Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା
କଟକ, : ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ମନା କଲା କେନ୍ଦ୍ର ସଂସ୍କୃତି ବିଭାଗ । ଚିଠି ମାଧ୍ୟମରେ କଟକ ମେୟରଙ୍କୁ ଉତ୍ତର ରଖିଛି ବିଭାଗ । ପୂର୍ବରୁ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଥିଲେ ଏହି ପ୍ରସଙ୍ଗରେ । ଏମିତିକି ନିକଟରେ ମେୟର ସୁବାସ ସିଂହ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ଯାଇ ପୁଣି…
୨୫ରୁ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ
ଭୁବନେଶ୍ୱର, : କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ୯ମ ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ ଆସନ୍ତା ନଭେମ୍ବର ୨୫ ଏବଂ ୨୬ ଦୁଇଦିନ ଧରି ଅନୁଷ୍ଠିତ ହେବ । ସ୍କୁଲ ପିଲାମାନଙ୍କ ପାଇଁ ଏଭଳି ଜାତୀୟ ସ୍ତରୀୟ ଶିଶୁ ସାହିତ୍ୟ ମହୋତ୍ସବ ଆୟୋଜନ କରିବାରେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ହେଉଛି ଭାରତର…
ଜାମ୍ମୁ-କାଶ୍ମୀରରେ ଆଉ ଜଣେ ଯବାନ ଶହୀଦ
ଶ୍ରୀନଗର: ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏନ୍କାଉଣ୍ଟରରେ ଗୁରୁବାର ପୁଣି ଜଣେ ଯବାନ ଶହୀଦ ହୋଇଛନ୍ତି । ଗତକାଲି ୪ ଜଣ ଶହୀଦ ହୋଇଥିଲେ । ଆଜି ଆଉ ଜଣେ ସହିଦ ହେବା ପରେ ଏପର୍ଯ୍ୟନ୍ତ ୫ ସୁରକ୍ଷାକର୍ମୀ ସହିଦ ହେଲେଣି । ଗତକାଲି କ୍ୟାପ୍ଟେନ ସ୍ତରର ଦୁଇ…
ଡେଙ୍ଗୁର ୬୦ପ୍ରତିଶତ ରୋଗୀଙ୍କ ଠାରେ ଡେନ-୨ର ଲକ୍ଷଣ: ପିଜିଆଇର ସଭେ
ନୂଆଦିଲ୍ଲୀ: ପୂର୍ବ ବର୍ଷ ଅପେକ୍ଷା ଡେଙ୍ଗୁ ବେଶୀ ଡରେଇବାରେ ଲାଗିଛି । ଡେଙ୍ଗୁର ପ୍ରାୟ ୬୦ପ୍ରତିଶତ ରୋଗୀଙ୍କ ମଧ୍ୟରେ ଡେନ-୨ର ଷ୍ଟ୍ରେନ ଦେଖିବାକୁ ମିଳିଛି । ବାକି ୪୦ପ୍ରତିଶତରେ ଡେନ ୧ ଓ ଡେନ-୩ ଷ୍ଟ୍ରେନ ମିଳିଛି । ଡେନ-୧ ଓ ୩ ଅପେକ୍ଷା ଡେନ ୨ ଅଧିକ ବିପଜ୍ଜନକ ବୋଲି କୁହାଯାଉଛି ।…
ଚୀନ୍ରେ ପୁଣି ବ୍ୟାପିଲା ଅଜଣା ରୋଗ
ବେଜିଂ: ଚାଇନାରେ ପୁଣି ଏକ ଅଜଣା ରୋଗ ବ୍ୟାପିଛି । ସ୍ୱାଇନ ଫ୍ଲୁ ଭଳି ରୋଗ ଅଧିକାଂଶ ପିଲାଙ୍କ ମଧ୍ୟରେ ବ୍ୟାପୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଏହି ରହସ୍ୟମୟ ରୋଗ ବିଷୟରେ ଅଧିକ ସୂଚନା ପାଇଁ ବେଜିଂକୁ କହିଛି । ଖବର ଅନୁଯାୟୀ, ଚାଇନାର ଡାକ୍ତରଖାନାଗୁଡ଼ିକରେ ଏହି ଅଜଣା ରୋଗରେ…
