Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପର ସୋନପୁର-ପୁରୁଣାକଟକ ରେଳ ସେକ୍ସନ ଯାଞ୍ଚ କଲେ ପୂର୍ବତଟ ରେଳପଥ…
ଭୁବନେଶ୍ୱର,: ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ଓଡିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ଖୋର୍ଦ୍ଧା ରୋଡ୍ବଲାଙ୍ଗିର ନୂତନ ଲାଇନର ନିର୍ମାଣାଧୀନ ସୋନପୁର-ପୁରୁଣାକଟକ ରେଳ ସେକ୍ସନ ନିରୀକ୍ଷଣ କରିଛନ୍ତି । ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ…
ରେକର୍ଡ ସ୍ତରରେ ରୁପା ଦର
ନୂଆଦିଲ୍ଲୀ,: ବିଗତ କିଛି ମାସ ହେବ ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନା ଓ ରୁପା
ଦର । ମାତ୍ର କିଛି ଦିନର ବ୍ୟବଧାନ ପରେ ଦେଶରେ ସୁନା ଓ ରୁପାର ଚାହିଦା ପୁଣି ଥରେ ବଢ଼ିଛି । ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ଟଙ୍କା ନିକଟତର ହେଉଥବାବେଳେ ରୁପା ମୂଲ୍ୟ ମଧ୍ୟ ଲକ୍ଷେ ଟଙ୍କା ଉପରକୁ…
ଲାଞ୍ଚ ପାଇଁ ଗାଇସିଲେଟ୍ ବ୍ଲକ କନିଷ୍ଠ ଯନ୍ତ୍ରୀ ଗିରଫ
ବରଗଡ଼ ଜିଲ୍ଲାରେ, ଗାଇସିଲେଟ୍ ବ୍ଲକରେ କନିଷ୍ଠ ଯନ୍ତ୍ରୀ (JE) ସୁଶ୍ରୀ ସୁସ୍ମିତା ଓରାମଙ୍କୁ ଆଜି ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଜଣେ ଠିକାଦାରଙ୍କଠାରୁ 8,000 ଟଙ୍କା ଲାଞ୍ଚ ଦାବି ଏବଂ ଗ୍ରହଣ କରିବା ଅଭିଯୋଗରେ ଗିରଫ କରାଯାଇଛି। ଏହି ଦେୟ ଥିଲା ମୋଟ 32,000 ଟଙ୍କା ଏକ ବଡ଼ ଲାଞ୍ଚ ଅନୁରୋଧର…
ଶାହାରୁଖ-ଭେତ୍ରିମାରନଙ୍କ ଫଟୋ ଭାଇରାଲ୍; ତାମିଲ୍ ଫିଲ୍ମ କାଷ୍ଟିଂକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ, : ଲୋକପ୍ରିୟ ତାମିଲ ଫିଲ୍ମ ମେକର୍ ଭେତ୍ରିମାରନଙ୍କ ସହ ଶାହରୁଖ ଖାନଙ୍କ ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯାହାକୁ ନେଇ ବଲିଉଡରେ କୋଲାବରେସନ୍ ଚର୍ଚ୍ଚା ଜୋର ଧରିଛି । ଏହି ଫଟୋରେ ଏକ ରେନି ଇଭିନିଂରେ ନିର୍ଦ୍ଦେଶକଙ୍କ ପାଖରେ ଠିଆ ହୋଇ ଶାହରୁଖ…
ଫ୍ରେଞ୍ଚ ଓପନ: ଫାଇନାଲରେ ବିଶ୍ୱର ୧ନଂ ସିନରଙ୍କୁ ହରାଇ ଅଲକାରାଜ ଚାମ୍ପିଅନ୍
ପ୍ୟାରିସ, ୯ା୮ : ବିଶ୍ୱର ଏକ ନମ୍ବର ଖେଳାଳି ଜାନିକ ସିନରଙ୍କୁ ୪-୬, ୬-୭ (୪-୭), ୬-୪, ୭-୬ (୭-୪), ୭-୬ (୧୦-୨) ସେଟରେ ପରାଜିତ କରି ଦୁଇ ନମ୍ବର ଖେଳାଳି କାର୍ଲୋସ ଅଲକାରାଜ ଫ୍ରେଞ୍ଚ ଓପନ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ସିନର ଏବଂ ଅଲକାରାଜ ଦୁଇ ଯୁବ ଖେଳାଳି । ଜଣେ ବିଶ୍ୱର ୧…
