Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍
କାଳିଆର ଶେଷକୃତ୍ୟ ସମ୍ପନ୍ନ
ଫୁଲବାଣୀ: ଜଗାକୁ ଛାଡ଼ି ସବୁଦିନ ପାଇଁ ଚାଲି ଯାଇଛି କାଳିଆ। କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କ ଭିତରୁ ଗତକାଲି କାଳିଆର ମୃତ୍ୟୁ ଘଟିଥିଲା। କାଳିଆର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ୍ ମିଲୁପଡ଼ାରେ କାଳିଆର ଅନ୍ତ୍ୟେଷ୍ଟି କରାଯାଇଛି ।…
କଟକ ବାଦାମବାଡ଼ିରେ ଜଳିଗଲା ବସ୍
କଟକ: ବାଦାମବାଡିରେ ଏକ ଘରୋଇ ବସ୍ ଜଳି ଯାଇଥିବା ସୂଚନା ମିଳିଛି। ପାଲାମଣ୍ଡପ ପୁରୀ ବସ୍ ଷ୍ଟାଣ୍ଡରେ ବସ୍ଟି ଛିଡ଼ା ହୋଇଥିବା ବେଳେ ଆଜି ଅପରାହ୍ଣରେ ଏଥିରେ ନିଆଁ ଲାଗି ଯାଇଥିଲା। ତେବେ କେଉଁ କାରଣ ପାଇଁ ବସ୍ରେ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ବସ୍ରେ ନିଆଁ ଲାଗିବା ସମୟରେ ବସ୍…
ଭାରତ ବନ୍ଦର ପ୍ରଭାବ
ଭଦ୍ରକ : ବିଭିନ୍ନ ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ତେବେ ଭାରତ ବନ୍ଦର ପ୍ରଭାବ ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆବାହନରେ ଏଆଇସିସିଟିୟୁ ବନ୍ଦ ପାଳନ କରୁଛି । ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ ଏଆଇସିସିଟିୟୁ ରାଜପଥ…
ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତଙ୍କର ମୃତ୍ୟୁ
ଭୁବନେଶ୍ବର ୨୬।୧୧: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୭୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୦୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…
ନିଜ ଦାୟିତ୍ୱ ତୁଲାଉ ତୁଲାଉ ହାରିଗଲେ କରୋନା ଯୋଦ୍ଧା
ମାଲକାନଗିରି : କରୋନା ଯୁଦ୍ଧରେ ହାରିଗଲେ ଜଣେ ଆଗ ଧାଡ଼ିର କରୋନା ଯୋଦ୍ଧା। ଏଭଳି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ଦେଖିବାକୁ ମିଳିଛି। ନଗର ର ୪ ନଂ ୱାର୍ଡ ର ମାନସ ପାଣ୍ଡେ ନାମକ ଜଣେ ବ୍ୟକ୍ତି ଯେ ଖଇରିପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ…
ଟୟୋଟା କିଲୋସ୍କର ମୋଟର ପକ୍ଷରୁ ନୂଆ ଇନୋଭା କ୍ରାଏଷ୍ଟାର ବଜାର ପ୍ରବେଶ
ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ ନୂଆ ଇନୋଭା କ୍ରାଏଷ୍ଟାର ବଜାରରେ ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ଏମ୍ପିଭି ସେଗମେଂଟ୍ରେ କମ୍ପାନୀର ସ୍ଥିତିକୁ ସୁଦୃଢ଼ କରିବାକୁ ସକ୍ଷମ ହେବ । ୨୦୦୫ରେ ଭାରତରେ ଇନୋଭାର ବଜାର ପ୍ରବେଶ ହୋଇଥିଲା । ଇତିମଧ୍ୟରେ ଇନୋଭା…
୩୦ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ନାକାମୁମୁଡି ପଞ୍ଚାୟତ ଅନ୍ତର୍ଭୁକ୍ତ ଡାଇକ-ଟୁ, ଡାଇକ-ଥ୍ରୀ, ଓ ବନ୍ଦlମାମୁଡି ଗ୍ରାମ ନିକଟ ଜମି ଓ ଜଙ୍ଗଲ ଜମିରୁ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକଙ୍କ ସହ ସଦଳବଳେ ମିଶି ଉକ୍ତ ସ୍ଥାନର ୩୦ ଏକର ଜମିରୁ ୫୦…