Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
ରାଧାପାଦ ଦର୍ଶନ କଲେ ଲକ୍ଷ ଲକ୍ଷ ଭକ୍ତ
ପୁରୀ,୨୧ା୧୧ : ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଆଜି ସାକ୍ଷୀଗୋପିନାଥ ମନ୍ଦିରକୁ ଯାଇ ରାଧାପାଦ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । କାର୍ତ୍ତିକ ଶୁକ୍ଳ ନବମୀ ତିଥିରେ ଉତ୍ସବ ମୁଖର ହୋଇଉଠିଛି ସାକ୍ଷୀଗୋପିନାଥ ମନ୍ଦିର । ବର୍ଷକରେ ଗୋଟିଏ ଦିନ ଅର୍ଥାତ ଅଁଳା ନବମୀରେ…
ବୈଦେଶ୍ୱର ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ
ଭୁବନେଶ୍ୱର,୨୧ା୧୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପଟି ହେଉଛି ମହାନଦୀରେ ବୈଦେଶ୍ୱର ନଦୀଗର୍ଭ ଜଳାଶୟ ପ୍ରକଳ୍ପ ।…
ଖେଳାଳିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ଅହମଦାବାଦ, ୨୦ା୧୧: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ୨୦୨୩ର ଫାଇନାଲରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା । କଙ୍ଗାରୁ ଭାରତକୁ ୬ଟି ୱିକେଟରେ ପରାସ୍ତ କରିଛି । ଏହି ପରାଜୟ ପରେ ଭାରତୀୟ ଖେଳାଳିମାନେ ଡ୍ରେସିଂ ରୁମକୁ ଯାଇ ସେମାନଙ୍କ ଭାବପ୍ରବଣ ହେବାର ଫଟୋ ମଧ୍ୟ ପ୍ରକାଶ ପାଇଲା ।…
ବିଶ୍ୱକପ୍ ଟ୍ରଫି ଉପରେ ମିଚେଲ୍ ଗୋଡ଼ ରଖିବାକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ, ୨୦ା୧୧: ବିଶ୍ୱକପ୍ ଟ୍ରଫି ଉପରେ ଦୁଇ ଗୋଡ଼ ରଖି ଅଷ୍ଟ୍ରେଲୀୟ କ୍ରିକେଟ୍ ଖେଳାଳି ମିଚେଲ୍ ମାର୍ସ ବସିଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ସେ ଟ୍ରୋଲ୍ ବା ସମାଲୋଚନାର ସରବ୍ୟ ହୋଇଛନ୍ତି । ଉକ୍ତ ଫଟୋକୁ ପ୍ରଥମେ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର ଅଧିନାୟକ…
କାଳୁଚୁଆ ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ!
ଖୋର୍ଦ୍ଧା, : ବେଗୁନିଆ ତହସିଲ ଅଧିନସ୍ଥ ଡ଼ଙ୍ଗରପଡା ଗ୍ରାମର କାଳୁ ଚୁଆ ପାହାଡ଼ରେ ବେଆଇନ ଭାବରେ ବ୍ଲାଷ୍ଟିଂ ନେଇ ଗ୍ରାମବାସୀ ମାନେ ଲିଖିତ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ ଏବଂ ଖୋର୍ଦ୍ଧା ଼ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପୁରୀ ଶ୍ରୀମନ୍ଦିର ପ୍ରଶାସନର…
ଆଉ ପାଦେ ଆଗେଇଲା ପୁରୀର ଶ୍ରୀଜଗନ୍ନାଥ ବିମାନବନ୍ଦର ପ୍ରକଳ୍ପ
ଭୁବନେଶ୍ୱର/ପୁରୀ, : ବହୁପ୍ରତୀକ୍ଷିତ ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ଲାଗି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟରୁ ପରିବେଶ ମଞ୍ଜୁରୀ ମିଳିଛି । ଏହି ଅନୁମତି ଫଳରେ ବିମାନବନ୍ଦର ନିର୍ମାଣ ପାଇଁ ୨୭.୮୫ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ପଦକ୍ଷେପ ନିଆଯିବ ।…
ଶ୍ରୀଲଙ୍କାରୁ ୨୨ ଭାରତୀୟ ଧୀବର ସ୍ୱଦେଶ ଫେରିଲେ
ନୂଆଦିଲ୍ଲୀ: ଶ୍ରୀଲଙ୍କା ୨୨ ଜଣ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛି, ଯେଉଁମାନେ ରବିବାର ପମ୍ବାନ ଦେଇ ନିଜ ଦେଶକୁ ଫେରିଛନ୍ତି । ସେମାନଙ୍କ ପରିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇଛନ୍ତି, କାରଣ ତାଙ୍କ ଉଦ୍ୟମ ଦ୍ୱାରା ହିଁ ଭାରତୀୟଙ୍କ ମୁକ୍ତି ସମ୍ଭବ ହୋଇପାରିଛି । ଏଥି…
ଭାରତରେ ପ୍ରସ୍ତୁତ ହେବ ହାଲୁକା ଲଢୁଆ ବିମାନ ଇଞ୍ଜିନ
ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ବଡ଼ ନିଷ୍ପତ୍ତ ନିଆଯାଇଛି । ଭାରତରେ ହାଲୁକା ଲଢୁଆ ବିମାନର ଇଞ୍ଜିନ ପ୍ରସ୍ତୁତ ହେବାକୁ ଯାଉଛି । ଏଲ୍ସିଏ ମାର୍କ ୨ (ତେଜସ ଏମକେ ୨) ଏବଂ ସ୍ୱଦେଶୀ ଆଡଭାନ୍ସଡ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ (ଏଏମ୍ସିଏ)ର ପ୍ରଥମ…
‘ଦେଶ ଅର୍ଥନୀତି ଅଭିବୃଦ୍ଧିରେ ଷ୍ଟାର୍ଟଅପ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ’
ଭୁବନେଶ୍ୱର, : ଦେଶର ଅର୍ଥନୀତି ଅଭିବୃଦ୍ଧିରେ ଷ୍ଟାର୍ଟଅପ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଏପରିକି ଭାରତକୁ ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାରେ ଷ୍ଟାର୍ଟଅପ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା…
ରାଜଧାନୀ ବସ୍ତିବାସିନ୍ଦାଙ୍କୁ ମିଳିଲା ପକ୍କା ଘର
ଭୁବନେଶ୍ୱର,୨୦ା୧୧ : ସହରାଞ୍ଚଳ ବସ୍ତିବାସିନ୍ଦାକୁ ମିଳିଲା ନୂଆ ଠିକଣା । ବସ୍ତିବାସିନ୍ଦାଙ୍କ ପାଇଁ ୩ଟି ଆବାସ ପ୍ରକଳ୍ପ ଉଦଘାଟିତ । ଆଜି ସନ୍ଧ୍ୟାରେ ଉଦ୍ଘଟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳ ଆବାସ ଯୋଜନାରେ ବସ୍ତିବାସିନ୍ଦା ଘର ପ୍ରଦାନ କରାଯାଇଛି ।…