Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ଜନ୍ମମାଟିରେ ମହାମହିମ
ଭୁବନେଶ୍ୱର,୨୦ା୧୧ : ଜନ୍ମ ମାଟିରେ ମହାମହିମ । ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ବାରିପଦା ପୋଲିସ ପଡ଼ିଆଠାରେ ପହଞ୍ଚିଥିଲେ । ବାରିପଦା ସହିଦ ଭବନଠାରେ ଅଖିଳ ଭାରତ ସାନ୍ତାଳି ଲେଖକ ସଂଘର ୩୬ତମ ବାର୍ଷିକୋତ୍ସବ…
ଭୁବନେଶ୍ୱର ମେଟ୍ରୋ ଏମ୍ଓୟୁ ସ୍ୱାକ୍ଷର : ୪ ବର୍ଷରେ ସରିବ କାମ
ଭୁବନେଶ୍ୱର,୨୦ା୧୧ : ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଚୁକ୍ତିନାମା ସ୍ୱାକ୍ଷରିତ କରିଛନ୍ତି । ଦିଲ୍ଲୀ ମେଟ୍ରୋ ରେଳ ନିଗମ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ୬୨୫୫ କୋଟିର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ରାଜ୍ୟର ଭିତ୍ତିଭୂମି ପ୍ରକଳ୍ପରେ ସବୁଠୁ ବଡ଼…
ଓଡ଼ିଶାକୁ ୱାର୍ଲଡ ହେରିଟେଜ୍ ଇରିଗେସନ ଷ୍ଟ୍ରକଚର ପୁରସ୍କାର
ଭୁବନେଶ୍ୱର,୨୦ା୧୧ : ଓଡ଼ିଶା ପାଇଁ ଗର୍ବ । ଦୁଇଟି ଜଳସେଚନ ପ୍ରକଳ୍ପ ଆଇସିଆଇଡ଼ି ବା ଇଣ୍ଟରନେସନାଲ୍ କମିସନ ଅନ ଇରିଗେସନ ଆଣ୍ଡ ଡ୍ରେନେଜ ଦ୍ୱାରା ପାଇଲେ ୱାର୍ଲଡ ହେରିଟେଜ୍ ଇରିଗେସନ ଷ୍ଟ୍ରକଚର ପୁରସ୍କାର ୨୦୨୩ । ମୟୁରଭଞ୍ଜ ଶାମାଖୁଣ୍ଟା ବ୍ଲକରେ ଥିବା ବାଲିଡିହ ଜଳସେଚନ ପ୍ରକଳ୍ପ ଓ…
ମିସ୍ ୟୁନିଭର୍ସ ଟାଇଟଲ ଜିତିଲେ ସେଏନିସ୍ ପଲାସିଓସ୍
ନୂଆଦିଲ୍ଲୀ, ୧୯ା୧୧: ଏଲ ସାଲଭାଡୋରର ସାନ ସାଲଭାଡୋରର ଜୋସେ ଆଡଲଫୋ ପିନାଡା ଆରେନାରେ ମିସ୍ ୟୁନିଭର୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ମଉକାରେ ମିସ୍ ୟୁନିଭର୍ସ ୨୦୨୩ ର ବିଜେତା ଘୋଷଣା ହୋଇଛି । ସେଏନିସ୍ ପଲାସିଓସ୍ ବିଜେତା ଭାବେ ମନୋନୀତ ହୋଇଛନ୍ତି ଏବଂ ମିସ୍ ୟୁନିଭର୍ସ…
୮ ବର୍ଷ ପରେ ଆର.ମାଧବନଙ୍କ ସହ ଅଭିନୟ କରିବେ କଙ୍ଗନା
ନୂଆଦିଲ୍ଲୀ, ୧୯ା୧୧: ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଭିନୀତ ଫିଲ୍ମ ତେଜସ୍ ରିଲିଜ୍ ହୋଇଥିଲା । ଫିଲ୍ମକୁ ନେଇ କଙ୍ଗନା ଯଦିଓ ବହୁତ ଆଶା କରିଥିଲେ । କିନ୍ତୁ ଏହା ବକ୍ସ ଅଫିସରେ ଫ୍ଲପ ସାବ୍ୟସ୍ତ ହୋଇଥିଲା । ତେଜସର ସୁପର ଫ୍ଲପ୍ ପରେ କଙ୍ଗନା ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର…