ଡିପ୍ଫେକ୍ ରୋକିବାକୁ ଅଣ୍ଟା ଭିଡ଼ିଲା କେନ୍ଦ୍ର
ନୂଆଦିଲ୍ଲୀ,୨୩ା୧୧: ଅଭିନେତା ହୁଅନ୍ତୁ କି ନେତା, ସେଲିବ୍ରିଟି ହୁଅନ୍ତୁ ଅବା ସାଧାରଣ ଜନତା ଏବେ ସମସ୍ତଙ୍କୁ ଘାରିଛି ଡିପ୍ଫେକ୍ର ଡର । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ପ୍ରଯୁକ୍ତି ବ୍ୟବହାର କରି ନକଲି ଭିଡ଼ିଓ ପ୍ରସ୍ତୁତ କରାଯିବାକୁ ନେଇ ବଢ଼ିଛି ସମସ୍ତଙ୍କ ଚିନ୍ତା ଏଭଳି ଅନୈତିକ…
ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ପୁରୀ,୨୩ା୧୧ : ପବିତ୍ର କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ପ୍ରସିଦ୍ଧ ଲକ୍ଷ୍ମୀନାରାୟଣ ବେଶ ସମ୍ପନ୍ନ ହୋଇଛି ଏହା ଠିଆକିଆ ବେଶ ନାମରେ ଏହା ସର୍ବଜନ ବିଦିତ । ଏଥିସହିତ ପରମ୍ପରା ଅନୁଯାୟୀ ପବିତ୍ର ପଞ୍ଚକ ପ୍ରାରମ୍ଭ ଦିବସ ତଥା ଏକାଦଶୀ ତିଥିରେ ସମ୍ପନ୍ନ…
ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩ା୧୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗିରକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଚଳିତ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନ୍ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଚଳିତ ବର୍ଷର ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାର…
ନିଶାରେ ଅପରାଧ ଘଟାଇଥିବା ଦର୍ଶାଇଲେ ମଧ୍ୟ ଦଣ୍ଡାଦେଶରୁ ମିଳିବନି ମୁକ୍ତ
ନୂଆଦିଲ୍ଲୀ,୨୩ା୧୧: ସୁପ୍ରିମକୋର୍ଟ କହିଛନ୍ତି ମଦ୍ୟପାନ କରି ନିଶାରେ ଥିବା ସମୟରେ ଏହି ଅପରାଧ ହୋଇଛି ବୋଲି ଯୁକ୍ତି କରି ଦଣ୍ଡକୁ ଏଡାଯାଇପାରିବ ନାହିଁ । ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଶୀର୍ଷକୋର୍ଟ ଖାରଜ କରି ଏଭଳି କହିଛନ୍ତି । ଜଣେ ବ୍ୟକ୍ତିଙ୍କୁ…
ଓଡ଼ିଶା ପାଭିଲିୟନରେ ପ୍ରତିବିମ୍ବିତ ହେଉଛି ମହିଳା ସଶକ୍ତିକରଣର ଚିତ
ନୂଆଦିଲ୍ଲୀ/ଭୁବନେଶ୍ୱର, : ଓଡିଶାର ମହିଳାମାନଙ୍କୁ ସ୍ୱରୋଜଗାରୀ ଓ ସ୍ୱାବଲମ୍ବୀ କରିବା ସହିତ ସମାଜରେ ସେମାନଙ୍କୁ ଏକ ସମ୍ମାନଜନକ ପରିଚୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ୨୦୦୮ ମସିହାରେ ଗଠିତ ମିଶନ ଶକ୍ତି ବୁଧବାର ଏକ ମହାଦ୍ରୁମରେ ପରିଣତ…