Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ଦେଶର ପ୍ରଥମ ଏଆଇଏଫ୍ଏଫ୍-ଫିଫା ଏକାଡେମି ଉଦ୍ଘାଟିତ
ଭୁବନେଶ୍ୱର, ୨୨ା୧୧ : ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍ଏଫ୍)ର ବହୁ ପ୍ରତୀକ୍ଷିତ ବିଶ୍ୱସ୍ତରୀୟ ଏକାଡେମି ଭୁବନେଶ୍ୱରରେ ମଙ୍ଗଳବାର ଉଦ୍ଘାଟିତ ହୋଇଛି । ଫିଫା ପ୍ରତିଭା ବିକାଶ ଯୋଜନା (ଟିଡିଏସ୍) ଅଧୀନରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ଫୁଟବଲ୍ ଏକାଡେମିଠାରେ ଖୋଲାଯାଇଛି…
ସୁରକ୍ଷା କର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ୪ ଯବାନ ଶହୀଦ
ଜାମ୍ମୁ କାଶ୍ମୀର: ଆଜି ଜାମ୍ମୁ କାଶ୍ମୀରର ରାଜୋରୀ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ବରିଷ୍ଠ ସେନା ଅଧିକାରୀଙ୍କ ସମେତ ଦୁଇ ସୈନିକ ସହିଦ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସର ସୂଚନା ଅନୁସାରେ, ଆଜି ସକାଳ ୯ ଟାରେ…
ସ୍ୱିଗି ଓ ଜୋମାଟୋକୁ ୫୦୦କୋଟିର ଜିଏସଟି ନୋଟିସ
ନୂଆଦିଲ୍ଲୀ: ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ପୈଠ ନକରିବା ଓ ଜିଏସଟି ନିୟମକୁ ପାଳନ ନକରିବା ଘଟଣାକୁ ନେଇ କିଛିଦିନ ହେବ ଅନେକ କମ୍ପାନିକୁ ନୋଟିସ ପଠାଯାଉଛି । ଏହି କ୍ରମରେ ଫୁଡ ଡେଲିଭରି ଆପ ଭାବେ ପରିଚିତ ସ୍ୱିଗିଜୋମାଟୋକୁ ବି ନିକଟରେ ଜିଏସଟି ନୋଟିସ ପଠାଯାଇଛି । ଏହି ନୋଟିସ ପରେ…
ନାଲକୋରେ ଜନଜାତୀୟ ଗୌରବ ଦିବସ ଉଦଯାପିତ
ଅନୁଗୁଳ, : ନାଲକୋର ୱେକ୍ଟର ଓ ପାୱାର କମ୍ପେକ୍ସ ଅନୁଗୁଳ ଠାରେ ପାଳନ ହେଉଥିବା ଜନଜାତୀୟ ଗୌରବ ଦିବସ ଉଦ୍ଯାପିତ ହୋଇଯାଇଛି । ଭାରତ ସରକାରଙ୍କ ଦ୍ୱାରା ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ବୀର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଦିବସକୁ ସବୁବର୍ଷ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରିବା ପାଇଁ…
ଟାଟା ପାୱାରର ‘ଓଃ ମାଇଁ ବିଉଟିଫୁଲ’ ଓଡ଼ିଶା ଫଟୋଗ୍ରାଫି ପ୍ରତିଯୋଗିତା
ଭୁବନେଶ୍ୱର, : ଟାଟା ପାୱାରର ନୂତନ ଅଭିଯାନ ଓଃ ମାଇଁ ବିଉଟିଫୁଲ ଓଡ଼ିଶା ଫଟୋଗ୍ରାଫି ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରାଯାଇଛି । ବିଶେଷ କରି ଚଳିତ ବର୍ଷ ନଭେମ୍ବର ୩୦ ପର୍ଯ୍ୟନ୍ତ ଉକ୍ତ ପ୍ରତିଯୋଗିତାର ଆବେଦନ ଗ୍ରହଣ କରାଯିବ । ଉଲ୍ଲେଖଯୋଗ୍ୟ, ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ…