ମ୍ୟାଚ୍ ପୂର୍ବରୁ ବାୟୁସେନାର ଚିତ୍ତାକର୍ଷକ ଏୟାର ଶୋ
ଅହମଦାବାଦ, ୧୯ା୧୧: ଆରମ୍ଭ ହୋଇଛି ବିଶ୍ୱକପ୍ କ୍ରିକେଟର ମହାମୁକାବିଲା । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୨୩ ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚ୍ ଖେଳାଯାଉଛି । ଏହି ମହାମୁକାବିଲାରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍ ହାରି ଯାଇଛନ୍ତି ।…
ମ୍ୟାଚ୍ ବେଳେ ପଡ଼ିଆକୁ ପଶିଲେ ପାଲେଷ୍ଟାଇନ ସମର୍ଥକ
ଅହମଦାବାଦ, ୧୯ା୧୧: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଓ ଅଷ୍ଟ୍ରେଲିଆ ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚରେ ସୁରକ୍ଷାକୁ ନେଇ ବଡ଼ ବିଫଳତା ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଜଣେ ବ୍ୟାକ୍ତି ପଡିଆ ଭିତରକୁ ପଶିଯାଇଥିଲେ । କେବଳ ପଡିଆ…
୪ ଟ୍ରିଲିଅନ ଡଲାରରେ ପହଞ୍ଚିଲା ଭାରତର ଜିଡିପି
ନୂଆଦିଲ୍ଲୀ: ଭାରତ ପାଇଁ ଆଉ ବେଶି ଦୂର ନୁହେଁ ୫ ଟ୍ରିଲିଅନ୍ ଡଲାରର ସ୍ୱପ୍ନ । ଅର୍ଥନୀତିରେ ଭାରତର ହାଇ ଜମ୍ପ । ପ୍ରଥମ ଥର ପାଇଁ ୪ ଟ୍ରିଲିଅନ ଡଲାରରେ ପହଞ୍ଚିଲା ଭାରତର ଜିଡିପି । ନଭେମ୍ବର ୧୯ ତାରିଖରେ ଭାରତର ଡିଜିପି ୪ ଟ୍ରିଲିଅନ ଡଲାର ହୋଇଛି ବୋଲି ଇକୋନୋମିକ ଟାଇମ୍ ରିପୋର୍ଟ ପ୍ରକାଶ…
ଅଷ୍ଟ୍ରେଲିଆ ବିଶ୍ୱକପ୍ ଚାମ୍ପିଅନ
ଅହମଦାବାଦ,୧୯ା୧୧: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ·ଲିଥିବା ଆଇସିସି ବିଶ୍ୱକପ ଫାଇନାଲରେ ଭାରତକୁ ୬ ୱିକେଟରେ ପରାସ୍ତ କରି ବିଶ୍ୱକପ୍ ·ମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ବ୍ୟାଟିଂ, ବୋଲିଂ ଓ ଫିଲଡିଂ ସବୁ ବିଭାଗରେ ଭାରତଠାରୁ ଉନ୍ନତ ଖେଳି ୬ଷ୍ଠ ଥର ପାଇଁ ବିଶ୍ୱକପ ହାତେଇଛି…
ଶିକ୍ଷା ରୂପାନ୍ତରଣ : ଦେଶକୁ ବାଟ ଦେଖାଉଛି ଓଡ଼ିଶା
ଭୁବନେଶ୍ୱର,୧୯ା୧୧ : ଶିକ୍ଷାକ୍ଷେତ୍ରରେ ଉକ୍ରର୍ଷ ହାସଲରେ ଓଡ଼ିଶା ଜାତୀୟସ୍ତରରେ ଦୃଷ୍ଟାନ୍ତ ସୃଷ୍ଟି କରିଛି । ବିଦ୍ୟାଳୟରେ ଆରମ୍ଭ ହୋଇଥିବା ରୂପାନ୍ତରଣ ପ୍ରକ୍ରିୟା ଏଥିରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ଶିକ୍ଷାର୍ଥୀଙ୍କ ଶୈକ୍ଷିକ କ୍ଷେତ୍ରରେ ଉକ୍ରର୍ଷତା, ଭିତ୍ତିଭୂମି ବିକାଶ କରିବା ସହ…