Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ପିଲାଙ୍କୁ ପାଠ ପଢ଼ାଉ ପଢ଼ାଉ ଟଳି ପଡ଼ିଲେ ଶିକ୍ଷକ
ପିଲାଙ୍କୁ ପାଠ ପଢ଼ାଉ ପଢ଼ାଉ ଟଳି ପଡ଼ିଲେ ଶିକ୍ଷକ କୋକସରା, ଜଣେ କର୍ମଠ ଓ ନିଷ୍ଠାପର ଶିକ୍ଷକ ଭାବେଶିକ୍ଷକ ମହଲରେ ପରିଚିତ ଥିବା ଜଣେ ଶିକ୍ଷକ ଶ୍ରେଣୀ କୋଠରୀରେଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ସମୟରେ ହଠାତ୍ ଅସୁସ୍ଥ ହୋଇପଡି ଗୁରୁତର ଅବସ୍ଥାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।…
ବିଜେଡି ନେତ୍ରୀଙ୍କ ସାଙ୍ଗଠନିକ ବୈଠକ
ବିଜେଡି ନେତ୍ରୀଙ୍କ ସାଙ୍ଗଠନିକ ବୈଠକ ଖୋର୍ଦ୍ଧା, ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଜନତାଦଳର ସଂଗଠନକୁ ସଶକ୍ତ ଓ ଗତିଶୀଳ କରିବା ପାଇଁ ଦୀର୍ଘ ସୂତ୍ରୀ କାର୍ଯ୍ୟକ୍ରମଆଧାରରେ ପ୍ରତି ପଞ୍ଚାୟତ ଭଳି ନନ୍ଦପୁର ଗ୍ରାମ ପଞ୍ଚାୟତର ପ୍ରତେକ ୱାର୍ଡରୁ ପ୍ରାୟ ୧୭୦ରୁ ଊଦ୍ଧ୍ୱର୍ ବିଜେଡି ଛାମୁଆ…
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ପିଟିିଟି ହତ୍ୟା
ବୌଦ୍ଧ, ବୌଦ୍ଧ ଥାନା ହରଭଙ୍ଗା ବ୍ଳକ ଅର୍ନ୍ତଗତ ସାମ୍ପୋଚ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ଦୁଇଭାଇ ଜଣେ ଯୁବକକୁ ଠେଙ୍ଗାରେ ପିଟି ପିଟି ହତ୍ୟାକରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସାମ୍ପୋଚ ଗ୍ରାମର ସତ୍ୟନାରାୟଣ ସ୍ୱାଇଁ ବୋଲି…
ସ୍ୱାମୀଙ୍କ କବାଡ଼ି ଟିମକୁ “ଚିୟର୍’ କଲେ ଐଶ୍ୱର୍ଯ୍ୟା
ମୁମ୍ବାଇ, ସଂପର୍କରେ ଫାଟ ଖବର ଭିତରେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଶଶୁର ଅମିତାଭ ବଚ୍ଚନଙ୍କ ସହ ମିଶି ସ୍ୱାମୀ ଅଭିଷେକ ବଚ୍ଚନଙ୍କ କବାଡ଼ି ଟିମ୍ ପାଇଁ "ଚିୟର୍' କରୁଥିବାର ଦେଖିବାକୁ ମିଳିଛି। ସେହି ସମୟରେ ତାଙ୍କ ସହ ତାଙ୍କ ଝିଅ ଆରାଧ୍ୟା ଓ ଅଭିଷେକଙ୍କୁ ବି ଦେଖିବାକୁ…
ଚେୟାରରେ ବସି ବିତର୍କ କରିବାକୁ ଆଇନଜୀବୀଙ୍କୁ ପରାମର୍ଶ
ନୂଆଦିଲ୍ଲୀ ଭାରତର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ତାଙ୍କ କାର୍ଯ୍ୟ ପାଇଁ ହେଡଲାଇନରେ ରହିଛନ୍ତି। ନିକଟରେ ସେ ଭାରତ ଗସ୍ତ ପାଇଁ ଖବରରେ ଥିଲେ। କିନ୍ତୁ ଏଥର ସେ ଅନ୍ୟ ଏକ କାରଣରୁ ଖବରରେ ଅଛନ୍ତି। ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ବେଳେବେଳେ ସେ ନରମ ରୁହନ୍ତି ଏବଂ ବେଳେ ବେଳେ ସେ…
ଆକାଶପଥରେ ଯୋଡି ହେଲା ଲାଲଗଡ
ଏହା ପରେ ଆଜି ମାଲକାନଗିରିକୁ ମଧ୍ୟ ଆକାଶପଥରେ ସଂଯୋଗ କରାଯିବାପରେ ସାରା ରାଜ୍ୟର ଦୂରବର୍ତୀ ଅଂଚଳଗୁଡିକରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ। ଓଡିଶାରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଏହା ଖୁବ୍ ଗୁରୁତ୍ୱୂର୍ଣ୍ଣ। ମାଲକାନଗିରି ବିମାନ ବନ୍ଦର ୨୩୩ ଏକର ଅଂଚଳରେ ପରିବ୍ୟାପ୍ତ…
ଓଏମ୍ସିକୁ ଜାତୀୟ ପୁରସ୍କାର
ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ନୂଆଦିଲ୍ଲୀରେ ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୩ ପ୍ରଦାନ ଉତ୍ସବରେ ଓଡ଼ିଶା ଖଣନିନିଗମ ପୁରସ୍କୃତ ହୋଇଛି। ରାଷ୍ଟ୍ରତି ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ଲାଭ କରିଛି…
ଗାଁ ଦାଣ୍ଡରୁ ବଡ଼ଦାଣ୍ଡ
ସବୁଠୁ ଶୁଭୁଛି ଜୟଜଗନ୍ନାଥ ପୁରୀ, ନବୀନ ପଟ୍ଟନାୟକଙ୍କ ଡ୍ରିମ ପ୍ରୋଜେକ୍ଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଇତି ମଧ୍ୟରେ ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନକୁ ନେଇ ଏବେ ପୁରୀ ସହର ହୋଇଉଠିଛି ଚଳଚଞ୍ଚଳ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ…
ଏସସିବିରୁ ଡିସ୍ଚାର୍ଜ ହେଲେ ପଦ୍ମଶ୍ରୀ କମଳା ପୂଜାରୀ
କଟକ, ଏସସିବିରୁ ଡିସାର୍ଜ ହେଲେ ପଦ୍ମଶ୍ରୀକମଳା ପୂଜାରୀ। ଗତ ଜାନୁୟାରୀ ୫ ତାରିଖରେ ଚିକିତ୍ସା ପାଇଁ ଏସସିବି ମେଡିକାଲ ନ୍ୟୁ ମେଡିସିନ ୱାର୍ଡରେ ଭର୍ତ୍ତି ହୋଇଥିଲେ ପଦ୍ମଶ୍ରୀ କମଳା ପୂଜାରୀ। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏସସିବିରୁ ଡିସାର୍ଜ ହୋଇଛନ୍ତି। ପଦ୍ମଶ୍ରୀ କମଳା ପୂଜାରୀ କିଡନୀ…
ୟୁକୋ ବ୍ୟାଙ୍କର ପ୍ରତିଷ୍ଠା ଦିବସ
ଭୁବନେଶ୍ୱର, ୟୁକୋ ବ୍ୟାଙ୍କର ୮୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୱାକାଥନ୍, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ୟାଙ୍କର…