ପୁସ୍ତକ ଉନ୍ମୋଚନ ପାଠ, ଧର୍ମଗଡ଼
ଧର୍ମଗଡ଼,: ନାରୀ ମନସ୍ତତ୍ତ୍ୱର ସଫଳ ଚିତ୍ରଣ ଗଳ୍ପ ଗୁଡ଼ିକୁ କରିଛି ପ୍ରାଣବନ୍ତ ଗାଳ୍ପିକା ରଶ୍ମି ରଞ୍ଜିତା ସିଂହ ଙ୍କ ଗଳ୍ପ ସଂକଳନ"ଫୁଲ ପାଖୁଡ଼ା ରେ ଶୀତ" ଉନ୍ମୋଚିତ। ମନସ୍ତତ୍ତ୍ୱର ସଫଳ ଚିତ୍ରଣ ଗଳ୍ପ ଗୁଡ଼ିକୁ କରିଛି ପ୍ରାଣବନ୍ତ । ସାମ୍ପ୍ରତିକ ସମୟ ର ଘଟଣା ସମୂହ କୁ ଅତି ଉଚ୍ଚକୋଟୀର…
ଧର୍ମଗଡ଼ ଉପ ଜିଲ୍ଲାପାଳ ଙ୍କ ଘରେ ପୁଳା ପୁଳା ଟଙ୍କା, ରେଡ୍ କଲା ଭିଜିଲାନ୍ସ, ୧୦ ଲକ୍ଷ ସମେତ ୪୭ ଲକ୍ଷ ଟଙ୍କା ଜବତ।
ଧର୍ମଗଡ଼ : ଆଇଏଏସଙ୍କ ଘରେ ପୁଳା ପୁଳା ଟଙ୍କା । ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଘରେ ପଶିଲା ଭିଜିଲାନ୍ସ । ଉପଜିଲ୍ଲାପାଳ ଧିମନ ଚକମାଙ୍କୁ ଧରିଲା ଭିଜିଲାନ୍ସ।ଲାଞ୍ଚ ଟଙ୍କା ଜବତ ପରେ ବାସଭବନ ରେ ରେଡ୍ କରିଥିଲା ଦୁର୍ନୀତି ନିବାରଣ ସଂସ୍ଥା । ରେଡ ବେଳେ ୪୭ ଲକ୍ଷ ଟଙ୍କା ଜବତ ହୋଇଛି । ସୂଚନା…
ଗୋଟିଏ ବର୍ଷରେ ୫୦% ବଢିଛି ସୁନା ଦର
ନୂଆଦିଲ୍ଲୀ,: ସୁନାରେ ନିବେଶ କରୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ସମୟ କାରଣ ଏକ ସୁରକ୍ଷିତ ସମ୍ପତ୍ତି ଭାବରେ ଏହାର ଚାହିଦା ନିରନ୍ତର ବୃଦ୍ଧି ପାଉଛିୟ ପ୍ରତିବର୍ଷ ସୁନା ଦର ଦ୍ରୁତ ଗତିରେ ବଢିଚାଲିଛି । ସୁନରେ ନିବେଶ କରୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ସମୟ କାରଣ ଏକ ସୁରକ୍ଷିତ ସମ୍ପତ୍ତି…
ମହିଳାଙ୍କ ବିକାଶ ଠାରୁ କୈନ୍ଦ୍ରିକ ବିକାଶ ଦିଗରେ ଅଗ୍ରସର ହେଉଛି ଭାରତ
ନୂଆଦିଲ୍ଲୀ, ୮ା୬ : ଅନେକ ପିଢ଼ି ଧରି, ଭାରତୀୟ ମହିଳାମାନେ ନାନା ପ୍ରତିବନ୍ଧକକୁ ସାମ୍ନା କରି ଆସୁଥିଲେ । ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ନିଯୁକ୍ତି ଏବଂ ନିଷ୍ପତ୍ତି ନେବାରେ ସୀମିତ ସୁଯୋଗ ମିଳୁଥିଲା । ବିଶେଷ କରି ଗ୍ରାମୀଣ ଏବଂ ଅବହେଳିତ ସମ୍ପ୍ରଦାୟରେ ଏହାର ଅଧିକ ପ୍ରଭାବ…
କଳାହାଣ୍ଡିରେ ପଛୁଆ ବର୍ଗ(OBC)ମଞ୍ଚର କର୍ମକର୍ତ୍ତା ଚୟନ ଓ ସାମ୍ବାଦିକ ସମ୍ମିଳନୀ।
ଧର୍ମଗଡ଼: ଭବାନୀପାଟଣା ଅମଲା ଭବନ ଠାରେ ପଛୁଆ ବର୍ଗ(OBC)ମଞ୍ଚ କଳାହାଣ୍ଡି କର୍ମକର୍ତ୍ତା ଚୟନ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ପଛୁଆ ବର୍ଗ(OBC)ମଞ୍ଚ ଜିଲ୍ଲା ସଭାପତି ଭାବେ ଡମ୍ବରୁଧର ଲହଜଲ, କାର୍ଯ୍ୟକାରୀ ସଭାପତି ସଚ୍ଚିଦାନନ୍ଦ ମହାଖୁଡ, ଉପ-ସଭାପତି…