂ ଦେଶର ସବୁଠାରୁ ଲମ୍ବା ସମୁଦ୍ର ସେତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନଭି ମୁମ୍ବାଇଠାରେ ଅଟଳ ବିହାରୀ ବାଜପେୟୀ  ସେୱାରୀ-ନୱା ସେୱା ଅଟଳ ସେତୁକୁ…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ରଣଦୀପ୍‌

ମୁମ୍ବାଇ, ବଲିଉଡର ଅଭିନେତା ରଣଦୀପ ହୁଡା। ସେ ପ୍ରାୟତଃ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ବର୍ତ୍ତମାନ ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାକୁ ଅଭିନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ରାମ ମନ୍ଦିରର ସମାରୋହ ଆୟୋଜିତ ହେବାକୁଯାଉଛି। ଯେଉଁଥିରେ ଦେଶର…

ରହସ୍ୟଘେରରେ ଶ୍ରମିକ କ୍ଷୀର ମାଝୀଙ୍କ ମୃତ୍ୟୁ

ଦାଦନ ସର୍ଦ୍ଦାରର ଭୂମିକାକୁ ନେଇ ପ୍ରଶ୍ନବାଚୀ ଶୁଦ୍ଧିକ୍ରିୟା ପରେ ପୁଣି ଦାଦନ ଖଟିବାକୁ ପରିବାରକୁ ଧମକଚମକ ଏକମାତ୍ର ରୋଜଗାରିଆ ବ୍ୟକ୍ତିକୁ ହରାଇ ବେସାହାରା ପରିବାର ପାଟଣାଗଡ଼, ବେଲପଡା ବ୍ଲକ ଖଲଖଲି ଗାଁର ଦାଦନ ଶ୍ରମିକ କ୍ଷୀର ମାଝୀଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ ରହିଛି। ତାଙ୍କୁ ହତ୍ୟା…