ବିଜେଡ଼ିର ମିଶ୍ରଣପର୍ବ ଶଙ୍ଖ ଧରିଲେ ତ୍ରିପୁରାରୀ ଗୋରଡ଼ା
ଭୁବନେଶ୍ୱର,୨୨ା୧୧ : ବିଜେପି ଛାଡି ବିଜେଡିକୁ ଫେରିଛନ୍ତି ଗତ ୨୦୧୯ ନିର୍ବାଚନରେ କୋରାପୁଟର ବିଜେପି ପ୍ରାର୍ଥୀ ହୋଇଥିବା ତ୍ରିପୁରାରୀ ଗୋରଡ଼ା । ବୁଧବାର ଶଙ୍ଖ ଭବନରେ ଆୟୋଜିତ ବିଜେଡିର ଏକ ମିଶ୍ରଣ ପର୍ବରେ ତ୍ରିପୁରାରୀ ଶଙ୍ଖ ଫୁଙ୍କିଛନ୍ତି । ବିଜେଡିର ବରିଷ୍ଠ ନେତା ତଥା ସାଂସଦ ମାନସ…
ରାଜ୍ୟରେ ଖୋଲିବ ୬୦ ପଞ୍ଚାୟତ ଲର୍ଣ୍ଣିଂ ସେଣ୍ଟର
ଭୁବନେଶ୍ୱର,୨୨ା୧୧ : ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ହେଉଛି ଗାଁର ସରକାର । ଓଡ଼ିଶାର ବିକାଶରେ ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସାରା ଦେଶକୁ ଓଡ଼ିଶା ଅନେକ କ୍ଷେତ୍ରରେ ମାର୍ଗଦର୍ଶନ କରୁଛି । ଏହାକୁ ଅଧିକ ସଙ୍ଗଠିତ କରିବା ସହ…
ଆଜିଠାରୁ ପଞ୍ଚୁକ ବ୍ରତ ଆରମ୍ଭ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ପୁରୀ,୨୨ା୧୧ : ଗୁରୁବାରଠାରୁ ଆରମ୍ଭ ହେଉଛି ପଞ୍ଚୁକ । ପଞ୍ଚୁକର ପାଞ୍ଚ ଦିନରେ ମହାପ୍ରଭୁଙ୍କ ଚିତ୍ତାକର୍ଷକ ୫ଟି ବେଶ ଦର୍ଶନ କରି ହବିଷ୍ୟାଳି ଓ ସାଧାରଣ ଭକ୍ତ କାର୍ତ୍ତିକ ମାସକୁ ବିଦାୟ ଦେବେ । ବିଶ୍ୱାସ ରହିଛି, ମାସସାରା ବ୍ରତ ରଖି ଯେତିକି ପୁଣ୍ୟ ମିଳିଥାଏ । ପଞ୍ଚୁକ ପାଞ୍ଚଦିନ ବ୍ରତ…
ସମ୍ବଲପୁରରେ ‘ନୂତନ ଭାରତର ନୂତନ ଶିକ୍ଷା ନୀତି’ ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର,୨୨ା୧୧ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସମ୍ବଲପୁରସ୍ଥିତ ବ୍ରହ୍ମକୁମାରୀମାନଙ୍କର ଶିକ୍ଷା ଅଭିଯାନ ନୂତନ ଭାରତ ପାଇଁ ନୂତନ ଶିକ୍ଷାର ଶୁଭାରମ୍ଭ କରିଛନ୍ତି । ଉନ୍ନତ ସମାଜ ପାଇଁ ମୂଲ୍ୟବୋଧ ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀମାନଙ୍କ ଚେତନାକୁ ଉନ୍ନତ କରିବା ନିମନ୍ତେ ଏହି…
ବିକଶିତ ଭାରତ ସଂକଳ୍ପ ଯାତ୍ରା: ଜିଲ୍ଲା ପ୍ରଭାରୀଙ୍କ ପରିଦର୍ଶନ ଓ ସମୀକ୍ଷା ବୈଠକ
ଯାଜପୁର, : ବିକଶିତ ଭାରତ ସଂକଳ୍ପ ଯାତ୍ରା ଜିଲ୍ଲା ପ୍ରଭାରୀ ଯୁଗ୍ମ ଆୟୁକ୍ତ, ଭାରତ ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ଅନୁପମ ସୋନାଲକର ଯାଜପୁରଜିଲ୍ଲା ପରିଦର୍ଶନ କରି ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ବ୍ଳ୍କ ଉନ୍ନୟନ…