Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ଟ୍ଵିନ୍ ସିଟିକୁ ଜଗିବେ ୫୦ ପ୍ଲାଟୁନ ଫୋର୍ସ
ଭୁବନେଶ୍ୱର, : ନୂଆ ବର୍ଷ ପାଇଁ ଆକ୍ଟିଭ୍ ମୋଡ଼ରେ କମିଶନରେଟ୍ ପୋଲିସ। ନୂଅବର୍ଷ ପାଳନ ସମୟରେ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଟ୍ୱିନ୍ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। କଟକ ଓ ଭୁବନେଶ୍ୱରରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ।…
ନିଯୁକ୍ତି ପାଇବେ ୧୦ ହଜାରରୁ ଉର୍ଦ୍ଧ
ଭୁବନେଶ୍ୱର, : ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଛନ୍ତି। ଶିଳ୍ପ ଅନୁକୂଳ ନୀତି ସହ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ଏବଂ ଆକର୍ଷଣୀୟ ରିଆତି ଏ କ୍ଷେତ୍ରରେ ବେଶ୍ ସହାୟକ ହୋଇପାରୁଛି। ରାଜ୍ୟକୁ ଦେଶ, ବିଦେଶର ବହୁ ପ୍ରତିଷ୍ଠିତ…
ଭାରତୀୟ ମୁଦ୍ରାରେ କିଣାଯାଇ ପାରିବ ଅଶୋଧିତ ତୈଳ
ନୂଆଦିଲ୍ଲୀ: ଭାରତକୁ ଗ୍ଲୋବାଲ ମାର୍କେଟରୁ ବଡ଼ ସଫଳତା ମିଳିଛି। ଦୀର୍ଘ ସମୟ ହେଲା ଜାରିଥିବା ଉଦ୍ୟମକୁ ସଫଳତା ମିଳିଛି ଓ ସଂଯୁକ୍ତ ଆରବ ଏମିରେଟ (ୟୁଏଇ) ଟଙ୍କାରେ ନେଣଦେଣ କରିବାରେ ପ୍ରଥମ ଦେଶ ପାଲଟିଛି। ଭାରତ ୟୁଏଇରୁ ଅଶୋଧିତ ତୈଳ (କ୍ରୁଡ) କିଣି ଭାରତୀୟ ମୁଦ୍ରାରେ ପୈଠ କରିଛି, ଯାହା…
ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ୍ଙ୍କ ଯାତ୍ରା ବେଶ୍ ପ୍ରେରଣାଦାୟୀ
ନୂଆଦିଲ୍ଲୀ: ବେଦାନ୍ତ ଲିମିଟେଡ୍ର ମୁଖ୍ୟ ଅନିଲ ଅଗ୍ରୱାଲ୍ ଏବେ ଏକ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କମ୍ପାନି ଉପରେ ୮୩୦୦ କୋଟି ଟଙ୍କାରୁ ଅଧିକ ଋଣ ଥିବା ବେଳେ ବେଦାନ୍ତ ରାଜନୈତିକ ଦଳଗୁଡ଼ିକୁ ୨୦୦ କୋଟି ଟଙ୍କାର ପାଣ୍ଠି ଦେବ। ଚଳିତ ବର୍ଷ କମ୍ପାନି୧୫୫ କୋଟି ଟଙ୍କାର ପାଣ୍ଠି…
ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ୩ରେ ପହଞ୍ଚିଲା
ଭୁବନେଶ୍ୱର, : ଦୁଇ ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରୋଗୀ ଜଣକ ସୁସ୍ଥ ଅଛନ୍ତି ଓ ସେ ଘରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଚିହ୍ନଟ କୋଭିଡ୍ ଆକ୍ରାନ୍ତ ଜଣକ କରୋନାର ନୂଆ ପ୍ରଜାତି ଜେଏନ୍.୧ରେ ଆକ୍ରାନ୍ତ କି ନୁହେଁ ତାହା ସ୍ପଷ୍ଟ…
ପାଣ୍ଡ୍ୟାଙ୍କ ପାଇଁ ୧୦୦ କୋଟି ନେଇଛି ଗୁଜୁରାଟ ଟାଇଟନ୍ସ!
ମୁମ୍ବାଇ, ୨୬ା୧୨: ନିକଟରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରୋହିତ ଶର୍ମାଙ୍କ ସ୍ଥାନରେ ଆଗାମୀ ଆଇପିଏଲ୍ ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ର ଅଧିନାୟକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଇପିଏଲ୍ ନିଲାମ ୨୦୨୪ ପୂର୍ବରୁ ପ୍ରଥମେ ଗୁଜରାଟ ଟାଇଟାନ୍ସ (ଜିଟି) ଦ୍ୱାରା…
୨୦୨୫ ଚାମ୍ପିଆନ୍ସ ଟ୍ରଫି ଲାଗି ପଠାଇବନି ଖେଳାଳି!
ମୁମ୍ବାଇ, ୨୬ା୧୨: ଏସିଆ କପ୍ ପରେ ପୁଣି ଥରେ ପାକିସ୍ତାନକୁ ଲାଗିବ ଝଟକା। ହାତରୁ ଖସିପାରେ ୨୦୨୫ ଚମ୍ପିଆନ୍ସ ଟ୍ରଫିର ଆୟୋଜନ। ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇନପାରେ ଭାରତୀୟ ଟିମ୍। ଯାହାକୁ ନେଇ ଏବେଠୁ ଚିନ୍ତାରେ ପାକିସ୍ତାନ କ୍ରିକେଟ୍ ବୋର୍ଡ। ଆଗାମୀ ୨୦୨୫ ଚମ୍ପିଆନ୍ସ…
ମନ୍ଦିର ବିବାଦ
ଆସନ୍ତା ମାସରେ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବେ। ଗୋଟିଏ ପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି…
ଭିଭୋ ଅଧିକାରୀଙ୍କୁ ଇଡି ଗିରଫ ପରେ ନାଲିଆଖି ଦେଖାଇଲା ଚୀନ୍
ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା ଭିଭୋର କିଛି ଅଧିକାରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯିବା ପରେ ଚୀନ୍ ତାହାକୁ ନେଇ ଆପତ୍ତି ଉଠାଇଛି। ଆମ କଂପାନି ସହ ଭେଦଭାବ କରନାହିଁ ବୋଲି ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ମାଓ…
ସେବା ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ସଂକଳ୍ପ
ଭୁବନେଶ୍ୱର,୨୬ା୧୨ : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ଲୋକଙ୍କ ହିତରେ କାର୍ଯ୍ୟ କରିବା ପାଇଁ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ। ୨୬ ବର୍ଷ ଧରି ସେହି ଦଳ ନିରବଚ୍ଛିନ୍ନ ଭାବେ ଓଡ଼ିଶାବାସୀଙ୍କ ସେବା କରି ଆସୁଛି ଏବଂ ଓଡ଼ିଶାର ବିକାଶ…